ବିବାହ କରିସାରିବା ପରେ ଘଞ୍ଚ ଜଙ୍ଗଲ ରେ ଶରୀର ରୁ ସବୁ କପଡା ଖୋଲି ନିଜର ଅର୍ଧ ନଗ୍ନ ଫୋଟୋ ସୋସିଆଲ ମିଡିଆରେ ସେୟାର କଲେ ଏହି ଯୋଡି !ଏବେ ନିଆଁ ପରି ଭାଇରଲ ହେଉଛି …

0

ଆଜିର ଯୁବଗୋଷ୍ଠୀ ମାନେ ଅନେକ ସମୟରେ ସୋସିଆଲ ମିଡ଼ିଆ ରେ ନିଜକୁ ଅପଡେଟ୍ ରଖୁଛନ୍ତି। ପ୍ରତି ମୁହୂର୍ତ୍ତରେ ନିଜର କିଛି ପୋଷ୍ଟ ଛାଡ଼ି ନିଜକୁ ସମୟ ସହିତ ଗତିଶୀଳ କରାଉଛନ୍ତି। କିନ୍ତୁ ସବୁଠାରୁ ବଡ଼ କଥା ହେଲା କେତେକ ଯୁବକ ଯୁବତୀ ମାନେ ଏହି ସୋସିଆଲ ମିଡ଼ିଆ କୁ ଦୁରୁଯୋଗ କରୁଥିବାର ଦେଖିବାକୁ ମିଳୁଛି। ଆଜି ସେହିପରି ଏକ ଘଟଣା ସାମ୍ନା କୁ ଆସିଛି। ଯାହାକୁ ନେଇ ଗଣମାଧ୍ୟମ ରେ ମଧ୍ୟ ଏହାର ତୀବ୍ର ସମାଲୋଚନା ଦେଖିବାକୁ ମିଳିଛି।


ଏକ ବିବାହିତ ଦମ୍ପତି ଦୁଇଜଣ ନିଜ ର ପୋଷାକ ବିହୀନ ଫୋଟ ଉଠାଇ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିଥିବାର ଦେଖିବାକୁ ମିଳିଛି। ଏହି ଘଟଣା ଘଟିଛି କେରଳ ରାଜ୍ୟରେ ଥିବା ଏକ ଜଙ୍ଗଲ ମଧ୍ୟରେ। ଯଦିଓ ସେମାନେ ବିବାହିତ ମାତ୍ର ଏହା କୁ ନେଇ ବିଶେଷଜ୍ଞ ମାନେ ଏପରି କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ମତବ୍ୟକ୍ତ କରୁଛନ୍ତି। ସବୁ ବ୍ୟକ୍ତି ଚାହାନ୍ତି କି ନିଜର ବିଶେଷ କିଛି ମୁହୂର୍ତ୍ତର ଫୋଟ ଉଠାଇ ଏହାକୁ ଚିରସ୍ମଣୀୟ କରିବା ପାଇଁ ସୋସିଆଲ ମିଡିଆରେ ରେ ପୋଷ୍ଟ କରିଦେବାକୁ। ଏହାକୁ ଅବସର ସମୟରେ ଦେଖି ନିଜର ସ୍ମୃତି କୁ ସ୍ମରଣ କରିବାକୁ ଏହା ସବୁଠାରୁ ଉପାଦେୟ ବୋଲି ଆମେ ସମସ୍ତେ ଜାଣୁ।


ମାତ୍ର ଏହି ଫୋଟ ସୁଟ କରିବା ପାଇଁ ଯୁବକ ଯୁବତୀ ମାନେ ଭଲ ସ୍ଥାନ ପସନ୍ଦ କରନ୍ତି। ଏହା ସମୁଦ୍ର କୂଳ ହୋଇପାରେ କିମ୍ୱା ପାହାଡ ଜଙ୍ଗଲ ଅଞ୍ଚଳ ହୋଇପାରେ। କିନ୍ତୁ ଆଜିର ଏହି ଘଟଣା ସବୁ ସୀମା କୁ ଅତିକ୍ରମ କରି ଦେଇଛି। ଏକ ବିବାହିତ ଦମ୍ପତି ନିଜର ବିବାହ ସରିବା ପରେ ନିଜର ଫୋଟ ସୁଟ୍ ପାଇଁ ଏକ ଜଙ୍ଗଲ କୁ ଯାଆନ୍ତି। ଆଉ ସେଠାରେ ଏମିତି କିଛି ଫୋଟ ସୁଟ୍ କରନ୍ତି ତାହାକୁ ନେଇ ପୁରା ସୋସିଆଲ ମିଡ଼ିଆ ରେ ସେମାନେ ଏବେ ଚର୍ଚ୍ଚା ରେ। କାରଣ ନିଜର ଅନ୍ତରଙ୍ଗ ଅବସ୍ଥାରେ ବିନା ପୋଷାକ ପରିଚ୍ଛେଦ ରେ କିଛି ଅଶ୍ଳୀଳ ଫୋଟ ସୁଟ୍ କରି ଏହାକୁ ପୋଷ୍ଟ କରିଛନ୍ତି।


ତେବେ ଏହି ଫୋଟ ରେ ଥିବା ଦମ୍ପତି ଦୁଇଜଣ ହେଲେ ଋଷି ଏବଂ ଲକ୍ଷ୍ମୀ। ଯାହାଙ୍କର ବିବାହ ଏହି କରୋନା ସମୟରେ ହୋଇଥିଲା। ଯେଉଁ ସମୟରେ ଲକ୍ ଡାଉନ୍ ଥିଲା। ତେବେ ସେମାନେ ବିବାହ ରେ ଅଧିକ ସମୟ ବିତେଇ ନଥିବାରୁ ଏହି ଜଙ୍ଗଲ କୁ ଆସି କିଛି ସମୟ ବିତାଇବାକୁ ମନସ୍ଥ କରିଥଲେ। ଆଉ ତାଙ୍କ ସହିତ ଆସିଥିବା ଏକ କ୍ୟାମେରା ମେନ୍ ଏହି ଦୁଇଜଣଙ୍କ ଫୋଟ ସବୁକୁ ସୁଟିଂ କରିଥିଲେ। ଏହି ଫୋଟ ରେ ଏହି ବିବାହିତ ଦମ୍ପତ୍ତି ଦୁଇଜଣ ବିନା ପୋଷାକ ରେ ନଗ୍ନ ଫୋଟ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଦେଇଥିଲେ।

ଆଉ କିଛି ସମୟ ମଧ୍ୟରେ ଏହି ଫୋଟ ଗୁଡ଼ିକ ସୋସିଆଲ ମିଡିଆରେ ଅନେକ ପରିମାଣରେ ଲାଇକ୍ ମିଳିବା ସହିତ କମେଣ୍ଟ ମଧ୍ୟ ଆସିଥିଲା। ଏହାକୁ ସେହି ପରିମାଣରେ ମଧ୍ୟ ସେୟାର କରାଯାଉଥିଲା। କେତେକ ଏହାକୁ ପସନ୍ଦ କରୁଥିବା ବେଳେ ଅନେକ ବ୍ୟକ୍ତି ଏହାକୁ ତୀବ୍ର ନିନ୍ଦା ମଧ୍ୟ କରିଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।