ଫଟୋ ଏବଂ ଭିଡିଓ ଭାଇରାଲ – ୮୦ ବର୍ଷିୟା ଶାଶୂଙ୍କୁ ଧକ୍କାମାରି ଘରୁ ବାହାରକୁ ଫିଙ୍ଗିଲେ ବୋହୂ , ଆଉ ତା’ପରେ ଯାହା ହେଲା ଭିଡିଓ ଭାଇରାଲ

0

ଆଜି ର ସମାଜରେ ରହି ଥିବା ପୁଅ ବା ବହୁ ମାନେ ଏତେ ଉନତ ହୋଇ ଗଲେଣି କି ସେମାନେ ଆଉ ବୃଦ୍ଧା ବାପା ଓ ମା କୁ ଘରେ ରଖିବାକୁ ରାଜି ହେଉ ନାହାନ୍ତି ।ତେବେ ଯେଉଁ ବାପା ଓ ମା ସେମାନ ଙ୍କୁ ଜନ୍ମ ଦେଇ ପାଳି ପୋଷି ବଡ଼ ମଣିଷ କରିଛି । ବଡ଼ ହେଲା ପରେ ନିଜର୍ ସ୍ତ୍ରୀ ପିଲା ହେବା ପରେ ସେହି ବାପା ମା ଙ୍କୁ ଅନାଦର୍ କରୁଛନ୍ତି । ଭଲ ରେ ଦି ମୁଠା ଖାଇବା କୁ ଦେଇ ପାରୁ ନାହାନ୍ତି , ତାଙ୍କର ସେବା ଯତ୍ନ ମଧ୍ୟ କରୁ ନାହାନ୍ତି। ତେବେ ଏହି ଘଟଣା ଦିନ କୁ ଦିନ ଅତି ମାତ୍ରା ରେ ବଢ଼ି ଯାଇଥିଲା,ତେଣୁ ଯାହା ପାଇଁ କି ରାଜ୍ୟ ରେ ଜିଲ୍ଲା ରେ ସବୁ ଗୋଟିଏ ଗୋଟିଏ ବୃଦ୍ଧାସ୍ରମ୍ ଖୋଲା ଯାଇ ଯାଇଛି।


ତେବେ ଆଜି ର ଯୁବପିଢି ଏମିତି ବଦଳି ଯାଇଛନ୍ତି , ସେମାନେ ନିଜ ଜନ୍ମ କରିଲା ବାପା ମା ଙ୍କୁ ମଧ୍ୟ ଭୁଲି ଯାଉଛନ୍ତି । ତାଙ୍କର ସେବା ଯତ୍ନ କରିବା ଦୂର ର କଥା ତାଙ୍କୁ ଘରେ ରଖିବାକୁ ମଧ୍ୟ ରାଜି ହେଉ ନାହାନ୍ତି। ଆଉ ଯଦି ଘରେ ରଖିଲେ ତାହାଲେ ଶାଶୁ ଶ୍ୱଶୁର କୁ ମାର ପିଟ କରୁଛନ୍ତି ,ତାଙ୍କୁ ଖାଇବାକୁ ଦଉ ନାହାନ୍ତି ଆଦି ଅନେକ ପ୍ରକାର ଅତ୍ୟାଚାର କରିବାରେ ଦେଖିବାକୁ ମିଳିଛି । ତେବେ ଏହି ଘଟଣା ଦିନ କୁ ଦିନ ବଢ଼ି ଗଲାଣି । ଅନେକ ସ୍ଥାନ ରେ ବାପା ମା ପ୍ରତି ଅନ୍ୟାୟ ଅତ୍ୟାଚାର ହେଉ ଥିବାର ଦେଖିବାକୁ ପାଉଛେ । ତେବେ ଏହି ଭଳି ଘଟଣା ଆମେ ସୋସିଆଲ ମିଡିଆରେ ହେଉ ବା ଖବର କାଗଜ ରେ ପ୍ରାୟତଃ ସମୟ ରେ ଦେଖିବାକୁ ମିଳେ । ତେବେ ପୁଣି ଏମିତି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଦେଖିବା କୁ ମିଳିଛି । ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ।

ତେବେ ଏହି ଆଶ୍ଚର୍ଯ୍ୟଜନକ ଘଟଣା ହରିୟନା ରେ ଦେଖିବାକୁ ମିଳିଛି।ସେଠାରେ ଜଣେ ବହୁ ତାର ୮୦ ବର୍ଷିୟ ଶାଶୁ ସହ ଅତ୍ୟାଚାର କରି ତାକୁ ଏହି ହାଡ଼ ଭଙ୍ଗା ଶୀତ ରେ ଘରୁ ବାହାର କରି ଦେଇଛି। ତେବେ ସେହି ବୃଦ୍ଧା ଶାଶୁ ଜଣକ କିଛି ନ କହି ପାରି ଘରୁ ବାହାରି ଆସିଲେ। ଆଉ ରାସ୍ତା ରେ ବସି କାନ୍ଦିବାକୁ ଲାଗିଲେ।ଏହି ଦୃଶ୍ୟ ଟି ଦେଖି ସେଠାରେ ଥିବା ଜଣେ ଲୋକ ଆସି ଏହାକୁ ପ୍ରତିବାଦ କରୁଛି ଆଉ ଶାଶୁ କୁ ଘର କୁ ନେଇ ଯିବାକୁ କହୁଛି ।

ମାତ୍ର ବହୁ ଜଣକ ଏହା ଶୁଣିବା ପାଇଁ ରାଜି ନୁହନ୍ତି। ତେଣେ ଏହି ଘଟଣା ର ସମ୍ପୁର୍ଣ୍ଣ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଚି। ଏହା ଦେଖି ସେଠିକାର ପୋଲିସ ଅଫିସର ଆସି ସେହି ବହୁ କୁ ଗିରଫ କରି ତାଙ୍କୁ କୋର୍ଟ ଚାଲାଣ କରିଛନ୍ତି। ତେବେ ତାଙ୍କୁ ଉଚିତ ଦଣ୍ଡ ମିଳିବ ବୋଲି ପୋଲିସ ଅଫିସର କହିଛନ୍ତି। ତେବେ ଏହା ସତ ରେ ଏକ ଲଜ୍ୟାଜନକ ଘଟଣା ଅଟେ। ତେବେ ସେହି ଅସହାୟ ବୃଦ୍ଧା ଶାଶୁ କୁ ନ୍ୟାୟ ମିଳିବା ଦରକାର । ଏହି ଭଳି ଲଜ୍ୟାଜନକ ଘଟଣା ପ୍ରତିଦିନ ଦେଖିବାକୁ ମିଳିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।