ଦେଖନ୍ତୁ ଭିଡିଓ – ବିବାହ ନ କରିବାରୁ ଫେକ୍ ଏକାଉଣ୍ଟ ଖୋଲି 10ରୁ ଅଧିକ ଅନ୍ତରଙ୍ଗ ଫଟୋ ସବୁ ଭାଇରାଲ୍ କରିଲା ଯୁବକ ଆଉ ତାପରେ

0

ଆଜି ର ଏହି ସମାଜ ରେ ଏଭଳି ସବୁ ଘଟଣା ଘଟୁଛି ।ଯାହା ଆମେ କେବେ ଭାବି ନ ଥିବା। ଏହି ସବୁ ଘଟଣା ଅତି ଲଜ୍ୟଜନକ୍ ହୋଇ ପଡିଛି।ସମାଜ ରେ ରହୁଥିବା ପ୍ରତେକ ଲୋକ କେବଳ ନିଜର ସୁବିଧା ସୁଯୋଗ ହିଁ ଖୋଜି ଥାନ୍ତି।ତେବେ ଏହା ପାଇଁ ସେମାନେ ଗୋଟିଏ ପରେ ଗୋଟିଏ ଅନ୍ୟାୟ ଅତ୍ୟାଚାର ସବୁ କରି ଥାନ୍ତି। ଆଉ ଯାହା ପାଇଁ ସେମାନେ ପର ମୁହୂର୍ତ୍ତରେ ଅନେକ ଅସୁଵିଧା ରେ ସମୁଖିନ୍ ହୋଇ ଥାନ୍ତି। ତେବେ ଏହି ସମାଜ ରେ ରହୁ ଥିବା ଏହି ମଣିଷ ମାନେ ଧୀରେ ଧୀରେ ହିଂସ୍ର , ଲୋଭି , କ୍ରୋଧ ରେ ବୁଡି ରହୁଛନ୍ତି। ଆଉ ଯାହା ଦ୍ୱାରା ସେମାନେ କାଉଟା ଭୁଲ ଆଉ କାଉଟା ଠିକ ଜାଣି ପାରନ୍ତି ନାହିଁ । ଆଉ ଏହା ପାଇଁ ଅସୁବିଧା ରେ ପଡି ଥାନ୍ତି।


ତେବେ ଆଜି ର ଯୁଗ ସ୍ମାର୍ଟ ଯୁଗ ରେ ପରିଣତ ହୋଇ ଗଲାଣି। ଏବେ ସବୁ କିଛି ତଥ୍ୟ ସୋସିଆଲ ମିଡିଆରେ ମିଳି ପାରୁଛି। ତେବେ ସାରା ଦେଶ ରେ ପ୍ରତେକ ଲୋକ ଏହି ସୋସିଆଲ ସାଇଟ ଗୁଡିକୁ ବ୍ୟବହାର କରୁଛନ୍ତି।ଆଉ ଅନେକ ତଥ୍ୟ ଜାଣି ପାରୁଛନ୍ତି। ଆଉ ଏହା ଦ୍ୱାରା ଦେଶ ରେ ପ୍ରତେକ ଲୋକ ନିଜ ନିଜ ଭିତରେ ଯୋଡି ହୋଇ ରହି ପାରୁଛନ୍ତି ।ତେବେ ଏହି ସୋସିଅଲ୍ ମିଡ଼ିଆ ରେ ଯେତିକି ଉପକାର ରହିଛି ତା ଠୁ ଅଧିକ ଅପକାର୍ ରହିଛି।

ତେବେ ଅନେକ ଲୋକ ଅଛନ୍ତି ଯେଉଁ ମାନେ ଏହି ସୋସିଆଲ ସାଇଟ ଗୁଡିକୁ ରୁ ଖରାପ କାମ ପାଇଁ ବ୍ୟବହାର କରି ଥାନ୍ତି। ତେବେ ଆପଣ ମାନେ ଜାଣି ଥିବେ କି ଆଜି କାଲି ସୋସିଆଲ ମିଡିଆରେ କେତେ ଝିଅ ଙ୍କର ଅଶୀଲ ଫୋଟୋ ବା ଭିଡିଓ ଦେଖିବାକୁ ମିଳେ। ତେଣେ ଏହି ସବୁ କିଛି ଖରାପ ଲୋକ ନିଜର ସୁବିଧା ପାଇଁ ଭାଇରଲ କରି ଦେଇ ଥାନ୍ତି। ତେବେ ସେମିତି ଏକ ଘଟଣା ଦେଖିବାକୁ ମିଳିଛି।ଆସନ୍ତୁ ଜାଣିବା ଘଟଣା ଟି କଣ ।


ତେବେ ଘଟଣା ଟି ହେଉଛି ଜଣେ ଯୁବକ ଗୋଟେ ଝିଅ କୁ ଭଲ ପାଉ ଥିଲା ଆଉ ତାକୁ ବିବାହ କରିବା ପାଇଁ କହିଲା । କିନ୍ତୁ ଝିଅ ଟି ବିବାହ ପାଇଁ ରାଜି ନ ହେବାରୁ ସେହି ଯୁବକ ଟି ଝିଅ ର ସମସ୍ତ ଅନ୍ତରଙ୍ଗ ମୁହୂର୍ତ୍ତ ର ଫୋଟୋ ସବୁ ସୋସିଆଲ ମିଡିଆ ରେ ଭାଇରଲ କରିଦେଲା ।ତେବେ ଗୋଟେ କି ଦୁଇ ଟି ଫୋଟୋ ନୁହଁ ୧୦ ରୁ ଅଧିକ ଫୋଟ ସୋସିଆଲ ମିଡିଆରେ ଘୁରି ବୁଲୁଚି। ତେବେ ଏହା ପାଇଁ ଝିଅ ଟି ଥାନା ର ଦୁଅରସ୍ଥ୍ ହୋଇଛି। ତେବେ ପୋଲିସ ସେହି ଅଭିଯୁକ୍ତକରି ଙ୍କୁ ଧରିଛି।

ତେବେ ଫୋଟ ଭାଇରଲ କରିବା ରେ ଅନ୍ୟ ଜଣ ଯୁବକ ସେହି ଯୁବକ କୁ ସାହାଯ୍ୟ କରିଛି। ତେବେ ଯୁବକ ଦୁଇ ଜଣ ଙ୍କ ନାମ ହେଉଛି ରଙ୍ଗିଲା ରାଜୁ । ଯିଏ କି ଭୁବନେଶ୍ଵର ରେ ରୁହନ୍ତି ଆଉ ଜଣେ ହେଉଛି ବମିଖାଲ ର ବିଭୁତିଭୂଷଣ ନାୟକ । ତେବେ ରଙ୍ଗିଲା ରାଜୁ ଫୋଟ ଭାଇରଲ କରିଛି ବୋଲି ସେ ପୋଲିସ ଆଗରେ ସତ ମନିଛି। ତେବେ ପୋଲିସ ତାଙ୍କୁ କୋର୍ଟ ଚାଲାଣ କରିଛି ବୋଲି ସୂଚନା ରୁ ଜଣା ପଡିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।