ସର୍ବଶେଷରେ ଐଶ୍ୱର୍ଯ୍ୟ ରାୟ ନିଜ ମୋବାଇଲ କଭରରେ ଲେଖିଲେ କିଛି ଏପରି କି ଜୀଏବି Zoom କରିକି ଦେଖିଲା ହୋଇଗଲା ଆଶ୍ଚର୍ଯ୍ୟ,ଆପଣ ବି ଦେଖନ୍ତୁ

0

ଆଜି କାଲି ର ଯୁଗ ରେ ତ ଲୋକ ମାନଙ୍କୁ ସବୁଠାରୁ ବେଶୀ ପ୍ରିୟ ଜିନିଷ ଯଦି କିଛି ଅଛି ତେବେ ତାହା ହେଉଛି ସେମାନଙ୍କ ର ନିଜ ନିଜ ର ଫୋନ୍, ଫୋନ୍ ଆଜି କାଲି ର ଲୋକ ମାନଙ୍କ ପାଇଁ ଏତେ ମାତ୍ରାରେ ରେ ପ୍ରିୟ ହୋଇ ଯାଇଛି ଯେ ଏହାକୁ ସେହି ସଲାମତ୍ ରଖିବା ପାଇଁ ସେମାନେ କିଛି ବି କରିବା ପାଇଁ ପ୍ରସ୍ତୁତ ହୋଇ ଯାଉଛନ୍ତି। ସବୁ ଲୋକ ମାନଙ୍କୁ ନିଜ ଫୋନ୍ କୁ ସୁନ୍ଦର କରିବାରେ ଏକ ସଉକ୍ ଥାଏ, କି ଟିକେ ଗୋଟେ ଭଲ କଭର୍ ପକେଇବି ଯେପରି ଫୋନ ଟି ସୁନ୍ଦର ଦେଖାଯିବ, କି ଆଉ ଟିକେ କଣ କରିବେ ଯାହା ଦ୍ୱାରା ମୋ ଫୋନ୍ ଟି ବହୁତ ସୁନ୍ଦର ଦେଖାଯିବ।


ସେହି ଫିଲ୍ମ ଷ୍ଟାର ମାନେ ବି ନିଜର ଫୋନ୍ ହେଉ ବା ଏସସିରିଜ୍ ରେ କିଛି ନା କିଛି ନୂଆ ନିଶ୍ଚିତ ଭାବେ କରିଥାଆନ୍ତି। ମୋବାଇଲ୍ ଫୋନ୍ ଟି ସବୁଠୁ ବେଶୀ ଆଟ୍ରାକ୍ଟିଭ୍ ହୋଇଥାଏ ତାର ଫୋନ୍ କଭର୍ ରୁ, ସେଥି ପାଇଁ ଆମେ ମାନେ ସବୁବେଳେ ଆମ ମାନଙ୍କ ର ଫୋନ୍ ପାଇଁ ଏକ ଭଲ କଭର୍ ଖୋଜି ଥାଉ। ଏହି ପରି ମଧ୍ୟ କରିଛନ୍ତି ଐଶ୍ଵର୍ଯ୍ୟା ରାୟ ବଚ୍ଚନ, କିନ୍ତୁ ତାଙ୍କ ଫୋନ୍ କଭର୍ ରେ କିଛି ଅଲଗା ଦେଖିବାକୁ ମିଳିଛି। ଏହି କଥା କୁ ନେଇ ଏବେ ସୋସିଆଲ୍ ମିଡିଆ ରେ ଚର୍ଚ୍ଚା ଜୋର୍ ଧରିଛି, ତେବେ ତାଙ୍କ ଫୋନ୍ କଭର୍ ରେ ଏପରି କଣ ଅଛି ଯାହା ପାଇଁ ଏତେ ଚର୍ଚ୍ଚା। ଯେତେବେଳେ ଲୋକ ମାନେ ଏହାକୁ ଜୁମ୍ କରିକି ଦେଖିଲେ ତେବେ ଏପରି କିଛି ଦେଖିବାକୁ ମିଳିଲା।

ପୂର୍ବ ର ମିସ୍ ୱାର୍ଲଡ ଐଶ୍ଵର୍ଯ୍ୟା ରାୟ ବଚ୍ଚନ ବଲିଉଡ୍ ର ଜଣେ ବହୁ ପପୁଲାର୍ ଆକ୍ଟ୍ରେସ୍। 1994 ମସିହା ରେ ସେ ମିସ୍ ୱାର୍ଲଡ ର ମୁକୁଟ ଜିତିବା ପରେ ସାରା ଦୁନିଆରେ ସେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରି ସାରିଥିଲେ। ପୁରା ଦୁନିଆ ତ ତାଙ୍କୁ ହୁସ୍ନ କି ମଲ୍ଲିକା କୁହନ୍ତି ଏବଂ ତାଙ୍କ ର ଫ୍ୟାନ୍ କେବଳ ଭାରତରେ ହିଁ ନୁହେଁ ସାରା ବିଶ୍ୱରେ ଅଛନ୍ତି। ଐଶ୍ଵର୍ଯ୍ୟା ରାୟ ବଚ୍ଚନ ହିଁ ଏକ ମାତ୍ର ଏମିତି ସେଲିବ୍ରିଟି ଯିଏ କି ପେପ୍ସି ଓ କୋକାକୋଲା ଦୁଇଟି ବ୍ରାଣ୍ଡ ପାଇଁ ବିଜ୍ଞାପନ କରିଛନ୍ତି। ସେ ନିଜର ପାଠ ପଢା ସାରି ଏକ ଡକ୍ଟର ହେବାକୁ ଚାହୁଁଥିଲେ। କିନ୍ତୁ ତାଙ୍କର ସୁନ୍ଦରତା ପାଇଁ ଚାରିଆଡୁ ଅନେକ ପ୍ରକାର ର ଅଫର୍ ସବୁ ଆସିବାକୁ ଲାଗିଲା। ଏହା ପରେ ସେ ଏହାକୁ ହିଁ ନିଜର କ୍ୟାରିୟର କରିନେଲେ। ଏପର୍ଯ୍ୟନ୍ତ ର ମିସ୍ ୱାର୍ଲଡ ରେ ଐଶ୍ଵର୍ଯ୍ୟା ରାୟ ଙ୍କୁ ସବୁଠାରୁ ସୁନ୍ଦର ଭାବେ ଦୁଇ ଥର ସିଲେକ୍ଟ କରା ଯାଇଛି। ସିଏ ଏପର୍ଯ୍ୟନ୍ତ 50 ରୁ ଅଧିକ ଫିଲ୍ମ ରେ କାମ କରି ସାରିଛନ୍ତି।


ଏହି ମଧ୍ୟରେ ତାଙ୍କର ଏପରି ଏକ ଫଟୋ ଭାଇରାଲ୍ ହେଉଛି ଯାହାକି ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରି ରଖି ଦେଇଛି। ଏହି ଫଟୋ ଏକ ଏୟାରପୋର୍ଟ ରେ ନିଆ ଯାଇଛି, ଯେତେବେଳେ ସେ ନିଜ ଝିଅ ସହ ବେଙ୍ଗାଲୁରୁ ଯାଉଥିଲେ। ମିଡିଆ ବାଲା ମାନେ ତାଙ୍କର ଫଟୋ ନେଉଥିଲେ ଏହି ସମୟ ରେ ଏପରି ଏକ ଫଟୋ କ୍ୟାପ୍ଚର୍ ହୋଇଥିଲା ଯାହାକି ସବୁଠାରୁ ଅଲଗା ଥିଲା। ଯେତେବେଳେ ଐଶ୍ଵର୍ଯ୍ୟା ରାୟ ଙ୍କ ଫଟୋ କ୍ୟାମେରାରେ ନିଆ ଯାଉଥିଲା ସେହି ସମୟ ରେ ସେ ତାଙ୍କ ହାତରେ ନିଜର ଫୋନ୍ ଟି କୁ ଧରିଥିଲେ, ସେହି ସମୟ ରେ ତାଙ୍କ ଫୋନ୍ କଭର୍ ଟି ର ଫଟୋ ମଧ୍ୟ ତାଙ୍କ ଫଟୋ ସହ ଆସିଯାଇଥିଲା। ସେହି ଫଟୋ ଟି କୁ ଯେତେବେଳ ଯୁମ୍ କରି ଦେଖାଗଲା ସେଥିରେ କିଛି ଲେଖା ଥିବାର ଦେଖିବାକୁ ମିଳିଲା। ସେଥିରେ ଏ ଆର୍ ବି ଲେଖା ହୋଇଥିଲା ଯାହାର ମାନେ ହେଉଛି ଐଶ୍ଵର୍ଯ୍ୟା ରାୟ ବଚ୍ଚନ। ସବୁ ସେଲିବ୍ରିଟି ମାନେ ନିଶ୍ଚିତ ଭାବେ ନିଜ ଫୋନ୍ କଭର୍ ଉପରେ କିଛି ନା କିଛି ଲେଖିଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।