Dr – Mnoj Das- ହାତ ଯୋଡ଼ି ତାଳି ମାରିଲେ ଗାଏବ ହୋଇଯିବ ଏହି ପରି ସାଙ୍ଘାତିକ ରୋଗ। ଜାଣନ୍ତୁ ସେହି ରୋଗ ଗୁଡ଼ିକ କଣ୍ କଣ୍।

0

ଆମ ଶରୀର ହେଉଛି ଏକ ଯନ୍ତ୍ର। ଯାହାକୁ କଣ୍ଟ୍ରୋଲ କରିବା ଏତେ ସହଜ ନୁହେଁ। କାରଣ ଆମ ହେଉଛି ପଞ୍ଚଭୂତ ରେ ଗଢା। ଏମିତି ଅନେକ ଗ୍ରନ୍ଥ ଏବଂ ବେଦ, ଉପୋନିଷେଧ ମଧ୍ୟ ରହିଛି ଯେଉଁଥିରେ ମଣିଷ ର ରୂପ ଏବଂ ତାର ପ୍ରକୃତି ବିଷୟରେ ବର୍ଣ୍ଣନା କରାଯାଇଛି। ଯେମିତି ଆମ ଶରୀର ପଞ୍ଚଭୂତ ଦ୍ଵାରା ପରିଚାଳିତ ହେଉଛି। ଆମେ ଅନେକ କାର୍ଯ୍ୟ ଗୁଡ଼ିକୁ ଆମ ଶରୀର ଥିବା ଇନ୍ଦ୍ରିୟ ମାନଙ୍କ ଦ୍ଵାରା କରୁ। ଏହକୁ ଇନ୍ଦ୍ରିୟ ଏବଂ ପଞ୍ଚଭୂତ ର ସମ୍ମିଳନ ବୋଳି କୁହାଯାଏ।


ଜାଣିଥିବେ ଆମ ଶରୀର ପ୍ରତେକ ଅଣୁ ଏବଂ କଣିକା ଦ୍ଵାରା ସଂଗଠିତ ଅଟନ୍ତି। ଏମିତି ମଧ୍ୟ କୁହାଯା ଆମ ହାତ ରେ ସବୁ ପ୍ରକାର କାର୍ଯ୍ୟ ଶକ୍ତି ରହିଛି। ଯାହାକି ପ୍ରାୟ ୨୯ ପ୍ରକାର ଏକୁପ୍ରେସର୍ ଆମ ଶରୀର ରେ ବିଭିନ୍ନ ପ୍ରକାର ଅଙ୍ଗ ରହିଛି। ଯାହା ଆମ କୁ ଏବଂ ଆମ ଶରୀର କୁ ପୁରା ଚାଳନା କରୁଛି। ତେଣୁ ଏହି ସବୁ ଶରୀର ଭିତରେ ଥିବା ଅଙ୍ଗ ଏବଂ ପ୍ରତ୍ୟଙ୍ଗ ର ଯତ୍ନ ନେବା ନିହାତି ଦରକାର ଅଟେ। ତେଣୁ ଏହା କୁ ଯଦି ଆମେ ଠିକ୍ ରେ ବ୍ୟବହାର କରିପାରିବା ତେବେ ଆମ ଦେହରୁ ସବୁ ପ୍ରକାର ରୋଗ ଆପେ ଛାଡ଼ି ଚାଲିଯିବ।  ହାତରେ ଅନେଗୁଡ଼ିଏ ଏକୁପ୍ରେସର୍ ରହି ଛି। ହାତ କୁ ଆଙ୍ଗୁଠି ସାହାଯ୍ୟ ରେ ପରିଚାଳନା କରିବା ଅର୍ଥ ଏହି ଏକୁପ୍ରେସର୍ ମାନଙ୍କୁ ଠିକ୍ ସେ କଣ୍ଟ୍ରୋଲ କରିବା।

ଏହା ଦ୍ବାରା ଶରୀର ରେ ରକ୍ତ ପରିଚାଳନା ହେବା ସହଜ ହୋଇଯାଏ। ଆଉ ମଧ୍ୟ ଆମ ଦେହରେ ଅମ୍ଳଜାନ ଠିକ୍ ସେ ପରିଚାଳନା ହେବା କୁ ସୁବିଧା ହୋଇଯାଏ। ଏମିତି ମଧ୍ୟ ଯୋଗ ଏବଂ ପ୍ରାଣାୟମ ରେ ହାତରେ ଥିବା ବିଭିନ୍ନ ଅଣୁ କନିକା ଏବଂ ମିଶ୍ରଣ ଯାହା କୁ ପରିଚାଳନା କରିବା ଶିଖିଗଲେ ଆପଣଙ୍କ ଦେହରୁ ପ୍ରାୟ ୯୦ ପ୍ରତିଶତ ରୋଗ ଏହିପରି ଭାବରେ ଗାଏବ ହେବା ସହିତ ଶରୀର ସୁସ୍ଥ ରହିଥାଏ।  ହାତର ଆମେ ଯେତେବଳେ ତାଳି ମାରୁ ଆମ ହାତରେ ଥିବା ସେହି ୨୯ ଏକୁପ୍ରେସର୍ ଶରୀର କୁ ଧାରଣ କରିନିଏ। ଏହା ଦ୍ବାରା ଅନେଗୁଡ଼ିଏ ସୁଫଳ ମିଳିଥାଏ। ହାତର ଥିବା। ସେହିପରି ଆଙ୍ଗୁଠି ଦବାଇବା ଦ୍ବାର ମଧ୍ୟ ବିଭିନ୍ନ ପ୍ରକାର ହଜମ ପ୍ରକ୍ରିୟା, ରେଚନ୍ ଏବଂ ରକ୍ତ ପରିଚାଳନା ପ୍ରକ୍ରିୟା ଭଲ ଭାବରେ ହୋଇଥାଏ।


ଆଉ ଆପଣ ମଧ୍ୟ ଦେଖିଥିବେ ଆଧ୍ୟାତ୍ମିକ ପରିବେଶରେ ରେ ତାଳି ମାରି ଗୀତ ଜ୍ଞାନ କଲେ ଆମ ଶରୀର ଭିତରେ ଏକ ଆଲୋଡନ ସୃଷ୍ଟି ହୁଏ। ଯାହାକି ଆମକୁ ଉତ୍ସାହ ଏବଂ ଶାନ୍ତି ପ୍ରଦାନ କରେ। ତେଣୁ ସେହିଭଳି ଜାଗାରେ ଭଗବାନ ଙ୍କ ନାମ ସ୍ମରଣ କରି ହାତରେ ଯୋଡ଼ି ତାଳି ମାରିଲେ ଏକ ଅଦ୍ଭୁତ ପ୍ରକାର ଶକ୍ତି ସୃଷ୍ଟି ହୋଇ ଏହା ଶରୀରକୁ ଆନନ୍ଦ ପ୍ରଦାନ କରେ। ତେଣୁ ତାଳି ବଜାଇଲେ ଅନେଗୁଡ଼ିଏ ଉପକାର ଶରୀରକୁ ମିଳିଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।