ବହୁ ବର୍ଷ ପରେ ପ୍ରକାଶ କଲେ ଏହି କାରଣରୁ ବଲିଉଡ ରୁ ବାହାରିଲେ ଏହି ପ୍ରସିଦ୍ଧ ହିରୋଇନ

0

ବଲିଉଡ ଜଗତରେ ପୁଣି ଏକ ଅଭିନେତ୍ରୀ ବହୁ ବର୍ଷ ପରେ ପ୍ରକାଶ କଲେ ନିଜ ମନର କଥା ।ଯାହା ତାଙ୍କୁ ବହୁତ କଷ୍ଟ ଦେଇଥିଲା । ଆଜିର ଦିନରେ ବଲିଉଡ ଜଗତରେ ନୂଆ ନୂଆ ଚେହେରା ଦେଖିବାକୁ ମଳୁଛି ।ଫିଲ୍ମୀ ଦୁନିଆରେ ଅନେକ କିଛି ଅସୁବିଧା ରହିଥାଏ ।ଜଣକୁ ଗୋଟିଏ ଛୋଟ ରୋଲ ଦିଆଯାଇଥାଏ ତ ଆଉ କାହାକୁ ଚୋଟ ସିନ ମିଳିବା ପରେ ତା ଠାରୁ ଫିଲ୍ମ ଛଡେଇ ନିଆଯାଏ ।ଯାହା ଫଳରେ କଳାକାର ମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ।ଫିଲ୍ମୀ ଇଣ୍ଡଷ୍ଟ୍ରିରେ ଏମିତିକା କାମ ସବୁବେଳେ ହୋଇଥାଏ ।

ଏମିତି ଏକ ପୀଡାରେ ଗତିକରୁଥିବା ଏକ ବଲିଉଡ ଅଭିନେତ୍ରି ଅମୃତା ରାୟ ନିଜର ବହୁ ଦିନର କଷ୍ଟ ସମସ୍ତଙ୍କ ସାମ୍ନାରେ ପ୍ରକାଶ କରିଛନ୍ତି ।.ବଲିଉଡ ଅଭିନେତ୍ରୀ ଅମୃତା ରାୟ ଫିଲ୍ମୀ ବିବାହରେ ଶାନଦାର ଅଭିନୟକରି ସମସ୍ତ ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ ।ଏବଂ ଏହି ଫିଲ୍ମୀରେ ତାଙ୍କ କାମକୁ ବହୁତ ପ୍ରଶଂସା ମିଳିବା ସହିତ ଏହି ଫିଲ୍ମୀକୁ ବଡ ସଫଳତା ମଳିଥିଲା ।


ଅମୃତା କିଛି ବର୍ଷପରେ ଫିଲ୍ମୀ ନପାଇବାରୁ ସେ କୁଆଡେ ନିଖୋଜ ହୋଇଯାଇଥିଲେ ।ସେ ଏକ ଇଣ୍ଟରଭ୍ୟୁରେ ବୟାନ ରଖିଥିଲେ କି ସେଜଣେ ଶାନ୍ତ ସ୍ୱଭାବର ଅଟନ୍ତି କିନ୍ତୁ ଏହିଥର ସମସ୍ତଙ୍କ ସାମ୍ନାରେ ନିଜର ଦୁଃଖ ବିଷୟରେ ବୟାନ ରଖିଛନ୍ତି ।ସେ କହିଥିଲେ କି ଗୋଟେ ଫିଲ୍ମୀରେ କାମ କରିବା ପାଇ ଜଣେ ଡାଇରେକ୍ଟର ଅଭିନେତ୍ରୀ କାଷ୍ଟ କରନ୍ତି ହଠାତ୍ ବିନା କୌଣସି କାରଣରୁ ଫିଲ୍ମୀରୁ ବାହାର କରିଦିଆଯାଏ ତେବେ ଏହା ବହୁତ କଷ୍ଟ ଦେଇଥାଏ ।

ଅମୃତା ରାଓ ଯେତେବେଳେ ଜାଣିବାକୁ ପାଇଲେ କି ଅନ୍ୟ କେଉଁ ଷ୍ଟାର କିଡ ଫିଲ୍ମୀର ଡେବ୍ୟୁ କରିବା ପାଇ ତାଙ୍କ ଠାରୁ ଏହି ଫିଲ୍ମୀଟି ଛଡାଇନିଆଯାଇଛି ଏହା ଜାଣିବା ପରେ ସେ ବହୁତ ଦୁଃଖ ପ୍ରକାଶ କରିଥିଲେ ।ଅମୃତା କହିଥିଲେ କି ମତେ ଫିଲ୍ମୀ ଛଡେଇ ନେବାର ଦୁଃଖ ଯେତିକି ନଥିଲା ମାତ୍ର ଡାଇରେକ୍ଟର ମତେ ନକହି ଫିଲ୍ମୀ ଅନ୍ୟ କାହାକୁ ଦେବା ମତେ ବହୁତ କଷ୍ଟ ଦେଇଥିଲା ।


ମୁଁ କେବେହେଲେ ଭାବିନଥିଲି ମୋ ସହିତ ଏମିତି ବିଶ୍ୱାସ ଘାତକତା କରାଯିବ ।ମୁଁ କେବେ ଭାବି ନଥିଲି କିମ୍ୱା ବିଶ୍ୱାସ କରିନଥିଲି ଏହା ହେବ ବୋଲି ।ଅମୃତା ଏହା ମଧ୍ୟ କହିଛନ୍ତି ମୋ ପାଖରେ ଯଦି କେହି ବି ଗଡ ଫାଦର ଥାନ୍ତେ ତେବେ ମୋ ସହିତ ଏହା ହୋଇନଥାନ୍ତା । ଆଜି ତାଙ୍କୁ ଯାହା କିଛି ପରିଚୟ ମିଳିଛି ଏହା ତାଙ୍କ ନିଜର ଟ୍ୟାଲେଣ୍ଟ ଆଧାରରେ ମିଳିଛି ।ସେ କହିଥିଲେ ମୁଁ କେବେ ହେଲେ ହାର ମାନିନାହିଁ ।ପ୍ରତ୍ୟେକ ଅସୁବିଧାକୁ ହସି ହସି ସାମ୍ନା କରିବାକୁ ମତେ ଭଲଭାବରେ ଜଣା ।କୌଣସି ଅସୁବିଧା ଆସିଲେ ତାହାକୁ ସାମ୍ନା କରିବାର ସାହାସ ମୋ ପାଖରେ ରହିଛି ।ଏହା ଘଟିଥିଲେ ମଧ୍ୟ ମୁଁ ଭାଙ୍ଗି ନଯାଇ ଅସୁବିଧାକୁ ସମ୍ମୁଖୀନ କରିଥିଲି ।