ଦେଖନ୍ତୁ ଭି଼ଡିଓ ! ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମରେ ସମସ୍ତ ଜମି କରିବାକୁ ଜିଦ୍ ଧରିଲେ ଏହି ବୃଦ୍ଧା ଜଣଙ୍କ ! କାରଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ

0

ଆମ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସେ ଆମ ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ଆମ ଦେଶରେ ଅନେକ ଉନ୍ନତି କରିଛନ୍ତି ଏବଂ ଗରିବ ଲୋକ ମାନଙ୍କ ର ସୁବିଧା ପାଇଁ ଅନେକ ପ୍ରକାର ର ଯୋଜନା ମଧ୍ୟ କରିଛନ୍ତି। ତେବେ ସେ ଅନେକ ବେସାହାରା ଲୋକ ମାନଙ୍କୁ ଘର ଦେଇଛନ୍ତି, ଅନେକ ବେ ରୋଜଗାରିଆ ମାନଙ୍କୁ ରୋଜଗାର ଦେଇଛନ୍ତି। ଏପରି ଅନେକ କାମ କରିଛନ୍ତି ଯେଉଁଥି ପାଇଁ କି ଲୋକ ମାନେ ତାଙ୍କୁ ବହୁ ମାତ୍ରାରେ ପସନ୍ଦ ମଧ୍ୟ କରନ୍ତି ଏବଂ ବହୁତ ଭଲ ମଧ୍ୟ ପାଆନ୍ତି।
ଭାରତର ବେଶ୍ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ହେଉଛନ୍ତି ନରେନ୍ଦ୍ର ମୋଦୀ।

ସେ ନିଜର ଭଲ ଭଲ କାମ ପାଇଁ କେବଳ ଆମ ଦେଶରେ ନୁହେଁ ସାରା ବିଶ୍ଵରେ ପରିଚିତ। ତାଙ୍କୁ ଆମ ଦେଶବାସୀ ହିଁ କେବଳ ଭଲପାଆନ୍ତିନି, ସାରା ବିଶ୍ୱରେ ଲୋକ ମାନେ ତାଙ୍କୁ ବହୁତ ଭଲ ପାଆନ୍ତି ଏବଂ ତାଙ୍କ ର ଅନେକ ଗୁଡିଏ ଫ୍ୟାନ୍ ମଧ୍ୟ ଅଛନ୍ତି। ଆମେ ଆଜି ଆପଣ ମାନଙ୍କୁ ମୋଦୀ ଜୀ ଙ୍କ ର ଫ୍ୟାନ୍ ଙ୍କ ସମ୍ପର୍କରେ ସବୁକିଛି କଥା କହିବୁ, ତେବେ ଆସନ୍ତୁ ଜାଣିବା ସେହି ସମ୍ପର୍କରେ।  ଏବେ ମୋଦୀ ଜୀ ଙ୍କ ଏପରି ଏକ ଫ୍ୟାନ୍ ଦେଖିବାକୁ ମିଳିଛନ୍ତି ଯାହାଙ୍କୁ ଦେଖି ସାରା ଦେଶ ବାସୀ ଏବେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛି।

ତେବେ ଆମେ ଆପଣ ମାନଙ୍କୁ ଯାହାଙ୍କ କଥା କହୁଛୁ ସିଏ ହେଉଛନ୍ତି ଉତ୍ତରପ୍ରଦେଶ ମେଦିନିପୁର ର ବିଟନ ଦେବୀ। ଏବେ ତାଙ୍କ ର ବୟସ ହେଉଛି 85 ବର୍ଷ, ହେଲେ ଏବେବି ତାଙ୍କ ମନରେ ମୋଦୀ ଜୀ ଙ୍କ ପାଇଁ ଅନେକ ଭଲପାଇବା ଭରି ହୋଇ ରହିଛି। ଏହି ମାସ 2 ତାରିଖ ବୁଧୁବାର ଦିନ ଦେଖିବାକୁ ମିଳିଥିଲା ଏପରି ଏକ ଘଟଣା ଯାହାକୁ ଦେଖି ସାରା ଦେଶ ବାସୀ ଆଶ୍ଚର୍ଯ୍ୟ ହୋଇଯିବା ସହ ସେହି ବୃଦ୍ଧି ଜଣଙ୍କ ଆଗରେ ପ୍ରଶାସନ ବି ମୁଣ୍ଡ ନୁଆଁଇଛି।

ତେବେ ଘଟଣା ଏପରି ହୋଇଛି କି ସକାଳୁ ସକାଳୁ ତହସିଲ୍ ଅଫିସ୍ ଖୋଲୁ ଖୋଲୁ ଅଫିସ୍ ରେ ଯାଇ ହାଜର୍ ହୋଇ ଯାଇଥିଲେ ବିଟନ ଦେବୀ। ଏହା ପରେ ଅଫିସ୍ କର୍ମଚାରୀ ତାଙ୍କୁ ପଚରା ଉଚରା କରିବାରୁ ସେ କହିଥିଲେ ସେ ଓକିଲଙ୍କ ଜରିଆରେ ତାଙ୍କ ର ସମସ୍ତ ସମ୍ପତ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମରେ କରିଦେବା ପାଇଁ। ତାଙ୍କ ମୁହଁରୁ ଏହି କଥା ଶୁଣିବା ପରେ ଅଫିସ୍ ର ସବୁ କର୍ମଚାରୀ ଆଶ୍ଚର୍ଯ୍ୟ ହୋଇ ରହି ଯାଇଥିଲେ। ଏହି କଥା ପ୍ରଚାର ହେବା ପରେ ସବୁ ଲୋକ ଆଶ୍ଚର୍ଯ୍ୟ ହୋଇ ରହିଯାଇଥିଲେ। ତେବେ ସେ ଏହି କଥା କୁ ପୁରା ଜିଦ୍ ଧରି ବସିଥିଲେ କି ସେ ତାଙ୍କର ସମସ୍ତ ଜମି ପ୍ରଧାନମନ୍ତ୍ରୀ ଙ୍କ ନାମରେ କରିବେ ବୋଲି। ଓକିଲ ଏବଂ ଅଫିସ୍ ର କର୍ମଚାରୀ ତାଙ୍କୁ ବୁଝାସୁଝା କରିବାରୁ ସେ ଘର କୁ ଯାଇଥିଲେ। ହେଲେ ପୁଣି ଦୁଇ ଦିନ ପରେ ଆସି ପହଁଞ୍ଚି ଥିଲେ ଅଫିସ୍ ରେ, ଏବଂ ସେଇ ଗୋଟିଏ କଥା କହିଥିଲେ ତାଙ୍କ ର ସମସ୍ତ ଜମି ମୋଦୀ ଜୀ ଙ୍କ ନାମରେ କରିଦେବା ପାଇଁ।

ବାସ୍ତବରେ ଏହି ବୃଦ୍ଧା ଜଣକ ଉତ୍ତରପ୍ରଦେଶ ର ମଦନପୁର ର ଚିତାସି ପୁରରେ ରୁହନ୍ତି, ଏବଂ ଏବେ ତାଙ୍କର ବୟସ ହେଉଛି 85 ବର୍ଷ। ସେ ତାଙ୍କ ର ପୁଅ ଙ୍କ ପାଖରେ ରହୁଥିଲେ, ହେଲେ ପୁଅ ବୋହୂ ତାଙ୍କ ର ଯତ୍ନ ନେଉନାହାଁନ୍ତି କି ତାଙ୍କୁ ଖାଇବା ପାଇଁ ମଧ୍ୟ ଖଣ୍ଡେ ଦେଉନାହାଁନ୍ତି। ଏବେ ବିଟନ ଦେବୀଙ୍କୁ ଯେଉଁ ବୃଦ୍ଧାବସ୍ଥା ଭତ୍ତା ମିଳୁଛି ସେଥିରେ ସେ ଚଳୁଛନ୍ତି। ସେଥିପାଇଁ ସେ ନିଜ ନାମରେ ଥିବା ସମସ୍ତ ଜମି କୁ ନିଜ ପୁଅ ମାନଙ୍କୁ ନ ଦେଇ ମୋଦୀ ଜୀ ଙ୍କୁ ଦେବା ପାଇଁ ଜିଦ୍ ଧରିଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।