ବୈଜ୍ଞାନିକମାନେ ଶେଷରେ ପ୍ରମାଣ କଲେ ପ୍ରଥମେ ଅଣ୍ଡା ନା ପ୍ରଥମେ କୁକୁଡ଼ା ? ଆସନ୍ତୁ ଜାଣିବା ଏହି ଆଶ୍ଚର୍ଯ୍ୟ ଭରା କାହାଣୀ ବିଷୟରେ

0

ଆମେ ଏ ପୃଥିବୀ ରେ ଯାହା ବି ଦେଖୁଚୁ ସବୁ ଭଗବାନ ଙ୍କ ସୃଷ୍ଟି । ତେବେ ଭଗବାନ ଙ୍କ ଅତି ସୁନ୍ଦର । ଗଛ , ଫୁଲ , ଫଳ , ଝରଣା , ନଦୀ , ପାହାଡ଼ ,ମଣିଷ, ଜୀବ ଯାନ୍ତୁ ଆଦି ଅନେକ କିଛି ଜିନିଷ ରହିଛି। ତେବେ ଭଗନବନ୍ ଙ୍କ. ସୃଷ୍ଟି ଅସିମିତ୍ । ଯାହା ଆମେ ଦେଖୁଛେ ସବୁ ଈଶ୍ୱର ଙ୍କର ଦାନ , ସବୁ କିଛି ଈଶ୍ୱର ଙ୍କ ସୃଷ୍ଟି ।ତେବେ ଏହି ସୃଷ୍ଟି ଭିତରେ ଏମିତି କିଛି ସୃଷ୍ଟି ରହିଛି। ଯାହା ପୁରା ରହସ୍ୟମୟ । ତେବେ ବେଳେ ବେଳେ ଆମ ମନ କୁ ପ୍ରଶ୍ନ ଆସେ ଯେ ଏ ପୃଥିବୀ କୁ କିଏ ଆଗେ ଆସି ଥିବ।ତେବେ ଏହାର ଉତ୍ତର କେହି ଜାଣି ନାହାନ୍ତି। ତେବେ ଏଭଳି ଅନେକ ପ୍ରଶ୍ନ ମନ କୁ ଆସିଥାଏ। ଯାହାର ଉତ୍ତର କାହା ପାଖରେ ନ ଥାଏ।


ତେବେ ବେଳେ ବେଳେ ଆପଣ ଙ୍କ ମନ ରେ ପ୍ରଶ୍ନ ଆସିଥିବ କି ପ୍ରଥମେ ଅଣ୍ଡା ନା କୁକୁଡ଼ା ଏ ପୃଥିବୀ କୁ ଆସିଥିଲା। ତେବେ ଏହାର ଉତ୍ତର କାହା ପାଖରେ ନ ନାହିଁ। ତେବେ ଆମେ ଜାଣିଚୁ କି କୁକୁଡ଼ା ଛୁଆ ଅଣ୍ଡା ରୁ ହୋଇ ଥାଏ। ତେବେ ଖାଲି କୁକୁଡ଼ା ନୁହଁ ,ଏ ପୃଥିବୀ ରେ ଆହୁରି ଅଣ୍ଡା ଦେଉ ଥିବା ପ୍ରାଣୀ ରହିଛନ୍ତି। ତେବେ ଯେମିତି କୁମ୍ଭୀର , ସାପ , ବେଙ୍ଗ । ତେବେ ଅନୁସନ୍ଧାନ ରୁ ଜଣା ପଡିଛି କି ଅଣ୍ଡା ଖୋଲୋପା ତିଆରି ପାଇଁ ଓ ଭି ୧୭ ପ୍ରୋଟିନ ଆବଶ୍ୟକ

,କିନ୍ତୁ ଏହି ପ୍ରୋଟିନ କେବଳ କୁକୁଡ଼ା ର ଓଭାରି ରୁ ତିଆରି ହୋଇ ଥାଏ ।ତେବେ ଆମେ କେମିତି ଜାଣିବା କୁକୁଡ଼ା ପ୍ରଥମେ ଆସିଲା। ତେବେ ଆମେ ଜାଣିଚୁ କି ଜନନ ସମୟ ରେ ପୁରୁଷ ବା ମହିଳା ନିଜ ଡ଼ିଏନଏ ,ଜିନ ର ରୂପ ନେଇ ଥାନ୍ତି ନୂଆ ସୃଷ୍ଟି ହେଉ ଥିବା ପ୍ରାଣୀ କୁ । ଏଥିରେ ଯେଉଁ ନୂଆ ସନ୍ତାନ ସୃଷ୍ଟି ହୋଇ ଥାଏ। ସେ ବହୁତ କମ ସମ୍ଭାବନା ଥାଏ କି ବାପା ମାଆ ର ଗୁଣ ବହନ କରିବା ପାଇଁ କାରଣ ନୂଆ ସନ୍ତାନ ଡ଼ିଏନଏ ରେ ବାପା ମାଆ ର ଡ଼ିଏନଏ ପାଖରୁ କିଛି ଅଲଗା ଥାଏ।

ତେବେ ଏଥିରୁ ଜଣା ଯାଏ ଯେ , ବହୁତ ପିଢ଼ି ଗଲା ପରେ କିଛି ପରିବର୍ତନ ହୋଇ ଥାଏ। ତେବେ ବାଘ ଓ ବିଲେଇ କୁ ଦେଖନ୍ତୁ । ସେମାନେ ଦେଖା ଯାନ୍ତି ଏକ ପ୍ରକାର କିନ୍ତୁ ସେମାନେ ଅଲଗା ପ୍ରକାର ହୋଇ ଥାନ୍ତି।ତେବେ ଡ଼ିଏନର ପରିବର୍ତନ ପ୍ରଥମେ ଯୁଗ୍ମଜ ରେ ହୋଇ ଥାଏ । ଯେବେ କୁକୁଡ଼ା ସୃଷ୍ଟି ହୋଇ ଥିବ ସେତେବେଳେ କୁକୁଡ଼ା ପରି ଦେଖା ଯାଉ ଥିବା ପ୍ରାଣୀ ସହ ମିଳନ ହୋଉ ଥିବ,ଆଉ ଯାହା ଦ୍ୱାରା ଆମେ କୁକୁଡ଼ା ଭଳି ଦେଖା ଯାଉ ଥିବା ପ୍ରାଣୀ ଦେଖିବାକୁ ମିଳିଛି। ତେବେ କୁକୁଡ଼ା ପ୍ରଥମେ ଅଣ୍ଡା ଦେଲା ଆଉ ଏହା ପରେ ଅଣ୍ଡା ରୁ କୁକୁଡ଼ା ହେଲା। ତେବେ ଏହି ଭଳି ଭାବରେ କୁକୁଡ଼ା ପୂର୍ବ ରୁ ଅଣ୍ଡା ଆସିଲା।ତେବେ ଏହା ହେଉଛି ବୈଜ୍ଞାନିକ ମତ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।