ସରକାର ଙ୍କର ବଡ ଘୋଷଣା । କରୋନା ସହାୟତା ଭାବେ ଦେହଜୀବୀ ଙ୍କୁ ପ୍ରତି ମାସରେ ୫୦୦୦ ଟଙ୍କା ଏବଂ ରାସନ ଦିଆଯିବ….

0

ସାରା ଦେଶ ରେ ଏବେ କୋରୋନ ବ୍ୟାପି ସାରିଲାଣି, ଏହି କୋରୋନା ଯୋଗୁ ଅନେକ ଲୋକ ମୁର୍ତ୍ୟୁ ବରଣ କରି ସାରିଲେଣି। ପ୍ରତିଦିନ ହଜାର ହଜାର ଲୋକ ଆକ୍ରାନ୍ତ ଓ ହଜାର ହଜାର ଲୋକ ମୁତ୍ୟୁ ମୁଖ ରେ ପଡିଲେଣି। ତେବେ ଏହି ରୋଗ ଦିନ କୁ ଦିନ ବାଢିବା ରେ ଲାଗିଛି,ଯାହା ଦ୍ୱାରା ଲୋକ ମାନେ ସୁରକ୍ଷିତ ହୋଇ ଘରୁ ବାହାର କୁ ବାହାରି ପାରୁ ନାହାନ୍ତି,ନିଜ ନିଜର କାମ ମଧ୍ୟ କରି ପାରୁ ନାହଁନ୍ତି।

ତେବେ ବଢ଼ି ଯିବାରୁ ଲୋକ ମାନେ ଅନେକ ସମସ୍ୟା ରେ ସମୁଖୀନ ହେଉଛନ୍ତି। ଦେଶ ରେ କୋରୋନ ପାଇଁ ସବୁ କିଛି ବନ୍ଦ ହେଇ ଯିବାରୁ । ଲୋକ ମାନେ ଖାଇବାକୁ ପାଇଲେ ନାହିଁ। ତେବେ ଏହାକୁ ରୋକା ଯାଇ ପାରୁ ନାହିଁ,କାରଣ ଏହାର ଔଷଧ ନାହିଁ କିମ୍ବା ପ୍ରତେସେଧକ୍ ଟୀକା ମଧ୍ୟ ନାହିଁ। ତେବେ ଏହାକୁ ଭଲ କରିବାର ଉପାୟ ମଧ୍ୟ ଡାକ୍ତର ମାନଂକୁ ଜଣା ନାହିଁ।


ତେବେ କୋରୋନ ପାଇଁ ସାରା ଦେଶ ରେ ଲକ ଡାଉନ ଥିଲା। ସବୁ କିଛି ବନ୍ଦ ରହି ଥିଲା, ଲୋକମାନେ ନାହିଁ ନ ଥିବା ଅସୁବିଧା ରେ ସମୁଖୀନ ହେଉ ଥିଲେ। ଏକ ପ୍ରକାର ଅର୍ଥନୈତିକ ଦୂରାବସ୍ଥା ଭିତରେ ଗତି କରୁଛି ଦେଶ ଏବଂ ଅଧିକାଂଶ ଜନ ସାଧାରଣ, ଗରିବ, ମୁଲିଆ, ଖଟିଖିଆ ଙ୍କ ଅବସ୍ଥା କହିଲେ ନସରେ।ଏହିଭଳି ଭାବରେ ଦେଶରେ ଏକ ସଙ୍କଟ ଦେଖା ଦେଇଥିବା ବେଳେ ଏଥିରେ ଦେହଜୀବୀ ମାନେ ସବୁଠୁ ଅଧିକ ମାତ୍ରାରେ ପ୍ରଭାବିତ ହେଇଛନ୍ତି।


ତେବେ ଦେହଜିବି ମାନେ କୋରୋନ ର ନିୟମ କୁ ପାଳନ କରିବା ସହ ଶାରୀରିକ ଦୂରତା ରୁ ମଧ୍ୟ ବଜାଇ ରଖିଛନ୍ତି। ତେବେ କୋରୋନ କଟକଣା ପାଇଁ ଦେହ ଯିବି ମାନେ ତାଙ୍କ ଗ୍ରହକ ଠୁ ଦୁରେଇ ରଖିଛନ୍ତି। ଯାହା ଦ୍ୱାରା ଅର୍ଥ ଅଭାବ ରୁ ତାଙ୍କ ପାରିବାର୍ ଖାଇବାକୁ ପାଉ ନାହାନ୍ତି। ଅନେକ ଅସୁବିଧା ରେ ସମୁଖୀନ ହେଉଛନ୍ତି। ତେଣୁ ମୁମ୍ବାଇ ସରକାର ତାଙ୍କ ଅସୁବିଧା ବୁଝି ତାଙ୍କୁ ସହାୟତା ର ହାତ ବଢ଼ାଇଛନ୍ତି।ତେବେ ସରକାର ଙ୍କ ଘୋଷଣା ଅନୁସାରେ ପ୍ରତେକ ଦେହଜିବି ଙ୍କୁ ମାସିକ ୫୦୦୦ ଟଙ୍କା ଓ ପାଞ୍ଚ କିଲୋଗ୍ରାମ ରାସନ ଯୋଗାଇ ଦିଆଯିବ ,

ଆଉ ତା ସହ ଯେଉଁ ଦେହଜିବି ର ପିଲା ମାନେ ପାଠ ପଢୁଛନ୍ତି , ସେମାନଙ୍କ ପିଲା ଙ୍କ ପାଇଁ ମାସିକ ଅଢେଇ ହଜାର ଟଙ୍କା ଦିଆ ଯିବ।ତେବେ ଯେତେ ଯାଏ କୋରୋନା ମହାମାରି ରହିଛି , ସେତେ ଦିନ ଯାଏ ଏମାନଂକୁ ସହାୟତା ଯୋଗାଇ ଦିଆ ଯିବ। ତେବେ ଦେଖିବାକୁ ଗଲେ ସାରା ଦେଶ ରେ ୨୦ ହଜାର ଦେହଜିବି ଙ୍କ ଭିତରୁ ୯୬% ଦେହଜିବି ରୋଜଗାର ହରାଇଛନ୍ତି। ତେଣୁ ସରକାର ତାଙ୍କ ଅସୁବିଧା କୁ ଆଖିରେ ରଖି ଏହି ଭଳି ନିଷ୍ପତି ନେଇଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।