ଦେଖନ୍ତୁ ଫୋଟୋ – ଶ୍ରେଣୀ ଗୃହରେ ଛାତ୍ରୀଙ୍କୁ ମଙ୍ଗଳସୂତ୍ର ପିନ୍ଧାଇଲେ ଛାତ୍ର : ବାପ-ମାଆ କହିଲେ, ଆମ ମାନ ସମ୍ମାନ ସାରି ଦେଲେ ଆଉ ତା’ପରେ

0

ଆଜି କାଲି ଦୁନିଆରେ ସମସ୍ତେ ପ୍ରେମ କରୁଛନ୍ତି, ଆପଣ ଯଦି ଦେଖିବେ 3 କ୍ଲାସ୍ ରୁ ପିଲା ମାନେ ପ୍ରେମ କରୁଛନ୍ତି, ସେବେଠୁ ହିଁ ପରସ୍ପର କୁ ଅନା ଅନି, କଥାବାର୍ତ୍ତା, ଚିଠି ଦିଆ ନିଆ, ଚକଲେଟ୍ ଦିଆ ନିଆ ସବୁକିଛି କରୁଛନ୍ତି। ତେବେ ଯେଉଁ ବୟସ ରେ ସେମାନେ ଠିକ୍ ଭାବେ ନିଜ ହାତରେ ଖାଇବା ଜାଣି ନାହାଁନ୍ତି ସେହି ବୟସ ରେ ସେମାନେ ପ୍ରେମ ର ମାନେ ବୁଝିକି ପ୍ରେମ କରୁଛନ୍ତି ନା। ତାକୁ ପ୍ରେମ କୁହାଯାଏ ନାହିଁ। ସେମାନଙ୍କ ଆଖ ପାଖରେ ହେଉଥିବା ଘଟଣା ସବୁ କୁ ଦେଖି ସେମାନଙ୍କ ମନରେ ପ୍ରେମ ର ନାମ ଟି ଭର୍ତ୍ତି ହୋଇଯାଉଛି, ଏବଂ ଅଳ୍ପ ସମୟ ର ଦେଖା ଚାହାଁ ଏବଂ ଆଟ୍ରାକ୍ସନ୍ କୁ ସେମାନେ ପ୍ରେମ ର ନାମ ଦେଇଦେଇଥିଲେ ଦେଉଛନ୍ତି।

 

ତେବେ ପ୍ରେମ ର ମାନେ ବୁଝିବାକୁ ହେଲେ ଆମ ମାନଙ୍କୁ ରାଧା କୃଷ୍ଣଙ୍କ ପ୍ରେମ କୁ ବୁଝିବାକୁ ହେବ, ସେମାନେ ପରସ୍ପର ପାଇଁ ନିଜ ପ୍ରେମ କୁ କିପରି ବଳିଦାନ ଦେଇଥିଲେ ସେହି କଥା କୁ ବୁଝିବାକୁ ହେବ।  ଆଜି କାଲି ର ଯୁବପିଢି ମାନେ ପ୍ରେମ କରୁଛନ୍ତି, ସେମାନଙ୍କ ପ୍ରେମ ଆରମ୍ଭ ହେଉଛି କିଛି ଦିନ ଚାଲୁଛି, କଥାବାର୍ତ୍ତା, ଦେଖାଚାହାଁ, ବାହାରେ ବୁଲା ବୁଲି ସବୁ କରୁଛନ୍ତି ଏବଂ ଶେଷରେ ସେହି ପୁଅ କି ଝିଅ ଠାରୁ ଅଧିକ ସୁନ୍ଦର ଏବଂ ଅଧିକ ପଇସା ବାଲା ପିଲା ମିଳିଗଲା ବେଳକୁ ସେମାନଙ୍କ ପୁରୁଣା ପ୍ରେମିକ କି ପ୍ରେମିକା ମାନଙ୍କୁ ଛାଡି ନୂଆ ପୁଅ ଝିଅ ମାନଙ୍କୁ ଧରି ଦେଉଛନ୍ତି। ଏବେ ଏହି ଯୁଗରେ ଯୁବପିଢି ମାନଙ୍କ ର ପ୍ରେମରେ ଚାଲିଛି ଏହି ଟ୍ରେଣ୍ଡ।

ଏମାନେ ପ୍ରେମ କରୁଛନ୍ତି କେବଳ ନିଜ ମନରେ ଥିବା ଶାରୀରିକ କ୍ଷୁଧା କୁ ମେଣ୍ଟାଇବା ପାଇଁ। ସେହି କାମ ଟି ସରିଗଲା ପରେ ସେମାନେ ପରସ୍ପର କୁ ଭୁଲି ଯାଉଛନ୍ତି। ବର୍ତ୍ତମାନ ର ପିଲା ମାନେ ପ୍ରେମ ବାସାନାରେ ସମ୍ପର୍କ ସ୍ଥାପନ କରୁଛନ୍ତି ବାସ୍ତବରେ ସେମାନେ ଶାରୀରିକ ସମ୍ପର୍କ ରଖିବା ପାଇଁ ପ୍ରେମ କରୁଛନ୍ତି। ତେବେ ଆମେ ମାନେ ସବୁ ପ୍ରେମୀ ମାନଙ୍କୁ ଏପରି ବୋଲି ମଧ୍ୟ କହି ପାରିବା ନାହିଁ। ଅନେକ ପିଲା ଅଛନ୍ତି ଯେଉଁମାନେ କି ପ୍ରେମର ପ୍ରକୃତ ଅର୍ଥ କୁ ବୁଝୁଛନ୍ତି ଏବଂ ନିଜର ପ୍ରକୃତ ପ୍ରେମ କୁ ପାଉଛନ୍ତି ମଧ୍ୟ। ତେବେ ଆମେ ଆଜି ଆପଣ ମାନଙ୍କୁ କିଛି କଲେଜ୍ ପିଲା ମାନଙ୍କ ପ୍ରେମ ଯେଉଁ ମାନେ କି ନିଜ କଲେଜ୍ ରେ ଏପରି କିଛି କାମ କରିଛନ୍ତି, ଯେଉଁଥି ପାଇଁ ତାଙ୍କ ବାପା ମାଆ ମାନେ ସମସ୍ତ ଙ୍କ ଆଗରେ ବହୁତ ଲଜ୍ଜିତ ହୋଇଛନ୍ତି।


ଶ୍ରେଣୀ ଗୃହ ରେ ଛାତ୍ରୀ ଙ୍କୁ ମଙ୍ଗଳସୂତ୍ର ପିନ୍ଧାଇ ତାଙ୍କୁ ବିବାହ କରିଛନ୍ତି ଜଣେ +2 ର ଦ୍ୱିତୀୟ ବର୍ଷ ର ପିଲା, ଏହି ଘଟଣା ଟି ଦେଖିବାକୁ ମିଳିଛି ମହାରାଷ୍ଟ୍ର ରେ। ସେମାନଙ୍କ ର ଏପରି କାର୍ଯ୍ୟ କୁ ଦେଖି ଲଜ୍ଜିତ ଆଶ୍ଚର୍ଯ୍ୟ ହୋଇ ରହିଯାଇଛନ୍ତି ସମସ୍ତେ। ଏହି କଥା ଟି କଲେଜ୍ ସାରା ପ୍ରଚାର ହେଲା କଲେଜ୍ ର କର୍ତ୍ତୃପକ୍ଷ ଙ୍କ କାନରେ ବି ଏପରି କଥା ପଡିଲା। ଏବେ ଏହି କଥା କୁ ନେଇ ଚିନ୍ତା ରେ ପଡି ଯାଇଛନ୍ତି କଲେଜ୍ ର କର୍ତ୍ତୃପକ୍ଷ ଏବଂ ପିଲା ମାନଙ୍କ ବାପା ମାଆ। ଏହି ସବୁ ଘଟଣା ମହାରାଷ୍ଟ୍ର ର ଆସିବାଫାଦରେ ଦେଖିବାକୁ ମିଳିଛି। ସେଠାରେ ଥିବା କେତେକ ପିଲା ଏହି ସବୁ କୁ ଭିଡିଓ କରିଥିଲେ, ପରେ ଏହା ସୋସିଆଲ ମିଡ଼ିଆ ରେ ଭାଇରାଲ୍ ହୋଇଥିଲା। ଏହା ପରେ ସେମାନଙ୍କୁ କଲେଜ୍ ରୁ ଟିସି ଦେଇ ବାହାର କରିଦେଇଥିଲେ। ଏହି ସବୁ କାର୍ଯ୍ୟ ପାଇଁ ତାଙ୍କ ବାପା ମାଆ ମାନଙ୍କୁ ଅନେକ ଲଜ୍ଜିତ ହେବାକୁ ପଡିଥିଲା।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।