ଚେହେରା କୁ କେବେ ବୁଢା ହେବାକୁ ଦେବନି ଏହାର 2ଟି ପତ୍ର, 50ରେ ଭି ଦେଖାଯିବେ 20 ଭଳି ଯବାନ- Dr Manoj Das

0

ପାଠକଗଣ ବର୍ତମାନର ର ଯୁବପିଢି ବ୍ୟସ୍ତ ବହୁଳ ସମୟ ଭିତରେ ନିଜପଇଁ ସମୟ ଦେବାକୁ ଭୁଲି ଯାଉଛନ୍ତି ଫଳ ସ୍ୱରୂପ ସେମାନଙ୍କ ଠାରେ କୁଞ୍ଚିତ ଚର୍ମ ଏକ ବହୁତ ବଡ ସମସ୍ୟା ଭାବେ ଦେଖା ଦେଉଛି । ଖାଦ୍ୟରେ ସଠିକ ଭିଟାମିନ ଏବଂ ପୋଷାକ ର ଅଭାବ ଯୋଗୁଁ ଏପରି ଘଟିଥାଏ | ପ୍ରତିଦିନ ଗୋଟିଏ ଜୀବନ ଶୈଳୀ ନିର୍ଦ୍ଧିଷ୍ଟ ନଥିବରୁ ବହୁତ କାମ ବୟସରେ ସେମାନଙ୍କ ଠାରେ ଏହିଭଳି ସମସ୍ୟା ଦେଖା ଦେଉଛି |ତେଣୁ ଅଳ୍ପ ବୟସରୁ ଖୁବଶୀଘ୍ର ବାର୍ଦ୍ଧକ୍ୟ ମାଡିବସେ ଆଜିକାଲି ର ଯୁବପିଢ଼ି ମାନଙ୍କୁ |


ଆମ ମାନଙ୍କ ଘର ବାଡ଼ି ଚାରିପଟେ ନିଶ୍ଚୟ ରୂପେ ତୁଳସୀ ଗଛ ଆମେ ପାଇ ପାରିବ | ଏହି ତୁଳସୀ ଗଛ ଆମ ଓଡ଼ିଆ ଧର୍ମ ସହିତ ଯୋଡି ହୋଇ ଥିବାରୁ ନିଶ୍ଚୟ ରୂପେ ତୁଳସୀ ଗଛ ସମସ୍ତଙ୍କ ଘରେ ମିଳିଯିବ | ତୁଳସୀ ଗଛ ଆମ ଶରୀରର ତ୍ୱଚା ପଇଁ ଏକ ମହତବଡ ଭୂମିକା ଗ୍ରହଣ କରିଥାଏ | ଏହି ପତ୍ର ଆମ ଶରୀରରେ ପଡୁଥିବ ଚର୍ମ କୁଞ୍ଚନକୁ ଦୂର କରିଥାଏ | ତୁଳସୀ ପତ୍ର ଲେପନ ଦ୍ୱାରା ମଧ୍ୟ ଚର୍ମ ଜନିତ ରୋଗ ଦୂର ହୋଇଥାଏ | ଏହା ଛଡା ଗ୍ରୀଷ୍ମ ଦିନେ ଏହା ଆମ ଶରୀରରେ ଶୀତଳ ଲହରୀ ମଧ୍ୟ ସୃଷ୍ଟି କରେ |


ତୁଳସୀ ପତ୍ରକୁ ସିଧା ସଳଖ କିମ୍ବା ଏହାକୁ ଶୁଖାଇ କରି ତାର ପାଉଡରକୁ ଆମେ ଲେପନ ପଇଁ ବ୍ୟବହାର କରିପାରିବା | ପ୍ରଥମେ ଆମେ ବାଟା ତୁଳସୀ ପତ୍ର କିମ୍ବା ଏହାର ପାଉଡରକୁ ପାଣିରେ ମିଶାଇ ଏକ ପେଷ୍ଟ ତିଆରି କରିବା | ତା ପରେ ସେହି ପେଷ୍ଟ କୁ ମୁହଁ ରେ ଲଗାଇ ଶୁଖିବାକୁ ଛାଡି ଦିଅନ୍ତୁ | 15 ମିନିଟ ପରେ ଥଣ୍ଡା ପାଣି ରେ ମୁହଁ କୁ ଧୋଇ ଦେବା | ଏହି ଉପାୟ କୁ ସପ୍ତାହ ରେ 2-3 ଥର 3 ମାସ ପର୍ଯ୍ୟନ୍ତ କରନ୍ତୁ |

ଏହାର ବ୍ୟବହାର କରିବା ଦ୍ଵାରା ଚର୍ମ ଟାଇଟ ହୋଇଯିବ ବା ଚର୍ମ କୁଞ୍ଚନ ଭଳି ସମସ୍ୟା ଦୂର ହୋଇଯିବ | ଆପଣ ଯୁବକ ଭଳି ଦେଖା ଯିବାକୁ ଲାଗିବେ | ରାତ୍ରିରେ ଶୋଇବା ପୂର୍ବରୁ ଏହା ଶରୀରରେ ଲେପନ କରିବାର ସର୍ବୋତ୍ତମ ସମୟ ତୁଳସୀର ପତ୍ର କେବଳ ଚର୍ମ କୁଞ୍ଚନ ନୁହେଁ ଆପଣଙ୍କ ବ୍ରଣ ସମସ୍ୟା କୁ ମଧ୍ୟ ଦୂର କରିବା ସହ ଏହା କ୍ୟାନ୍ସର ରୋଗ ଭଲ କରିବାରେ ସାହାଯ୍ୟ କରିଥାଏ | ଏହାଛଡା ଏହା ମେଡ଼ିସିନ ପ୍ରସ୍ତୁତ କରିବାରେ ସାହାଯ୍ୟ ମଧ୍ୟ କରେ |

ବର୍ତମାନର ଯୁବପିଢି ଶାରୀରିକ ପରିଶ୍ରମ କରୁନାହାନ୍ତି ଏବଂ ଜଙ୍କ ଫୁଡ ଏବଂ ଆଲକୋହଲ ର ମାତ୍ରାଧିକ ସେବନ କରୁଛନ୍ତି | ଯାହା ଦ୍ଵାରା ଆମ ରକ୍ତ କୋଷ ରେ ଏମ୍ପୁରୀଟିର ମାତ୍ରା ଦିନକୁଦିନ ବଢିବାରେ ଲାଗିଛି | ତେଣୁ ଏସବୁରୁ ଦୂରରେ ରହିବା ନିହାତି ଆବଶ୍ୟକ |ଏହାଛଡ଼ା ତୁଳସୀ ପତ୍ର ପେଷ୍ଟକୁ ଦିନକୁ 15 ମିନଟ ଏବଂ ସପ୍ତାହ କୁ 2 ଥର, 2 ମାସ ପର୍ଯ୍ୟନ୍ତ ଲଗାଇବା ଦ୍ୱାରା କେଶ ଝାଡ଼ିବା କିମ୍ବା କେଶ ପାଚିବା ଭଳି ସମସ୍ୟା ମଧ୍ୟ ଦୂର ହୋଇଥାଏ |

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।