Breaking News – What’s App ରେ ଲାଗୁହେଲା ନୂଆ ନିୟମ ଏହି ସବୁ କାମ ନକରିଲେ ଆଜି ହିଁ ହୋଇପାରେ ଆକାଉଣ୍ଟ ଡିଲିଟ୍ ସମସ୍ତଙ୍କୁ ସେୟାର କରି ଜଣାନ୍ତୁ …

0

ଆଜି କାଲି ର ଯୁଗ ରେ ଆଧୁନିକତା ଅଧିକ ଦେଖିବାକୁ ମିଳୁଛି। ତେବେ ଏହି ଆଧୁନିକତା ପାଇଁ ଅନେକ୍ ନୂତନ ଜିନିଷ ସବୁ ଦେଖିବାକୁ ମିଳୁଛି । ଆଜିର ଯୁଗ କୁ ଆଧୁନିକ ବା ସ୍ମାର୍ଟ ଫୋନ୍ ର ଯୁଗ ବୋଲି କୁହା ଯାଏ । ଛୋଟ ପିଲା ଠାରୁ ଆରମ୍ଭ କରି ବଡ ଲୋକ ପର୍ଯ୍ୟନ୍ତ ସମସ୍ତେ ସ୍ମାର୍ଟ ଫୋନ୍ ବ୍ୟବହାର କରୁଛନ୍ତି। ଏହା ଦ୍ୱାରା ଲୋକ ମାନେ ଅନେକ ପ୍ରକାର ନୂତନ ତଥ୍ୟ ଜାଣି ପାରୁଛନ୍ତି। ଏହି ସ୍ମାର୍ଟ ଫୋନ୍ ରେ ଆମେ ମାନେ ବହୁ ପ୍ରକାର ର ଆପ୍ସ ସବୁ ବ୍ୟବହାର କରୁଛେ।

ସେହି ସବୁ ଆପ୍ସ ମାଧ୍ୟମରେ ଆମେ ମାନେ ଆମର ଅନେକ କାମ ମଧ୍ୟ କରୁଥାଉ। ଅନେକ ଗୁଡିଏ ଆପ୍ସ ଅଛି ଯାହା ଦ୍ୱାରା କି ଆମେ ମାନେ ସୋସିଆଲ ସାଇଡ୍ସ ସହ ଯୋଡି ହୋଇ ପାରିଥାଏ ଯେପରିକି, ଫେସବୁକ, ହ୍ୱାଡସପ୍, ଇଷ୍ଟାଗ୍ରାମ ଇତ୍ୟାଦି। ତେବେ ସବୁ ଆପ୍ସ ଗୁଡିକ ମଧ୍ୟରୁ ବହୁଳ ବ୍ୟବହାର ହେଉଥିବା ଆପ୍ ହେଉଛି ହ୍ୱାଡସପ୍। ଏହି ଆପ୍ କୁ ସବୁ ଲୋକ ପ୍ରାୟ ୟୁଜ୍ କରନ୍ତି। ତେବେ ଏହି ହ୍ଵାଟ୍ସଆପ ତରଫ ରୁ ଏକ ବଡ଼ ଖବର ଶୁଣିବାକୁ ମିଳିଛି। ତେବେ ଖବର ଆସିଛି କି ହ୍ଵାଟ୍ସଆପ ଆକାଉଣ୍ଟ ଡିଲିଟ ହୋଇ ଯିବ । ତେବେ ଏଥି ପାଇଁ ପ୍ରତେକ ବ୍ୟବହାରକାରି ଙ୍କୁ ମାନିବାକୁ ହେବ କିଛି ସର୍ତ୍ତ ।

ନହେଲେ ହ୍ଵାଟ୍ସଆପ କମ୍ପାନୀ ତରଫ ରୁ ବନ୍ଦ ହୋଇ ଯିବ ଆକାଉଣ୍ଟ ।ତେବେ ହ୍ୱାଟସଆପର ଏହିି ନୂଆ ସର୍ତ୍ତାବଳୀ ନୂଆ ବର୍ଷରୁ ଲାଗୁ ହେବାକୁ ଯାଉଛି । ଏହି ଖବର ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିବା ବେଳେ କଂପାନୀ ପକ୍ଷରୁ କିନ୍ତୁ ସେଭଳି କୌଣସି ସୂଚନା ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ ।ତେବେ ହ୍ଵାଟ୍ସଆପ ହେଉଛି ସାରା ପୃଥିବୀ ରେ ବହୁଳ ବ୍ୟବହାରକରି ଆପ । ଏହା କୁ ସାରା ପ୍ରୁଥିବି ରେ ।ପ୍ରାୟ ଦେଢ ବିଲିୟନରୁ ଅଧିକ ୟୁଜର ଅଛନ୍ତି ।

ଯଦି ବ୍ୟବହାରକରି ମାନେ ଏହି ସେବା କୁ ଆଗକୁ ବଢ଼ାଇବ ପାଇଁ କମ୍ପାନୀ ତରଫ ରୁ ଥିବା ସମସ୍ତ ସର୍ତ୍ତ ଗୁଡିକୁ ମନିବାକୁ ପଡିବ ।ସୂଚନା ଅନୁସାରେ ନୂଆ ଅପଡେଟ ସହିତ ହ୍ୱାଟସଆପରେ ଏହି ଆପ ପ୍ରଚାର ପଠାଇବାର ଫିଚର ମଧ୍ୟ ଯୋଗ କରାଯିବ । ଅର୍ଥାତ୍ ହ୍ୱାଟସଆପକୁ ଯଦି କୌଣସି ଜିନିଷ ସଂପର୍କରେ ବ୍ୟବହାରକାରି ପାଇଁ ଘୋଷଣା କରିବାର ଥିବ ତେବେ ଆପରେ ହିଁ ଏହା ବିଷୟ ରେ ସୂଚିତ କରିଦିଆଯିବ । ତେବେ ଏହି ତଥ୍ୟ ଚାର୍ଟରେ ନୁହେଁ ବରଂ ବ୍ୟାନର ଭାବରେ ବ୍ୟବହାରକାରୀଙ୍କୁ ଦିଆଯିବ । ଏଥିରେ ଟ୍ୟାପ୍ କରି ବ୍ୟବହାରକାରି ଙ୍କର ଏକ ଏକ୍ସଟରଲାନ ୱେବସାଇଟ ନିଆଯିବ, ଯେଉଁଠି ସମସ୍ତ ତଥ୍ୟ ସଂରକ୍ଷିତ ରହିଥିବ ।

ତେବେ କିଛି ଦିନ ଆଗରୁ ଫେସବୁକ ସହ ହ୍ଵାଟ୍ସଆପ ରେ ତଥ୍ୟ ବାଣ୍ଟିବା ଏକ ନୀତି ମଧ୍ୟ ରହି ଥିଲା । କିନ୍ତୁ ଏହା କୁ ନେଇ ଅନେକ ବିବାଦ ଦେଖା ଦେଇ ଥିଲା । ତେବେ ଏହି ସବୁ କାରଣ ରୁ ଦୁଇ ପ୍ରତିଷ୍ଠାତା ଏହାକୁ ସମ୍ପୂର୍ଣ ରୂପେ ଅଲଗା ରଖିବାକୁ ଚାଁହୁ ଥିଲେ ଏବଂ ଟଙ୍କା ରୋଜଗାର କରିବା ପାଇଁ ବ୍ୟବହାରକାରୀଙ୍କ ତଥ୍ୟ ବିକ୍ରି କିମ୍ବା ଫେସବୁକ ସହ ସେୟାର କରିବାକୁ ସଠିକ୍ ଭାବୁନଥିଲେ । କିନ୍ତୁ ତାହା ସଫଳ ହୋଇନଥିଲା ତେବେ ଏହା ଫେସବୁକ ସହ ମିଶିକି ରହିବା ପାଇଁ ଏକ ସ୍ୱତନ୍ତ୍ର ଡାଟା ସେୟାରିଂ ପଲିସି ମଧ୍ୟ ଆଣିଥିଲା। ଯାହା ଦ୍ୱାରା ତଥ୍ୟ ସବୁ ସେୟାର କରିହେବ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।