ଆଇସକ୍ରିମ ଖାଉଥିବା ବେଳେ ସେଥିରୁ ବାହାରିଲା ଏମିତି ଜିନିଷ ଯାହାକୁ ଦେଖି ଲୋକ ଚିତ୍କାର କରିବାକୁ ଲାଗିଲେ ଆଉ ତା’ପରେ

0

ଗରମ ଦିନରେ ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଟିକେ ଥଣ୍ଡା ପାଇବା ପାଇଁ ଓ ନିଜର ପାଟି କୁ ସ୍ୱାଦ ଦେବା ପାଇଁ ଆଇସକ୍ରିମ ଖାଇଥାନ୍ତି। ଏହା ଗରମ ଦିନ ପାଇଁ ବହୁତ ସୁନ୍ଦର ସ୍ୱାଦ ଦେଇ ଥାଏ। କିନ୍ତି ଆପଣ କେବେ ଭାବିଛନ୍ତି କି ଯଦି ଆଓଅନ ଆଇସକ୍ରିମ ଖାଇବା ବେଳେ ସେଥିରେ ଏପରି କିଛି ଜିନିଷ ବାହାରେ ଯାହାର ନା ସୁଣିଲେ ମଧ୍ୟ ଆପଣଂକୁ ଘୃଣା ଲାଗେ ତାହାଲେ କଣ ହେବ।ଆପଣଂକୁ ନିଶ୍ଚୟ ରାଗ ଆସିବ। ତେବେ ଆଜି ଆମେ ଆପଣଙ୍କୁ ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିବା ପରେ ଆପଣ ମଧ୍ୟ ବିଶ୍ୱାସ କରି ପାରିବେ ନାହିଁ।


ଜଣେ ମହିଳା ଜଣଙ୍କ କହି ଛନ୍ତି କି ସେ ଆଇସକ୍ରିମ ଖାଇବା ବେଳେ ସେଥିରୁ ଏକ ମଲା ମୂଷା ବାହାରିଛି। ଏହି ଘଟଣାଟି କୁ ଶୁଣିବା ପରେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇ ଯାଇଥିବେ। ତେବେ ଅଶନ୍ତୁ ଜାଣିବା ପ୍ରକୃତ ଘଟଣା ଟି କଣ। ସୂଚନା ଅନୁସାରେ ଏହି ଘଟଣା ଟି ହେଉଛି ଚିନ ର । ଚୀନର ଜଣେ ମହିଳା ଜଣଙ୍କ ନିଜର ପସନ୍ଦ ର ଆଇସକ୍ରିମ କିଣି ଖାଉଥିବା ସମୟରେ ସେଥିରେ ଏକ ଜମି ଯାଇଥବା ମୂଷା ଦେଖିବାକୁ ମିଳିଥିଲା। ମହିଳା ଜଣଙ୍କ କହିବା ଅନୁସାରେ ସେ ସେହି ଆଇସକ୍ରିମ ର ଗୋଟେ ଟୁକଡା ଖାଇଥିଲେ ଓ ଏହା ପରେ ତାଙ୍କୁ ମୂଷା ର ଲାଞ୍ଜ ଟି ଦେଖିବାକୁ ମିଳିଥିଲା। ସେ ସଂଗେ ସଂଗେ ଏହାର ଭଡ଼ିଓ କରିଥିଲେ।


ଏହା ପରେ ସେ ଏହି ଭଡ଼ିଓ କୁ ସୋସିଆଲ ମିଡିଆ ରେ ପୋଷ୍ଟ କରିଦେଇଥିଲେ ଏବଂ ଏହି ଭଡ଼ିଓ ଟି ଦେଖୁ ଦେଖୁ ଭାଇରାଲ ହୋଇ ଯାଇଥିଲା। ଏ କଥା ଶୁଣିବାକୁ ମିଳିଛି କି ସେ ମହିଳା ଜଣଙ୍କ ଯେଉଁ ଦୋକାନ ରୁ ଆଇସକ୍ରିମ ଆଣିଥିଲେ ସେହି ଦୋକାନୀ କୁ ତା ବାବଦକୁ ବହୁତ ଟଙ୍କା ଦେବାକୁ ପଡିଛି। ତେବେ ଚିନ ର ଏକ ନିଉଜ ଚେନାଲ ର କହିବା ଅନୁସାଟେ ଯେତେବେଲବ ମହିଳା ଜଣଙ୍କ ଛୋଟ ଲମ୍ବା କଲା ଜିନିସ ଦେଖିବାକୁ ପାଇଥିଲେ ସେତେବେଳେ ସେ ଏହାକୁ ବାଳ ଭାବି ଥିଲେ। କିନ୍ତି କିଛି ସମୟ ପରେ ସେ ଏହାକୁ କୌନସି କିଡା ଭାବିଥିଲେ। କିନ୍ତୁ ଶେଷରେ ସେ ଜାଣିବାକୁ ପାଇଥିଲେ ଯେ ଏହା ଏକ ମରିଯାଇଥିବା ମୂଷା ଅଟେ।

ତେବେ ଏହି ଘଟଣା ପରେ ସେହି ମହିଳା ଓ ଦୋକାନୀ ଭିତରେ ଝଗଡା ହୋଇଥିଲା। ଓ ସେ ମହିଳା ଜଣଙ୍କୁ ଶେଷରେ ଦୋକାନୀ ଜଣଙ୍କ ଟଙ୍କା ଦେବା ପାଇଁ ରାଜି ହୋ ଯାଇଥିଲେ ଓ କ୍ଷତି ପୁରାଣ ବାବଦକୁ ସେ ତାଙ୍କ ବହୁତ ଟଙ୍କା ଦେଇଥିଲେ। ତେବେ ଏହି ଘଟଣା ପରେ ଆଇସ୍କ୍ରିମ ଖାଉଥିବା ପ୍ରତ୍ୟକ ଲୋକ ସଚେତନ ହବା ନିହାତି ଆବଶ୍ୟକ। କାହିଁକି ନା କେତେବେଳେ କଣ କେଉଁଥିରୁ ବାହାରିବା ତାହା ଜାଣିବା ବହୁତ କଷ୍ଟକର ଅଟେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।