ବହୁ ଦିନ ପରେ ଓଡିଶା ଗଭର୍ମେଣ୍ଟ ତରଫରୁ ଜି ଆର୍ ଏସ୍ ପାଇଁ ବହୁତ ଗୁଡିଏ ଭେକେନ୍ସି ରହୁଛି। ଜମାମି ହାତ ଛଡା କରନ୍ତୁ ନାହିଁ ଏହାକୁ, ଜଲ୍ଦି ଦେଖନ୍ତୁ ଏହି ସମ୍ପର୍କରେ ସବୁକିଛି।

0

ଆଜି ର ଯୁଗ ରେ ପ୍ରତେକ ଲୋକ ନିଜର ପରିଚୟ ସୃଷ୍ଟି କରିବା ପାଇଁ ପାଠ ପଢି ଶିକ୍ଷିତ ହେଉଛନ୍ତି । ତେବେ ସମାଜ ରେ ଏବେ ଅଶିକ୍ଷିତ ସଂଖ୍ୟା ବହୁତ୍ କମ ରହିଛି। ତେବେ ଏହା ଦ୍ୱାରା ଆମ ଦେଶ ମଧ୍ୟ ଅନେକ ଆଗକୁ ଗଲାଣି । ଲୋକ ମାନେ ଶିକ୍ଷିତ ହେବା ସହ ନିଜ ଗୋଡ଼ ରେ ଛିଡା ହେବାକୁ ମଧ୍ୟ ଚେଷ୍ଟା କରୁଛନ୍ତି। ତେବେ ଯାହା ଦ୍ୱାରା ସମାଜ ରେ ଏକ ନୂତନତା ଦେଖା ଦେଇଛି। ତେଣେ ଲୋକ ମାନେ ମଧ୍ୟ ଆଉ ଆଗ ଭଳି ଅଶିକ୍ଷିତ ରହିବାକୁ ପସନ୍ଦ କରୁ ନାହାନ୍ତି। ସମସ୍ତେ ଶିକ୍ଷିତ ହେବା କୁ ଚେଷ୍ଟା କରୁଛନ୍ତି। ଆଉ ନିଜର ପରିଚୟ ସୃଷ୍ଟି କରିବାକୁ ମଧ୍ୟ ଚେଷ୍ଟା କରୁଛନ୍ତି।ତେବେ ଆଜି ଯାଏ ବି ଆମ ଦେଶ ରେ ଅନେକ୍ ଗରିବ୍ ଲୋକ ରହିଛନ୍ତି। ଯେଉଁ ମାନେ କି ନିଜ ପିଲା ମାନଂକୁ ପାଠ ପଢ଼ାଇବା ପାଇଁ ପଇସା ଯୋଗାଇ ଦେଇ ପାରୁ ନାହାନ୍ତି। ତେଣୁ ଏଥି ପାଇଁ ସେମାଙ୍କୁ ଅଧାରୁ ପଢ଼ା ଛାଡିବାକୁ ପଡିଥାଏ ।


ତେବେ ଆପଣ ମାନେ ଜାଣି ଥିବେ କି ଏବେ ଅନେକ ପ୍ରକାର ଚାକିରୀ ର ସୁବିଧା ରହିଛି। କିନ୍ତୁ ଉଚ୍ଚ ଶିକ୍ଷିତ ଙ୍କ ପାଇଁ ଚାକିର ର ବ୍ୟବସ୍ଥା ଅଧିକ ରହିଛି।ତେବେ ଯେଉଁ ମାନେ ଅଧିକ ପଢି ଥିବେ। ତେବେ ସରକାର ତାଙ୍କ ପାଇଁ ଏକ ବଡ଼ ସୁଯୋଗ ରହିଛି। ତେବେ ଏହି ଚାକିରୀ ଆପଣ ଙ୍କୁ ଜିଆରଏସ୍ ପଦବୀ ରେ ଏକ ବଡ଼ ନିଯୁକ୍ତି ମିଳିବ। ତେବେ ଆସନ୍ତୁ ଜାଣିବା ଏହି ଚାକିରୀ ପାଇଁ କିପରି ଆବେଦନ କରିବା ଆଉ ଏହା ପାଇଁ କଣ କଣ ସବୁ ସର୍ତ୍ତ ରହିଛି ।

*ବୟସ ସୀମା:-

ତେବେ ଏହି ଚାକିରୀ ଟି ପାଇଁ ଆପଣ ଙ୍କୁ ଦଶମ ପାସ ବା +୨ ପାସ ହେବା ନିହାତି ଆବଶ୍ୟକ। ତେବେ ଏହି ଜିଅରସି ଚାକିରୀ ପାଇଁ ଆପଣ ମୋଟ ୫୮ ଟି ପୋଷ୍ଟ ଖାଲି ରହିଛି। ତେବେ ଏହି ଚାକିରୀ ପାଇଁ ଏସି କାଷ୍ଟ ପାଇଁ ପୁରୁଷ ଓ ମହିଳା ମାନଙ୍କ ପାଇଁ ୧୩ ଟି ପୋଷ୍ଟ ଖାଲି ରହିଛି।ଆଉ ଏସଟି କାଷ୍ଟ ଥିବା ପୁରୁଷ ଓ ମହିଳା ଙ୍କ ପାଇଁ ୨୬ ଟି ପୋଷ୍ଟ ଖାଲି ରହିଛି। ତେବେ ଏହି ଚାକିରୀ ପାଇଁ ଉଭୟ ପୁରୁଷ ଓ ମହିଳା ଆବେଦନ କରି ପାରିବେ।ତେବେ ଏହି ଚାକିରୀ ପାଇଁ ବରଗଡ଼ ରେ ନିଯୁକ୍ତି ମିଳବ।

*ଆବେଦନ ପ୍ରଣାଳୀ:-

ଏହି ଚାକିରୀ ର ଆବେଦନ ପାଇଁ ଆପଣ ଙ୍କୁ ଅନଲାଇନ ରେ କରିବା କୁ ପଡିବ।ଏହା ପାଇଁ ଆବେଦନ ର ଆରମ୍ଭ ତାରିଖ ୫.୧୨.୨୦ ରୁହୁଛି ଆଉ ଶେଷ ତାରିଖ ୩୦.୧୨.୨୦ ରହୁଛି। ତେବେ ଜଲଦି ଏହି ଚାକିରୀ ପାଇଁ ଆବେଦନ କରି ନିୟନ୍ତୁ। ତେବେ ଏହି ଆବେଦନ ପାଇଁ କୌଣସି ପଇସା ଦେବା କୁ ପଡିବ ନାହିଁ। ତେବେ ଏହି ଚାକିରୀ ପାଇଁ ୧୮ ବର୍ଷ ରୁ ୪୦ ବର୍ଷ ଭିତରେ ଯେଉଁ ପ୍ରାଥୀ ରହିଛନ୍ତି ।ସେମାନେ ଆବେଦନ କରି ପାରିବେ।ଆଉ ଏହି ଚାକିରୀ ପାଇଁ କୌଣସି ପରୀକ୍ଷା ଦେବାକୁ ପଡିବ ନାହିଁ, ମାର୍କ ଉପରେ ଚୟନ କରା ଯିବ।ତେବେ ଏହି ଚାକିରୀ ରେ ଆପଣ ଙ୍କୁ ୭୦୦୦ ଟଙ୍କା ରହିଛି।ତେବେ ଏହି ଚାକିରୀ ଟି କେବଳ ବରଗଡ଼ ଜିଲ୍ଲା ପାଇଁ।

*ଆବଶ୍ୟକ ଡକ୍ୟୁମେଣ୍ଟ:

1.All educational certificates & mark sheet

2.computer certificate

3.Resident certificate

4.Cast certificate

5.Two recent passport size photo

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।