ବାହାଘର 12 ଘଣ୍ଚା ପରେ କନିଆଁ ଦେଲା ଗୋଟିଏ ଛୁଆ କୁ ଜନ୍ମ ବାପ ନା ଶୁଣି ଶାଶୁ ଘର ଲୋକ ହୋଇଗଲେ ବେହୋସ ….

0

ବନ୍ଧୁଗଣ ଆଜି ଆମେ ଏପରି ଏକ ବିଷୟରେ ଜାଣିବାକୁ ଯାଉଛୁ ଯାହା ଶୁଣିଲେ ଆପଣ ବି ହୋଇଯିବେ ସ୍ତବ୍ଧ | ଆଜ୍ଞା ହଁ ଘଟଣାଟି କିଛି ଏମିତି ଯାହା ଆଗରୁ ଆପଣ କେବେ ଶୁଣିଥିଲି ନା ଜାଣିଥିଲେ | ଘଟଣାଟି ଏମିତି ଥିଲା ଯାହା ଶୁଣୁ ଶୁଣୁ ଆପଣଙ୍କ ମୁଣ୍ଡ ଝାଳ ତୁଣ୍ଡ ରେ ପହଂଚି ଯିବ | ଆଶ୍ଚର୍ଯ୍ୟ ରେ ଆପଣଙ୍କ ଉଡିଯିବ ହୋସ ଏବଂ ଆପଣଙ୍କ ମୁହଁ ଖୋଲି ହୋଇ ରହିଯିବ | ଘଟଣାଟି ଯେମିତି ରହସ୍ୟମୟ ସେମିତି ଅସାଧାରଣ ମଧ୍ୟ | ତେଣୁ ସମ୍ପୂର୍ଣ ଘଟଣାଟି ଜାଣିଲେ ଆପଣ ହୋଇଯିବେ ତାରଜୁକ |


ତେବେ ପାଠକଗଣ ଆଜି ଆମେ ଆପଣଙ୍କୁ ଯାହା କହିବକୁ ଯାଉଛୁ ତାହା ନା ଭାରତବର୍ଷ ରେ କେବେ ଘଟିଛି ନା ଘଟିବ | ତେଣୁ ଘଟଣାଟି ହଉଛି ସୁଦୂର ବିଦେଶ ଇଂଲଣ୍ଡ ପ୍ରଦେଶ | ସେଠାକର ଜଣେ 19 ବର୍ଷୀୟ ମହିଳା “ଡେନି ମାଉଣ୍ଟନସେନ ” ସହ 28 ବର୍ଷୀୟ ପୁରୁଷ ” କାର୍ଲ” ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଏବଂ ଶାରୀରିକ ସମ୍ପର୍କ ମଧ୍ୟଥିଲା | ଦୁହେଁ ମଧ୍ୟ ଡିସେମ୍ବର ମାସ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଥିଲେ | ବିବାହ କରିବା ପୂର୍ବରୁ ସେ ନିଜର ଶାରୀରିକ ଅସୁବିଧା ସମ୍ପର୍କରେ ମଧ୍ୟ ଡାକ୍ତରଙ୍କୁ ଜଣାଇଥିଲେ, ମାତ୍ର ଡାକ୍ତର ଜଣଙ୍କ ତାଙ୍କୁ ବିବାହ କରିବାକୁ ଅନୁମତି ଦେଇଥିଲେ |


ତେବେ ବିବାହ ଦିନ ସେ ଏକ ଡାନ୍ସ ପ୍ରୋଗ୍ରାମର ଆୟୋଜନ କରିଥିଲେ | ତେଣୁ ଉକ୍ତ କନ୍ୟା ଜଣକ ବିବାହ ସମୟରେ ଡ୍ୟାନ୍ସ ପ୍ରୋଗ୍ରାମରେ ଯୋଗ ଦେଇଥିଲେ ଏବଂ ସେ ଡ୍ୟାନ୍ସ କରୁଥୁବା ସମୟରେ ତାଙ୍କ ପଟରେ ଯନ୍ତ୍ରଣା ଅନୁଭବ କରିଥିଲେ ଏବଂ ତଳେ ପଡିଯାଇଥିଲେ | ତେଣୁ ସେହିକ୍ଷଣି ତାଙ୍କୁ ନିକଟସ୍ଥ ହସ୍ପିଟାଲ ନିଆଯାଇଥିଲା | ଯାହାଦ୍ୱାରା ସେ ଏକ ସନ୍ତାନ ପ୍ରାପ୍ତି ହୋଇଥିଲା |ପ୍ରକୃତରେ କଥାଟି ହେଲା ସେ ଡ୍ୟାନ୍ସ କରୁଥିବ ସମୟ ରେ ତାଙ୍କ ପେଟରେ ଥିବା ଜଳ ମୁଣିଟି ଛିଡି ଯାଇଥିଲା ଏବଂ ତାହା ଗର୍ଭଶୟ ଉପରେ ପ୍ରଭାବ ପକାଇ ଥିଲା ଏବଂ ପରେ ଜନ୍ମିତ ନବଜାତ ସନ୍ତାନଟି ସୁସ୍ଥ ଥିବାର ଜଣାଯାଇଛି | ଉଭୟ ପିତା ମାତା ନବଜାତ ସନ୍ତାନକୁ ନେଇ ଖୁସିଥିବାର ଜଣାଯାଇଛି | ଜନ୍ମ କରିଥିବା ମା “ଡେନି ମାଉଣ୍ଟନସେନ ” ନବଜାତ ଶିଶୁଟିକୁ ନେଇ ଖୁସି ହେବା ସହିତ ଏହାକୁ ଶୁଭଫଳ ବୋଲି ମାନିଛନ୍ତି |

ତେବେ ଉଭୟ ନବଜାତ ଶିଶୁ ଏବଂ ମା ଏଥିରେ ସୁସ୍ଥ ଅଛନ୍ତି | ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଡ୍ୟାନ୍ସ କରିବା ସତ୍ୱେ ସ୍ଥିର ଥିବା ଜଣାଯାଇଛି | ତେବେ ଏଭଳି ଏକ କୋରାନ ମହାମାରୀ ସମୟରେ ଘଟଣା ଲୋକଙ୍କ ମନରେ ବିଭ୍ରାନ୍ତିକର ଚିନ୍ତାଧାରା ସୃଷ୍ଟି କରିପାରେ | ପାଖା ପଖି ଏହି ଭଳି ଘଟଣା ଘଟିବା ସେଠି କିଛି ନୂଆ ନୁହଁ | କିନ୍ତୁ ଏହି ଘଟଣାଟି ସେ ସମସ୍ତ ଘଟଣାଠୁ ଅଲଗା ଏବଂ ଅନନ୍ୟ ଅଟେ |

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।