ଭାଇରାଲ ଭିଡିଓ ଦେଖନ୍ତୁ ! ନିଛାଟିଆ ଜାଗାରେ ରୋମାନ୍ସ କରୁଥିଲେ ଏବେ ଭିଡିଓ ଟି ଏ ଫୋନରୁ ସେ ଫୋନକୁ ଘୁରିବୁଲୁଛି

0

ଆଜି କାଲି ଦୁନିଆରେ ସମସ୍ତେ ପ୍ରେମ କରୁଛନ୍ତି, ଆପଣ ଯଦି ଦେଖିବେ 3 କ୍ଲାସ୍ ରୁ ପିଲା ମାନେ ପ୍ରେମ କରୁଛନ୍ତି, ସେବେଠୁ ହିଁ ପରସ୍ପର କୁ ଅନା ଅନି, କଥାବାର୍ତ୍ତା, ଚିଠି ଦିଆ ନିଆ, ଚକଲେଟ୍ ଦିଆ ନିଆ ସବୁକିଛି କରୁଛନ୍ତି। ତେବେ ଯେଉଁ ବୟସ ରେ ସେମାନେ ଠିକ୍ ଭାବେ ନିଜ ହାତରେ ଖାଇବା ଜାଣି ନାହାଁନ୍ତି ସେହି ବୟସ ରେ ସେମାନେ ପ୍ରେମ ର ମାନେ ବୁଝିକି ପ୍ରେମ କରୁଛନ୍ତି ନା। ତାକୁ ପ୍ରେମ କୁହାଯାଏ ନାହିଁ। ସେମାନଙ୍କ ଆଖ ପାଖରେ ହେଉଥିବା ଘଟଣା ସବୁ କୁ ଦେଖି ସେମାନଙ୍କ ମନରେ ପ୍ରେମ ର ନାମ ଟି ଭର୍ତ୍ତି ହୋଇଯାଉଛି, ଏବଂ ଅଳ୍ପ ସମୟ ର ଦେଖା ଚାହାଁ ଏବଂ ଆଟ୍ରାକ୍ସନ୍ କୁ ସେମାନେ ପ୍ରେମ ର ନାମ ଦେଇଦେଇଥିଲେ ଦେଉଛନ୍ତି। ତେବେ ପ୍ରେମ ର ମାନେ ବୁଝିବାକୁ ହେଲେ ଆମ ମାନଙ୍କୁ ରାଧା କୃଷ୍ଣଙ୍କ ପ୍ରେମ କୁ ବୁଝିବାକୁ ହେବ, ସେମାନେ ପରସ୍ପର ପାଇଁ ନିଜ ପ୍ରେମ କୁ କିପରି ବଳିଦାନ ଦେଇଥିଲେ ସେହି କଥା କୁ ବୁଝିବାକୁ ହେବ।

ଆଜି କାଲି ର ଯୁବପିଢି ମାନେ ପ୍ରେମ କରୁଛନ୍ତି, ସେମାନଙ୍କ ପ୍ରେମ ଆରମ୍ଭ ହେଉଛି କିଛି ଦିନ ଚାଲୁଛି, କଥାବାର୍ତ୍ତା, ଦେଖାଚାହାଁ, ବାହାରେ ବୁଲା ବୁଲି ସବୁ କରୁଛନ୍ତି ଏବଂ ଶେଷରେ ସେହି ପୁଅ କି ଝିଅ ଠାରୁ ଅଧିକ ସୁନ୍ଦର ଏବଂ ଅଧିକ ପଇସା ବାଲା ପିଲା ମିଳିଗଲା ବେଳକୁ ସେମାନଙ୍କ ପୁରୁଣା ପ୍ରେମିକ କି ପ୍ରେମିକା ମାନଙ୍କୁ ଛାଡି ନୂଆ ପୁଅ ଝିଅ ମାନଙ୍କୁ ଧରି ଦେଉଛନ୍ତି। ଏବେ ଏହି ଯୁଗରେ ଯୁବପିଢି ମାନଙ୍କ ର ପ୍ରେମରେ ଚାଲିଛି ଏହି ଟ୍ରେଣ୍ଡ। ଏମାନେ ପ୍ରେମ କରୁଛନ୍ତି କେବଳ ନିଜ ମନରେ ଥିବା ଶାରୀରିକ କ୍ଷୁଧା କୁ ମେଣ୍ଟାଇବା ପାଇଁ। ସେହି କାମ ଟି ସରିଗଲା ପରେ ସେମାନେ ପରସ୍ପର କୁ ଭୁଲି ଯାଉଛନ୍ତି।

ବର୍ତ୍ତମାନ ର ପିଲା ମାନେ ପ୍ରେମ ବାସାନାରେ ସମ୍ପର୍କ ସ୍ଥାପନ କରୁଛନ୍ତି ବାସ୍ତବରେ ସେମାନେ ଶାରୀରିକ ସମ୍ପର୍କ ରଖିବା ପାଇଁ ପ୍ରେମ କରୁଛନ୍ତି। ତେବେ ଆମେ ମାନେ ସବୁ ପ୍ରେମୀ ମାନଙ୍କୁ ଏପରି ବୋଲି ମଧ୍ୟ କହି ପାରିବା ନାହିଁ। ଅନେକ ପିଲା ଅଛନ୍ତି ଯେଉଁମାନେ କି ପ୍ରେମର ପ୍ରକୃତ ଅର୍ଥ କୁ ବୁଝୁଛନ୍ତି ଏବଂ ନିଜର ପ୍ରକୃତ ପ୍ରେମ କୁ ପାଉଛନ୍ତି ମଧ୍ୟ। ତେବେ ଆମେ ଆଜି ଆପଣ ମାନଙ୍କୁ କିଛି କଲେଜ୍ ପିଲା ମାନଙ୍କ ପ୍ରେମ ସମ୍ପର୍କରେ କହିବୁ। ଯେଉଁ ମାନେ କଲେଜ୍ ରେ କିପରି ସବୁ କାମ କରୁଛନ୍ତି ସେହି ସମ୍ପର୍କରେ କହିବୁ।

ସୋସିଆଲ ମିଡ଼ିଆରେ ଏବେ ଏକ କଲେଜ୍ ପିଲା ମାନଙ୍କ ର ଭିଡିଓ ଭାଇରାଲ୍ ହେଉଛି, ଯାହାକି ମଧ୍ୟପ୍ରଦେଶ ର ଏକ ସରକାରୀ କଲେଜ୍ ର। କଲେଜ୍ ବନ୍ଦ ଥିଲା କିନ୍ତୁ ଏହି ପ୍ରେମୀ ଯୁଗଳ ଦୁଇ ଜଣ ନିଜର କାମନା କୁ ଚରିତାର୍ଥ କରିବା ପାଇଁ କଲେଜ ପଛେ ପଟେ ଏପରି କିଛି କାମ କରୁଥିଲେ। ଏହାପରେ ସେଠାରେ କେହି ଜଣେ ସେମାନଙ୍କୁ ଦେଖି ସେମାନଙ୍କ ର ଭିଡିଓ କରି ଦେଇଥିଲେ ଏବଂ ପରେ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରି ଦେଇଥିଲେ। ଏହଗ ଭିଡିଓ ସୋସିଆଲ୍ ମିଡିଆ ରେ ଭାଇରାଲ୍ ହେବା ପରେ ସେହି ପିଲା କୁ କିଛି ସ୍ଥାନୀୟ ବାସିନ୍ଦା ନିର୍ଧୂମ୍ ପିଟିଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।