ଦେଖନ୍ତୁ ଭିଡିଓ !ଧୋନୀଙ୍କ ଝିଅ ଜିଭାଙ୍କର ଏକ DANCE ଭିଡିଓ ସୋସିଆଲ ମିଡିଆରେ ଏବେ ପ୍ରବଳ ମାତ୍ରାରେ ଭାଇରାଲ ହେବାକୁ ଲାଗିଛି ! ଦେଖନ୍ତୁ ଭିଡିଓ …..

0

ଭାରତୀୟ କ୍ରିକେଟ ଦୋଳ ର ପୂର୍ବତନ ଅଧିନାୟିକ ହେଲେ ମହେନ୍ଦ୍ର ସିଂ ଧୋନି। ତାଙ୍କର କ୍ରିକେଟ ଜଗତରେ ଯେତିକି ଚର୍ଚ୍ଚା ଚାଲେ ବାହାର ଦୁନିଆରେ ତା ଠାରୁ ଅଧିକ ଚର୍ଚ୍ଚା ଶୁଣାଯାଏ। ତାଙ୍କ ନାମ ଶୁଣିବା ମାତ୍ରେ ଆମ ମାନଙ୍କ ମନକୁ ଏକ ଶାନ୍ତ ସରଳ ଏବଂ ସଫଳ ବ୍ୟକ୍ତିତ୍ଵ ର ଝଲକ ଝଲସି ଉଠେ। ତାଙ୍କ ର ଜୀବନୀ କୁ ନେଇ ମଧ୍ଯ ଏକ ଚଳଚିତ୍ର ହୋଇ ସାରିଛି। ତେଣୁ ତାଙ୍କୁ ଅନେକ ଯୁବ ଗୋଷ୍ଠୀ ନିଜର ପ୍ରେରଣା ମଧ୍ୟ ମାନନ୍ତି। ତେବେ ଧୋନି ଙ୍କ ଝିଅ ଏବେ ସହିପରି ଭାବରେ ସୋସିଆଲ ମିଡିଆରେ ଚର୍ଚ୍ଚା ରେ ଅଛନ୍ତି।

ମେହେନ୍ଦ୍ର ସିଂ ଧୋନି ଙ୍କ ଝିଅ ଜିଭା ଏବେ ସୋସିଆଲ ମିଡ଼ିଆ ରେ ପ୍ରବଳ ମାତ୍ରାରେ ଭାଇରାଲ ହେଉଛନ୍ତି। କାରଣ ତାଙ୍କର ଏକ ଭିଡିଓ କ୍ଲିକ୍ ଏବେ ଫେସବୁକ୍ ଠାରୁ ଆରମ୍ଭ କରି ଇନଷ୍ଟଗ୍ରମ୍ ରେ ମଧ୍ୟ ଏହି ଭିଡିଓ ଦେଖିବାକୁ ମିଳିଛି। ମହେଦ୍ର ସିଂ ଧୋନି ଙ୍କୁ ଯେପରି କ୍ରିକେଟ ପ୍ରେମୀ ମାନେ କ୍ୟାପଟେନ କୁଲ୍ ଭାବରେ କୁଅନ୍ତି ଠିକ୍ ତାଙ୍କର ଝିଅ ସେଭଳି ଗୁଣ ର ଅଧିକାରୀ ଥିବାର ଚର୍ଚ୍ଚା ଏବେ ସାମ୍ନା କୁ ଆସିଛି। ଜିଭା ଙ୍କ ଏକ ଅଳ୍ପ ସମୟ ର ନାଚ ଭିଡିଓ ଅନେକ ମାତ୍ରା ରେ ସେୟାର ହେଉଛି ସୋସିଆଲ ମିଡ଼ିଆ ରେ।

ଏହି ଭିଡ଼ିଓ ଟି ଦୀପାବଳୀ ଅବସରରେ ହୋଇଥିବା ର ଜଣା ପଡିଛି। ଏହି ଭିଡ଼ିଓ ରେ ମହେନ୍ଦ୍ର ସିଂ ଧୋନି ଙ୍କ ଝିଅ ଏକ ହଲଦିଆ ରଙ୍ଗର ଡ୍ରେସ୍ ପିନ୍ଧି ନାଚୁଥିବାର ଦେଖା ଯାଉଛନ୍ତି। ଜିଭା ଙ୍କ ଏହି ନୃତ୍ୟ ଭିଡିଓ ସୋସିଆଲ ମିଡିଆରେ ଏବେ ଅନେକ ପସନ୍ଦ ଏବଂ ଭଲ ପାଇବା ମିଳିଛି। ତେବେ ଧୋନି ଙ୍କ ପତ୍ନୀ ସାକ୍ଷୀ ଙ୍କ ସହିତ ଜିଭା ବେଶ୍ ଆନନ୍ଦ ଥିବା ଦେଖା ଯାଉଛି ଏହି ଭିଡିଓ ରେ। ଏହି ଭିଡ଼ିଓ ଟି ମହେନ୍ଦ୍ର ସିଂ ଧୋନି ଙ୍କ ଅଫିସିଆଲ୍ ଆକାଉଣ୍ଟ୍ ରେ ପୋଷ୍ଟ ନିଜେ ଧୋନି କରିଛନ୍ତି। ଯାହାକି ଏବେ ସୁଧା ଅନେକ ଲାଇକ ପାଇ ସାରିଲାଣି।

ଆପଣ ମାନେ ଜାଣିଥିବେ ମହେନ୍ଦ୍ର ସିଂ ଧୋନି ଏବେ ଆନ୍ତର୍ଜତୀୟ କ୍ରିକେଟ ରୁ ଅବସର ନେଇ ସାରିଛନ୍ତି। ମାତ୍ର ଏବେ ନିଜ ପରିବାର ପାଇଁ ଅଧିକ ସମୟ ଦେବାକୁ ସେ ଚେଷ୍ଟା କରୁଛନ୍ତି। ଆପିଏଲ୍ ଖେଳ ଶେଷ ହୋଇ ଯାଇଥିବାରୁ ସେ ଏବେ ନିଜ ପତ୍ନୀ ଏବଂ ଝିଅ ଜିଭା ସହିତ ଅଧିକ ସମୟ ବିତାଉଛନ୍ତି। ତାଙ୍କର କୁନି ଝିଅ ଜିଭା ଙ୍କ ଅନେକ ଏମିତି ଅନେକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଏବେ ଭାଇରାଲ୍ ହେଉଛି। କିଛି ଦିନ ପୁର୍ବରୁ ତାଙ୍କର ଏକ ଭିଡିଓ ଦେଖିବାକୁ ମିଳିଥିଲା ଯେଉଁଥିରେ ସେ ଏକ ଫୁଲ କୁ ଚାହିଁ ରହିଥିବାର ଦେଖା ଯାଉଛନ୍ତି। ତେବେ ଜିଭା ନିଜର ସୁନ୍ଦରତା ପାଇଁ ଅନେକ ଭଲ ପାଇବା ସୋସିଆଲ ମିଡ଼ିଆ ରେ ପାଇ ପାରୁଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।