ଆପଣ ମାନେ ବି କଣ ପ୍ରେମ ରେ ବିଫଳ ହୋଇଛନ୍ତି କି? ତେବେ ଆପଣ ଏହି ବଶୀକରଣ ଟି କୁ ଆପଣାନ୍ତୁ ଦେଖିବେ ନିଶ୍ଚିତ ସଫଳ ହେବେ।

0

ବର୍ତ୍ତମାନ ଆମେ ଏକ ଅତ୍ୟାଧୁନିକ ସମାଜରେ ବସବାସ କରୁଛୁ । ତେବେ ଯଦି ଏହି ଅତ୍ୟାଧୁନିକ ଯୁଗ ରେ କିଛି ଯଦି ସବୁଠାରୁ ଅଧିକ ଚର୍ଚ୍ଚାର ବିଷୟ ରହିଛି ତାହା ହେଉଛି ବର୍ତ୍ତମାନର ପ୍ରେମ । ତେବେ ପ୍ରେମ ଏକ ପ୍ରକାରର ସାମାଜିକ ରୋଗ ପରି ବ୍ୟାପୀ ରହିଛି ଯାହାର କି କୌଣସି ସୀମା ମଧ୍ୟ ଆପଣ ନିଧାରଣ କରିପାରିବେ ନାହିଁ । ତେବେ ପ୍ରେମ ଯେ କେବଳ ଜଣେ ଅବିବାହିତ ପୁରୁଷ ଓ ନାରୀଙ୍କ ମଧ୍ୟରେ ହେବ ତାର କିଛି କାରଣ ନାହିଁ। ଏହା କାହା ମଧ୍ୟରେ ବେ ହୋଇପାରେ । ତେବେ ଆମ ବହୁତ ଲୋକ ଅଛନ୍ତି ଯେଉଁମାନେ କି ପସନ୍ଦ କରୁଥିବା ଯୁବତୀ ଙ୍କୁ ସବୁଦିନ ପାଇଁ ଆପଣଙ୍କ ବସ ରେ ରଖିବାକୁ ଚାହଁନ୍ତି ।


ତେବେ ଆମେ ଆଜି ଆପଣଙ୍କୁ ଏକ ଅତ୍ୟନ୍ତ ସରଳ ଓ ସହଜ ଉପାୟଟି କହିବାକୁ ଚାହୁଁଛୁ ଯାହା କରିବା ଫଳରେ ଆପଣ ଅତି ସହଜରେ ପସନ୍ଦ କରୁଥିବା ନାରୀ ଙ୍କୁ ନିଜର କାବୁ ରେ ରଖିପାରିବେ ।ତେବେ ଏହା କରିବା ଫଳରେ ନାରୀ ଜଣଙ୍କ ଆପଣଙ୍କ ର କଥାରେ ଉଠ ବସ କରିବ ଆଉ କେବେ ହେଲେ ଆପଣଙ୍କୁ ଛାଡିକି ଯିବ ନାହିଁ ।ତେବେ ଆସନ୍ତୁ ଜାଣିବା ଏହାକୁ କରିବାର ସମ୍ପୂର୍ଣ୍ଣ ପ୍ରଣାଳୀ ବିଷୟରେ ।

ଆବଶ୍ୟକ ସାମଗ୍ରୀ :-

ଏହି ଉପାୟ ଟୀକୁ କରିବା ପାଇଁ ଆବଶ୍ୟକ ସାମଗ୍ରୀ ଗୁଡ଼ିକ ହେଇଛି:- ୧.ଗୋଟିଏ ତେଜ ପତ୍ର ୨.ଗୋଟିଏ ଦୀପ ୩.ଲାଲ ସିନ୍ଦୁର ୪.କଳା ମାର୍କର ଏବଂ ୫.ଝିଅ ଟି ରହୁଥିବା ଘର ଆଗର କିଛି ମାଟି

ଏହାକୁ କରିବାର ପ୍ରାଣାଳୀ:-

ଏହି ଉପାୟ ଟୀକୁ ଆପଣ କେବଳ ଶୁକ୍ରବାର ଦିନ ସନ୍ଧ୍ୟା ୬ଟା ରୁ ୧୨ ଟା ମଧ୍ୟରେ କରିପାରିବେ ।ତେବେ ପ୍ରଥମେ ନେଇଥିବା ତେଜ ପତ୍ର ରେ ନେଇଥିବା କଳା ମାର୍କର ସାହାଯ୍ୟ ରେ ସେହି ଝିଅ ର ନାମ ଲେଖନ୍ତୁ ତା ପରେ ଗୋଟିଏ ସ୍ୱସ୍ତିକ ଚିହ୍ନ ଦେଇ ପୁର ର ନାମ ଲେଖନ୍ତୁ ।ଏବେ ଏହା ଉପରେ ଲାଲ ସିନ୍ଦୁର ଲଗେଇଦେଇ ଝିଅ ଘର ସାମ୍ନା ରୁ ଆଣିଥିବା ମାଟି କୁ ତା ଉପରେ ରଖି ଏହି ମନ୍ତ୍ର ଟୀକୁ ୧୦୮ ଥର ଜୋପ କରନ୍ତୁ ।ମନ୍ତ୍ର ଟି ହେଉଛି “ଓଁ ନମଃ କାମଦେବାୟ କାର୍ଯ୍ୟବସ ମଂ ସିଦ୍ଧ କୁରୁପୁରୁ ସ୍ୱହା” ଏହି ମନ୍ତ୍ର ଟୀକୁ ୧୦୮ ଥର ସମ୍ପୂର୍ଣ୍ଣ ଧ୍ୟାନରେ ଜୋପ କରନ୍ତୁ ।

ପରେ ଦୀପ ଟୀକୁ ଜଳେଇ ସେଥିରେ ବନ୍ଦାପନା କରନ୍ତୁ ।ପରେ ସେହି ମାଟି ଟୀକୁ ନେଇ କୌଣସି ଏକ ନଦୀ ରେ ପକେଇ ଦିଅନ୍ତୁ ଏବଂ ସେହି ତେଜପତ୍ର ଟୀକୁ ଦୀପ ରେ ଜଳେଇ ଦିଅନ୍ତୁ ।ଏହି ପରି ମାତ୍ର ଥରେ କରିବା ପରେ ସେହି ଝିଅ ଟି ଆପଣଙ୍କ ପାଇଁ ପାଗଳ ହୋଇଯିବ ଆଉ ଆପଣ ଯାହା କହିବେ ସେ ତାହା ହିଁ କରିବ ।ଏମିତି କି ସେ ନିଜେ ଆସି ଆପଣ ଙ୍କୁ ଭଲ ପାଏ ବୋଲି ମଧ୍ୟ କହିବା ଆଉ କେବେ ବି ଆପଣ ଙ୍କୁ ଛାଡି ଯିବ ନାହିଁ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।