ଦେଖନ୍ତୁ ଭିଡ଼ିଓ : ନିଜ ଭିଡ଼ିଓ ନିଜେ ଭାଇରଲ କରିଦେଲେ କଲେଜ ଛାତ୍ରୀ ରାଗରେ ….ଦେଖନ୍ତୁ ଏହି ଭାଇରଲ ଭିଡ଼ିଓ

0

ପୂର୍ବକାଳରେ ଗୁରୁ-ଶିଷ୍ୟ ଏବଂ ବର୍ତ୍ତମାନ ର ଏହି ଅତ୍ୟାଧୁନିକ ଗୁରୁ-ଶିଷ୍ୟ ମଧ୍ୟରେ ରହିଛି ଆକାଶ ପାତାଳର ଫରକ । ପୂର୍ବ କାଳରେ ଗୁରୁ ଙ୍କୁ ପୁଲମାନେ ନିଜର ପିତା ପରି ମାନୁଥିଲେ ଏବଂ ତାଙ୍କର ପ୍ରତ୍ୟେକ ବାଣୀ ପିଲାଙ୍କ ପାଇଁ ଏକ ପ୍ରକାର ଶପଥ ଥିଲା ଏବଂ ସେହି ପରି ଶିକ୍ଷକ ମାନେ ମଧ୍ୟ ନିଜ ଶିଷ୍ୟଙ୍କୁ ନିଜର ପୁତ୍ର ପରି ଦେଖୁଥିଲେ ଏବଂ ସବୁବେଳେ ସେମାନଙ୍କର ଶୁଭ କାମନା ପାଇଁ ପ୍ରାର୍ଥନା କରୁଥିଲେ । କିନ୍ତୁ ବର୍ତ୍ତମାନ ର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ଅତ୍ୟାଧୁନିକ ହୋଇଥିବାରୁ ଗୁରୁ ଓ ଶିଷ୍ୟ ମଧ୍ୟରେ ଥିବା ପବିତ୍ର ସମ୍ପର୍କରେ ଏବେ ପ୍ରଶ୍ନବାଚୀ ଆସିଛି । ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରଲ ହୋଇଛି ଜଣେ ଛାତ୍ରୀ ଙ୍କର ଯାହା ଦେଖିଲେ ଆପଣଙ୍କ ଲୋମ ତାଙ୍କୁରି ଉଠିବ ।

ସୂଚନା ଅନୁସାରେ , ବର୍ତ୍ତମାନର ଏହି ଅତ୍ୟାଧୁନିକତା ର ପ୍ରଭାବ ରେ ଗୁରୁ ଶିଷ୍ୟ ମଧ୍ୟରେ ଥିବା ପବିତ୍ର ବନ୍ଧନ ତଥା ସମ୍ପର୍କ ରେ ମଧ୍ୟ ଏବେ କଳଙ୍କ ଲଗଲାଣି ।ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପିଲା ଙ୍କର ପଥଦର୍ଶକ ହୋଇ ସେମାନଙ୍କୁ ତାଙ୍କର ଜୀବନ ର ମହତ୍ତ୍ୱ କଣ ବୁଝିବା କଥା ପାସରି ନିଜର ଘୃଣ୍ୟ କାମନା କୁ ପୂରଣ କରିବାକୁ ଛାତ୍ରଛାତ୍ରୀ ଙ୍କର ଜୀବନକୁ ମଧ୍ୟ ନଷ୍ଟ କରିବାକୁ ପଛଘୁଞ୍ଚା ଦେଉନାହାନ୍ତି ।ତେବେ ଏହି ପରି ଏକ କୌଳିସିତ ଘଟଣା ଘଟିଛି ଓଡ଼ିଶାର ମାଲକାନଗିରି ଜିଲ୍ଲାର ଏକ ମହାବିଦ୍ୟାଳୟ ରେ ।

ଉଲେଖଯୋଗ୍ୟ ଯେ, ମାଲକାନଗିରି ଜିଲ୍ଲାର ମହାବିଦ୍ୟାଳୟ ର ଜଣେ ଛାତ୍ରୀ ନିଜର ଏକ ଭିଡ଼ିଓ କୁ ସୋସିଆଲ ମିଡ଼ିଆ ରେ ସେୟାର କରିଛନ୍ତି ।ସେହି ଭିଡ଼ିଓ ମାଧ୍ୟମରେ ସେ ତାଙ୍କର ଶିକ୍ଷକ ଙ୍କର ଅତ୍ୟନ୍ତ ଘୁର୍ଣ୍ଣ ବ୍ୟବହାର ର ପର୍ଦାଫାସ କରିବାକୁ ଚେଷ୍ଟା କରିଛନ୍ତି ।ତେବେ ସେହି ଛାତ୍ରୀ ଜଣକ ଯାଜପୁର ର ବାସିନ୍ଦା ଅଟନ୍ତି ।ସେ ତାଙ୍କର ଅଜା ଓ ଆଈ ଙ୍କ ସହ ମାଲକାନଗିରି ର ଏକ ମହାବିଦ୍ୟାଳୟ ରେ ଯୁକ୍ତ ଦୁଇ ରେ ପାଠ ପଢ଼ନ୍ତି ।କିନ୍ତୁ କିଛି ଦିନ ହେବ ସେ ତାଙ୍କର ଶିକ୍ଷକ ଙ୍କ ଦ୍ବାରା ଉଭୟ ମାନସିକ ଓ ଶରୀରକ ସ୍ତର ରେ ତାଙ୍କୁ ହଇରାଣ କରୁଥିଲା ।

ସେହି ଶିକ୍ଷକ ଜଣଙ୍କ ନିଜର କାମ ବାସନା କୁ ପୁରା କରିବା ପାଇଁ ଝିଅ ଟିର ଜୀଵନ କୁ ବର୍ବାଦ କରିବାକୁ ବସିଥିଲା ।ତେବେ ପ୍ରଥମେ ଛାତ୍ରୀ ଜଣଙ୍କ ଭୟରେ କାହାକୁ କିଛି ନକହି ଚୁପ ଚାପ ସବୁ କିଛି ସହିଯାଉଥିଲା ।କିନ୍ତୁ ସେ ବା କେତେ ଦିନ ଏପରି ମାନସିକ ଚାପ ଓ ଶାରିରୀର ଯନ୍ତ୍ରଣା ରେ ରହିବ ।ପରେ ସେ ତାର ମୁହଁ ଖୋଲିବା କୁ ନିଷ୍ପତ୍ତି ନେଲା।କିନ୍ତୁ ସେ ଯେତେବେଳେ ଏ ଘଟଣା ବିଷୟରେ ତାର ଅଜା ଓ ଆଈ ଙ୍କୁ କହିଲା ସେତେବେଳେ ସେମାନେ ଝିଅ ଟିର କଥା କୁ ନେଇ ସେହି ଶିକ୍ଷକ ସହ କଥା ହୋଇଥିଲେ କିନ୍ତୁ ତା ପରେ ଶିକ୍ଷକ ଜଣଙ୍କ ଛାତ୍ରୀ ଙ୍କୁ ଆହୁରି ଅଧିକ ଶୋଷିତ କଲା ।ଫଳରେ ବାଧ୍ୟ ହୋଇ ଛାତ୍ରୀ ଜଣଙ୍କ ନିଜର ଭିଡ଼ିଓ କରି ସୋସିଆଲ ମିଡ଼ିଆ ରେ ଭାଇରଲ କରିଛନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।