ସୁପ୍ରିମକୋର୍ଟ ଙ୍କ ବଡ ରାୟ – ଏଣିକି ଉଦ୍ଧତ ସନ୍ତାନ ମାନେ ହେବେ ସାବାଡ, ନୂତନ ଆଇନ୍ ଆଧାରରେ ବୃଦ୍ଧା ବାପା ମାଆଙ୍କୁ ଅଣଦେଖା କଲେ ହେବ ୬ ମାସର ଜେଲ୍ ଦଣ୍ଡ । ସେୟାର କରି ସମସ୍ତଙ୍କୁ ଜଣାନ୍ତୁ……

0

ଆଜି ର ସମାଜରେ ରହି ଥିବା ପୁଅ ବା ବହୁ ମାନେ ଏତେ ଉନତ ହୋଇ ଗଲେଣି କି ସେମାନେ ଆଉ ବୃଦ୍ଧା ବାପା ଓ ମା କୁ ଘରେ ରଖିବାକୁ ରାଜି ହେଉ ନାହାନ୍ତି ।ତେବେ ଯେଉଁ ବାପା ଓ ମା ସେମାନ ଙ୍କୁ ଜନ୍ମ ଦେଇ ପାଳି ପୋଷି ବଡ଼ ମଣିଷ କରିଛି । ବଡ଼ ହେଲା ପରେ ନିଜର୍ ସ୍ତ୍ରୀ ପିଲା ହେବା ପରେ ସେହି ବାପା ମା ଙ୍କୁ ଅନାଦର୍ କରୁଛନ୍ତି । ଭଲ ରେ ଦି ମୁଠା ଖାଇବା କୁ ଦେଇ ପାରୁ ନାହାନ୍ତି , ତାଙ୍କର ସେବା ଯତ୍ନ ମଧ୍ୟ କରୁ ନାହାନ୍ତି। ତେବେ ଏହି ଘଟଣା ଦିନ କୁ ଦିନ ଅତି ମାତ୍ରା ରେ ବଢ଼ି ଯାଇଥିଲା।ତେଣୁ ଯାହା ପାଇଁ କି ରାଜ୍ୟ ରେ ଜିଲ୍ଲା ରେ ସବୁ ଗୋଟିଏ ଗୋଟିଏ ବୃଦ୍ଧାସ୍ରମ୍ ଖୋଲା ଯାଇ ଯାଇଥିଲା। ତେବେ ସରକାର ଏହାର ସମାଧନ୍ ପାଇଁ ସର୍ବଚ ନ୍ୟାୟାଲୟ ଉପରେ ଛାଡି ଦେଇଛନ୍ତି ।


ତେବେ କୋର୍ଟ ର ନିଷ୍ପତି ରହିଛି କି ଯଦି କେହି ପୁଅ ଓ ବହୁ ତାଙ୍କ ବାପା ମା ଙ୍କୁ ଘରେ ନ ରଖନ୍ତି , ଖାଇବା କୁ ନ ଦିଅନ୍ତି ବା ସେବା ଯତ୍ନ ନ କରନ୍ତି ତାହାଲେ ସେମାଙ୍କର ଆଉ ତ୍ରାହି ନାହିଁ। ସେମାନଙ୍କ ଆଉ ବାପା ମା ର ସମ୍ପତି ମିଳିବ ନାହିଁ , ଆଉ ତା ସହ ଆଇନ ଅନୁସାରେ ତାଙ୍କୁ ଦଣ୍ଡିତ କରା ଯିବ । ତେବେ ଏହି ଉପାୟ ରେ ହିଁ ପୁଅ ଓ ବହୁ ଙ୍କୁ ସବାଡ କରି ହେବ। ଯେଉଁ ମାନେ ତାଙ୍କ ବାପା ମା ପ୍ରତି ଅନାଦର୍ କରୁଛନ୍ତି। ତେବେ ଖାଲି ପୁଅ ବହୁ ନୁହଁ ,ନାତି ନାତୁଣୀ ମଧ୍ୟ ତାଙ୍କର ସେବା କରିବାକୁ ପଡିବ ।କେବଳ ପୁଅ- ବୋହୁ ନୁହନ୍ତି, ସେମାନଙ୍କ ସହିତ ନାତି- ନାତୁଣୀ ବି ସେବା କରିବାକୁ ବାଧ୍ୟ।ତେବେ ଏବେ ବୃଦ୍ଧା ବାପା ମାଆଙ୍କ ସୁରକ୍ଷା ନିମନ୍ତେ ଏଥିପାଇଁ ଦେଶବ୍ୟାପୀ ଦ ମେନ୍ଟେନାନ୍ସ ଆଣ୍ଡ ୱେଲ୍ ଫେୟାର ଅଫ୍ ପାରେଣ୍ଟସ ଆଣ୍ଡ ସିନିଆର୍ ସିଟିଜେନ୍ ଏକ୍ଟ ଆରମ୍ଭ କରାଯାଇଛି।


ତେବେ ଏହା ଦ୍ୱାରା ପୁଅ ଓ ବହୁ ମାନଙ୍କ ଦ୍ଵାରା ଉଭୟ ଶାରିରୀକ ଏବଂ ମାନସିକ ଉଭୟ ରୂପରେ ନିର୍ଯାତିତ ହେଉଥିବା ଅସହାୟ ବାପା ମାଆ ମାନେ ନିଜ ପିଲାଙ୍କ ବିରୋଧରେ ଅଭିଯୋଗ କରି ପାରିବେ।ଆଉ ଯଦି ସନ୍ତାନ ମାନେ ବୃଦ୍ଧା ବାପା ମାଆଙ୍କ ସୁରକ୍ଷା ଏବଂ ଭରଣ ପୋଷଣ କରିବାକୁ ମନା କରି ଦିଅନ୍ତି ,ତେବେ ଏଥିପାଇଁ ମଧ୍ୟ ସେମାନେ କୋର୍ଟର ଦ୍ୱାରସ୍ଥ ହେବା କୁ ପଡିବ।ତେବେ ଏହା ବାପା ମା ଙ୍କ ଦ୍ୱାରା ଅପିଲ୍ କରା ଯାଇ ଥିବା ସକ୍ଷମ ରେ ମାତ୍ର ୯୦ ଦିନ ଭିତରେ ମାମଲା ର ନିଷ୍ପତି ନିଆ ଯିବ।ତେବେ ଏହା ସହ ଥାନା ରେ ଆଗ ବୃଦ୍ଧା ପିତା ମାତା ଙ୍କ କଥା ଶୁଣିବାକୁ ନିର୍ଦ୍ଦଶେ ଦିଆ ଯାଇଛି,ଆଉ ଯଦି ବାପା ମା ମାନେ ତାଙ୍କ ସନ୍ତାନ ଉପରେ କେଶ କରିଲେ ତେବେ ସେମାନଙ୍କ ୬ ମାସ ପର୍ଯ୍ୟନ୍ତ ଜେଲ ଦଣ୍ଡ ଓ ସମ୍ପତି ରୁ ବେଦଖଲ୍ କରିଦିଆ ଯିବ। ତେବେ ଏହା ଭଲ ଉପାୟ ରହିଛି ଏହି ଅସୁବିଧର୍ ସମାଧାନ ପାଇଁ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।