କୃଷକଙ୍କ ସାହସକୁ ସାବାସୀ ଦେଉଛନ୍ତି ଲୋକମାନେ, କହିଲେ କି କେମିତି ଆୟୋଜନ କରିଛି

0

ଓଡିଶାରେ କୃଷକ ମାନଙ୍କୁ ଏକ ସ୍ୱତନ୍ତ୍ର ପ୍ରାଧାନ୍ୟତା ଦିଆଯାଇଥାଏ ।କୃଷକକୁ ହିଁ ଖାଦ୍ୟ ଉଦ୍ଭାବନର ଗନ୍ତାଘର ବୋଲି କୁହାଯାଇଥାଏ ।ସେମାନଙ୍କର ଅନେକ କଠିନ ପରିଶ୍ରମ ଫଳରେ ସମସ୍ତ ପ୍ରାଣୀ ମାନେ ଖାଦ୍ୟ ପାଇପାରନ୍ତି ।କୃଷକ ତାର ଝାଳ ବୁହାଇ କଠିନ ପରିଶ୍ରମ କରି ସମଗ୍ର ଜଗତକୁ ଖାଦ୍ୟ ଯୋଗାଇ ଥାଏ । କୃଷକର ଚାଷ କାର୍ଯ୍ୟ ପାଇ ବିଭିନ୍ନ ପ୍ରକାର ଉପକରଣ ଉଦ୍ଭାବନ କରାଯାଇଛି ।କାରଣ ସେମାନଙ୍କର କଠିନ ପରିଶ୍ରମ ଫଳରେ ଆମ୍ଭମାନେ ଖାଦ୍ୟ ପାଇପାରୁଛୁ ।ସେଥିପାଇ କୃଷକକୁ ଅଧିକ ପ୍ରାଧାନ୍ୟତା ଦିଆଯାଇଥାଏ ।

କଥାରେ କୁହାଯାଇଥାଏ ଆବଶ୍ୟକତା ହିଁ ଉଦ୍ଭାବନର ଜନନୀ ଅଟେ ।କୌଣସି ଜିନିଷ ର ଆବଶ୍ୟକତା ରହିଲେ ତାର ଉଦ୍ଭାବନ ମଧ୍ୟ ହୋଇଥାଏ ।ସେହିପରି ଜଣେ କୃଷକଙ୍କର ଏପରି କିଛି କାର୍ଯ୍ୟ ଦେଖି ଲୋକ ମାନେ ତାଙ୍କୁ ସାବାସୀ ଦେଉଛନ୍ତି ।କହିଛନ୍ତି ଏହା ଏକ ନୂତନ ଶୈଳୀରେ ଧାନ ଉତ୍ପାଦନ ହେଉଥିବାର ଦେଖାଯାଇଛି ।ଅଭିନେତା ଅର୍ଶଦ ବାର୍ଷି ଏକ ଭିଡିଓରେ ଶରି ବୋଲି କହିଛନ୍ତି ।ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।


ଏହି ଚିତ୍ରରେ ଜଣେ କିସାନ ନୂତନ ଶୈଳୀରେ ଧାନ ଉତ୍ପାଦନର ନଜର ଆସିଛି ।ଏ ପ୍ରକାର ଧାନ ଉତ୍ପାଦନର ଶୈଳୀ କେଉଁଠାରେ ଦେଖିବାକୁ ପାଇନଥିବେ ।ସେ କୃଷକ ଜଣକ ନୂତନ ପ୍ରଣାଳୀରେ ଧାନ ଉତ୍ପାଦନର କୌଶଳ ଦେଖି ଲୋକମାନେ ସାବାସି ଜଣାଇଛନ୍ତି ।ୟାଙ୍କର ଅଲଗା ପ୍ରକାର ପ୍ରୟାସ ଦେଖି ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଦୁଇ ଜଣ ଲୋକ କପଡାରେ ଗୋଡଦୁଇଟିକୁ ଗୁଡାଇ ଟାଣି ଟାଣି ନେଉଛନ୍ତି ।ଏବଂ ଅନ୍ୟ ଜଣେ ଲୋକ ଧାନର ତଳିକୁ ଧରି ପାହି ପାହି କରି ରୁହଉଛନ୍ତି ।

ଏପ୍ରକାର ଧାନ ରୁଇବା ଫଳରେ ଖୁବ୍ ଶୀଘ୍ର ଧାନ ଅମଳ ହୋଇ ପାରୁଛି । ଏଭଳି ନୂତନ ପ୍ରଣାଳୀରେ ଧାନ ରୋପଣ କରିବାର ପ୍ରଥମ ଥର ଦେଖାଦେଇଛି ।ସେଥିପାଇ ଲୋକମାନେ ଏପ୍ରକାର ସାହସିକତାକୁ ଦେଖି ସାବାସି ଜଣାଇଛନ୍ତି  କୃଷକ ମାନଙ୍କୁ ଖାଦ୍ୟ ଉତ୍ପାଦନର ପ୍ରାଧାନ୍ୟତା ଦିଆଯାଇଥାଏ ।ସେମାନେ ଯଦି ଖାଦ୍ୟ ରୋପଣ କରିବା ବନ୍ଦ କରିଦେବେ ତେବେ ଖାଦ୍ୟର ଅଭାବ ଦେଖାଦେବ ।ଯିଏ ସମଗ୍ର ଦେଶ ବାସୀଙ୍କର ପେଟକୁ ଦାନା ଯୋଗାଉଛନ୍ତି ସେମାନଙ୍କ ପାଇ ସବୁ ପ୍ରକାର ସୁବିଧା ସୁଯୋଗ କରିବା ଆବଶ୍ୟକ ।ଅର୍ଥ ଅଭାବରୁ କେତେକ କୃଷକ ମାନେ ଋଣ କରି ପରିଶୋଧ ନକରିପାରି ଆତ୍ମହତ୍ୟା କରୁଛନ୍ତି ।

ସେମାନଙ୍କ ପ୍ରତି ମାଗଣାରେ ବିହନ ,ସାର ,ଔଷଧ ଯୋଗାଇଲେ ସେମାନଙ୍କର କିଛି ମାତ୍ରାରେ ଉପକୃତ ହୋଇପାରନ୍ତେ ।ସେମାନଙ୍କର କୃଷି କାର୍ଯ୍ୟରେ କୌଣସି ବାଧା ବିଘ୍ନ ଦେଖାଯାନ୍ତା ନାହିଁ। ସେମାନେ ଆନନ୍ଦରେ ଚାଷ କାର୍ଯ୍ୟ କରି ସମସ୍ତ ଦେଶ ବାସୀ ପାଇ ଖାଦ୍ୟ ଯୋଗାଇ ଦିଅନ୍ତେ ।ଏପରି ଏକ ନୂତନ ପ୍ରଣାଳୀରେ ଚାଷ କାର୍ଯ୍ୟ କରୁଥିବାର ଦେଖାଯାଇଛି ।ଏହି ପ୍ରଣାଳୀ ଲୋକ ମାନଙ୍କ ପାଇ ନୂତନ ।ତେଣୁ ସେ କୃଷକ ଜଣଙ୍କୁ ଅନେକ ସାହାସୀ କତା ସହିତ ସାବାସୀ ଦେଉଛନ୍ତି ।