Gk Quession – ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବ

0

ଆଜିର ଏହି ଜଗତରେ ଯେତେ ଜ୍ଞାନ ଜାଣିଲେ ମଧ୍ୟ ଜ୍ଞାନ ର ଅଭାବ ରହି ଥାଏ । ଯେତେ ପ୍ରକାର ଜ୍ଞାନ ଜାଣିଲେ ମଧ୍ୟ ଆମ ଓଡ଼ିଶା ର କିଛି ଏମିତି କିଛି ସ୍ଥାନ ରହିଥାଏ,ତାହା ଜାଣିବା ଅତ୍ୟନ୍ତ ଆବଶ୍ୟକ ହୋଇ ଥାଏ । କେତେକ ପ୍ରଶ୍ନ ର ଉତ୍ତର ଜାଣି ଥିଲେ ମଧ୍ୟ ତାହାର ପ୍ରଶ୍ନ ଆମେ ଜାଣି ନ ଥାଉ । ସେମିତି କିଛି ଆଶ୍ଚର୍ଯ୍ୟ ଜନକ ପ୍ରଶ୍ନ ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ କିନ୍ତୁ ଏହା ର ଉତ୍ତର ବହୁତ ସହଜ ହୋଇ ଥାଏ ।


ତେବେ ଏହି ଜ୍ଞାନ ଆମକୁ ବହୁତ ଆଗକୁ ନେଇଯିବ। ତେବେ ଏହି ସବୁ ଛୋଟ ଛୋଟ କଥା । ଯାହା ଆମର ଜାଣିବା ଦରକାର। ତାକୁ ପ୍ରତିଦିନ ପଢିବା ଦରକାର। ସରକାର ଏହି ପାଠ କୁ ଆମର ଶିକ୍ଷା ସହ ଜଡିତ କରିଛନ୍ତି। ତେବେ ସେହି ପରୀକ୍ଷା ରେ ଏଭଳି ସାଧାରଣ ଜ୍ଞାନ ର୍ ପ୍ରଶ୍ନ ପଚାର ଯାଏ।ତେବେ ଆସନ୍ତୁ ଜାଣିବା ଏମିତି କିଛି ପ୍ରଶ୍ନ ଓ ଉତ୍ତର ଯାହା ଆପଣ କେବେ ଜାଣି ନଥିବେ। କି କେବେ ଶୁଣି ନଥିବେ।

୧) ଅଜନ୍ତା ଗୁମ୍ଫା କେଉଁ ରାଜ୍ୟ ରେ ଅବସ୍ଥିତ?
ଉତ୍ତର – ମହାରାଷ୍ଟ୍ର

୨)ଓଡିଶା ରେ ଅବିବାହିତ ଝିଅ ମାନେ ପାଳନ କରୁ ଥିବା ପର୍ବ ର ନାମ କଣ ?
ଉତ୍ତର:- କୁଆର ପୁନେଇଁ

୩)ପଶ୍ଚିମ ଓଡିଶା ର ପ୍ରସିଦ୍ଧ ପର୍ବ ର ନାମ କଣ ?
ଉତ୍ତର:-ନୂଆ ଖାଇ

୪) କେଉଁ ପର୍ବ ରେ ଏଣ୍ଡରି ପିଠା ଖିଆ ଯାଏ ?
ଉତ୍ତର:- ପ୍ରଥମାଷ୍ଟମୀ

୫) କଟକ ର ପ୍ରସିଦ୍ଧ ଯାତ୍ରା ର ନାମ କଣ ?
ଉତ୍ତର:- ବାଲି ଯାତ୍ରା

୬) ଚଡକ ମେଳା କେଉଁଠି ଅନୁଷ୍ଠିତ ହୋଇ ଥାଏ ?
ଉତ୍ତର :- ଚନ୍ଦନେଶ୍ଵର

୭) ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ରଥ ଯାତ୍ରାର ନାମ କଣ ?
ଉତ୍ତର:- ଗୁଣ୍ଡିଚା ଯାତ୍ରା

୮)କେଉଁ ଜିଲ୍ଲା ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସିଦ୍ଧ ?
ଉତ୍ତର:- ଢ଼େଙ୍କାନାଳ

୯)କେଉଁ ପ୍ରସିଦ୍ଧ ପର୍ବ ରେ ପୋଡ଼ ପିଠା ଖିଆ ଯାଏ ?
ଉତ୍ତର:- ରଜ

୧୦)କେଉଁ ମାସ ରେ ଝୋଟି ଚିତା ପକାଇ ଲକ୍ଷ୍ମୀ ଙ୍କୁ ପୂଜା କରା ଯାଏ ?
ଉତ୍ତର:- ମାର୍ଗସିର ମାସ

୧୧) ନାସିକ୍ ର କେଉଁ ନଦୀ କୂଳ ରେ କୁମ୍ଭ ମେଳା ଅନୁଷ୍ଠିତ ହୁଏ?
ଉତ୍ତର – ଗୋଦାବରୀ

୧୨)ଭୌଗଳିକ ଦୃଷ୍ଟିକୋଣରୁ ଭାରତର ପ୍ରାଚୀନତମ ପର୍ବତ ଶୃଙ୍ଖଳା କିଏ?
ଉତ୍ତର – ଆରାବଳୀ

୧୩)ଓଡିଶା ର କେଉଁ ଜିଲ୍ଲା ରେ ଧନୁ ଯାତ୍ରା ପ୍ରସିଦ୍ଧ ?
ଉତ୍ତର:- ବରଗଡ଼

୧୪) ନାଳନ୍ଦା ବିଶ୍ଵବିଦ୍ୟାଳୟ କେଉଁ ରାଜ୍ୟ ରେ ଅବସ୍ଥିତ?
ଉତ୍ତର – ବିହାର

୧୫)ନନ୍ଦାଦେବୀ ପର୍ବତର ଉଚ୍ଚତା କେତେ?
ଉତ୍ତର – ୭୮୧୬ ମିଟର

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।