ବର ହେଇଥିବା Udit Narayanaଙ୍କ ପୁଅ ଆଦିତ୍ୟ ନାରାୟଣଙ୍କ କାରକୁ କିନ୍ନର ମାନେ କଲେ ଏମିତି କାମ ତା ପରେ ଆଦିତ୍ୟ ଯାହା କଲେ ଭିଡିଓ ଦେଖନ୍ତୁ…

0

ସାଧାରଣ ଭାବରେ ବଲିଓଡ଼ , ହୋଲିଉଡ଼ , ତୋଲିଉଡ଼ ତଥା ଓଲିଉଡ ର ଅଭିନେତା ଏବଂ ଅଭିନେତ୍ରୀ ମାନେ ନିଜ ନିଜର ପୋଷାକ ପତ୍ର,ପରିବାର , ଫିଲ୍ମ , ଆଲବମ ,ପ୍ରେମ ତଥା ନିଜର ବୈବାହିକ ସମ୍ପର୍କକୁ ନେଇ ସବୁବେଳେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ରେ ରହିଥାନ୍ତି।ତେବେ କିଛି ଦିନ ହେବ ଆମ ବୋଲିଉଡ଼ ଇନ୍ଦ୍ରଷ୍ଟ୍ରି ର ଭେଟେନାଟ ସଙ୍ଗୀତକାର ଉଦିତ ନାରାୟଣ ଙ୍କ ପୁଅ ଆଦିତ୍ୟ ନାରାୟଣ ବିବାହ ବନ୍ଧନ ରେ ବାନ୍ଧିହୋଇଛନ୍ତି ।ତେବେ ତାଙ୍କ ବିବାହ ର ଫୋଟ ଓ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ରେ ରହିବା ସହ ଅଧିକ ରୁ ଅଧିକ ଭାଇରଲ ହେବରେ ଲାଗିଛି ।


ତେବେ ତାଙ୍କର ବିବାହ କେତେକ ଭିଡ଼ିଓ ମଧ୍ୟରୁ ଆମେ ଆଜି ଆପଣଙ୍କୁ ଏମିତି ଏକ ଭିଡ଼ିଓ ବିଷୟରେ ଜଣେଇବାକୁ ଯାଉଛୁ ଯାହା ଜାଣିଲେ ଆପଣଙ୍କୁ ଖୁସି ଲାଗିବ ।ତେବେ ସୂଚନା ଅନୁସାରେ ଗତ ୨ ଡିସେମ୍ବର ରେ ସଙ୍ଗୀତକାର ଉଦିତ ନାରାୟଣ ଙ୍କର ପୁତ୍ର ଆଦିତ୍ୟ ନାରାୟଣ ଯିଏକି ବହୁତ ରିଆଲିଟି ସୋ ରେ ଆଙ୍କରିଙ୍ଗ କରୁଥିବାର ଆପଣ ମାନେ ଦେଖିଥିବେ ସେ ତାଙ୍କର ଗାର୍ଲଫ୍ରେଣ୍ଡ ଶ୍ୱେତା ଅଗ୍ରୱାଲ ଙ୍କୁ ବିବାହ କରିଛନ୍ତି ।ତେବେ ସେ ତାଙ୍କର ପିଲା ଙ୍କର ୬୫ ତମ ଜନ୍ମ ବାର୍ଷିକ ଉପଲକ୍ଷେ ତାଙ୍କର ପିତାଙ୍କୁ ଏହି ଉପହାର ଦେଇଛନ୍ତି ବୋଲି ସୋସିଆଲ ମିଡ଼ିଆ ରେ ଜଣେଇଥିଲେ ।


ତେବେ ଆଦିତ୍ୟ ଙ୍କର ଗାଡି ରାସ୍ତା ରେ ଯିବା ସମୟରେ ତାଙ୍କ କାର କୁ କିଛି କିନ୍ନର ମାନେ ଘେରି ପକେଇଥିଲେ ।ଏବଂ ପରେ ଆଦିତ୍ୟ ଙ୍କୁ ଆଶୀର୍ବାଦ ଦେଇଥିଲେ ତେବେ ଆଦିତ୍ୟ ଙ୍କର ପ୍ରିୟଜନ ମାନେ ସେମାନଙ୍କୁ କିଛି ଟଙ୍କା ଦେବା ପରେ କିନ୍ନର ମାନେ ତାଙ୍କୁ ଯିବାକୁ ଦେଇଥିଲେ ।ଏହି ଭିଡ଼ିଓ ଟି ପ୍ରାୟ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି ।ଖାଲି ଏତିକି ନୁହେଁ ଆହୁରି କେତେକ ମଜାଦାର ର କେମେଡ଼ି ଭିଡ଼ିଓ ସବୁ ଏବେ ଚର୍ଚ୍ଚା ରେ ରହିଛି ।

 

View this post on Instagram

 

A post shared by Viral Bhayani (@viralbhayani)

ତେବେ ସୋସିଆଲ ମିଡ଼ିଆ ରେ ଭାଇରଲ ହୋଇଥିବା ଭିଡ଼ିଓ ରୁ ଜଣାପଡିଛି ଯେ ପୁଅ ଆଦିତ୍ୟ ନାରାୟଣ ଙ୍କ ବିବାହରେ ବୋଲିଉଡ଼ ର ଭେଟେନାଟ ସଙ୍ଗୀତକାର ଉଦିତ ନାରାୟଣ ବହୁତ ଖୁସି ଥିଲେ ।ସେ ତାଙ୍କର ପୁତ୍ର ର ବିବାହ ରେ ନାଚୁଥିବାର ମଧ୍ୟ ସମସ୍ତ ଙ୍କ ଆଗକୁ ଆସିଥିଲେ ।ଖାଲି ବାପା ନୁହଁନ୍ତି ବରଂ ଆଦିତ୍ୟ ଙ୍କର ମା ଦୀପା ନାରାୟଣ ମଧ୍ୟ ନିଜ ପୁଅ ବିବାହ କୁ ଉପଭୋଗ କରି ନାଚୁଥିଲେ ।

ତେବେ ଉଦିତ ତାଙ୍କ ପୁଅ ର ବାହାଘର ରେ ଅନେକ ଲୋକ ତଥା ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ,ଅମିତାଭ ବଚନ,ଧର୍ମେନ୍ଦ୍ର ଜି ଆଦି ଙ୍କୁ ବିବାହ କୁ ନିମନ୍ତ୍ରଣ କରିଥିଲେ ।କିନ୍ତୁ କରନା ଭୂତାଣୁ ର ଭୟରେ ସେମାନେ ବିବାହ ରେ ଉପସ୍ଥିତ ନଥିଲେ ।ତେବେ ରିସେପସନ ରେ ସେମାନଙ୍କ ର ଆସିବାର ସମ୍ଭାବନା ରହିଛି । ଶ୍ୱେତା ଙ୍କୁ ଆଦିତ୍ୟ ପ୍ରାୟ ୧୧ ବର୍ଷ ହେଲା ଜାଣିଛନ୍ତି ତେବେ ଉଭୟ ବିବାହ ବନ୍ଧନରେ ବାନ୍ଧିହୋଇ ବହୁତ ଖୁସି ଅଛନ୍ତି ।ଏବଂ ଆଦିତ୍ୟ ନିଜର ସ୍ୱପ୍ନ ପୁରା ହୋଇଛି ବୋଲି ମଧ୍ୟ ପ୍ରକାଶ କରିଛନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।