କପଡା ଧୋଇବା ସମୟରେ ମା ଙ୍କୁ ଝିଅର ପକେଟରୁ ମିଳିଲା ଏପରି ଏକ ଚିଠା ପଢିବା ମାତ୍ରେ ମୋ ହୋଇଗଲେ ବେହୋସ ସଂପୂର୍ଣ୍ଣ ଘଟଣା ଟି ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ

0

ବର୍ତ୍ତମାନ ଭାରତ ହେଉଛି ବିଶ୍ଵ ର ଏକ ଅଗ୍ରଗତି ଶିଳ ଦେଶ ଅଟେ ।ଏବଂ ଆମେ ଏବେ ଏକ ଅତ୍ୟାଧୁନିକ ,ଶିଖିତ ସମାଜରେ ବସବାସ କରୁଛୁ। କିନ୍ତୁ ସବୁବେଳେ ଆମ ମନ ରେ ଏକ ପ୍ରଶ୍ନ ଉଙ୍କିମାରେ କି କଣ ଆମେ ଏବେ ଶିଖିତ ..??? କଣ ଆମ ସମାଜ ରେ ଏବେ କୌଣସି କୁସଂସ୍କାର ଏବଂ ଅନ୍ଧବିଶ୍ୱାସ ର ଛାୟା ଠାରୁ ଦୁରେଇ ଯାଇଛି …ନା ଏବେ ବି ଆମେ ସେହି କୁସଂସ୍କାର ଏବଂ କୁପ୍ରାଥ ର ଶିକାର ହେଉଚୁ..??? ତେବେ ଆମେ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଘଟଣା ବିଷୟରେ ଜଣେଇବାକୁ ଯାଉଛୁ ଯାହା ଜାଣିଲେ ଆପଣ ଭୁଲିଯିବେ କି ଆପଣ ଏକ ଶିକ୍ଷିତ ଓ ଅତ୍ୟାଧୁନିକ ସମାଜରେ ବସବାସ କରୁଛନ୍ତି ବୋଲି ।


ସୂଚନାଯୋଗ୍ୟ ଯେ,ଆଜି ଆମେ ଆପଣ ଙ୍କୁ ଏହି ଅତ୍ୟାଧୁନିକ ଟେକ୍ନୋଲୋଜି ର ଦୁନିଆଁ ରେ ଏମିତି ଏକ ଘଟଣା ବିଷୟରେ ଜଣେଇବାକୁ ଯାଉଛୁ ଯାହା କେବେବି ବିଶ୍ୱାସ ଯୋଗ୍ୟ ହୋଇନପାରେ ।ତେବେ ଘଟଣା ଟି କିଛି ଏମିତି ରହିଛି କି ଜଣେ ଝିଅ ନିଜ ବାପା ର ଡ୍ରେସ ସଫା କରୁଥିବା ସମୟରେ ତା ବାପା ଙ୍କର ଡ୍ରେସ ପକେଟ ରୁ ସେ ଏକ ଚିଠି ପାଇଥିଲା ।ତେବେ ଯେତେବେଳେ ସେହି ଚିଠି କୁ ପଢିଥିଲେ ସେତେବେଳେ ତାଙ୍କର ହୋସ ଉଡିଯାଇଥିଲା କାରଣ ଚିଠି ରେ ଯାହା ଲେଖା ହୋଇଥିଲା ତାହା ଥିଲା ଅତ୍ୟନ୍ତ ବିସ୍ମୟକର ।


ଉଲେଖଯୋଗ୍ୟ ଯେ, କିଛି ଦିନ ତଳେ ତାଙ୍କ ବାପା ଙ୍କର ସାନ ଭାଇ ଙ୍କର ମୃତ୍ୟୁ ହୋଇଥିଲା ।ତେବେ ଆପଣ ମାନେ ନିଶ୍ଚିତ ଭାବୁଥିବେ କି ସାନ ଭାଇ ର ମୃତ୍ୟୁ ଓ ଚିଠି ମଧ୍ୟରେ କଣ ସମ୍ପର୍କ ରହିଛି ।ତେବେ ଆମେ ଆପଣ ଙ୍କୁ ଜଣେଇଦେଉଛୁ ଯେ ସେହି ଚିଠି ଟି ଜଣେ ତାନ୍ତ୍ରିକ ଲେଖିଥିଲେ ଯେଉଁଥିରେ ଲେଖା ଥିଲା କି ସେ ତାନ୍ତ୍ରିକ ତାଙ୍କୁ ନିଜର ଘରର ଏକ ସ୍ଥାନରେ ଅନେକ ଧନ ସମ୍ପତ୍ତି ଓ ଟଙ୍କା ତାଙ୍କୁ ଆଣିଦେବ ।ଆଉ ସେଥିପାଇଁ ଏକ ନର ବଳି ର ଆବଶ୍ୟକତା ରହିଛି ।ଏହି କଥା ଜାଣିବା ପରେ ସେ ଧନ ସମ୍ପତ୍ତି ଲୋଭ ରେ ନିଜର କାକା ଙ୍କର ଭାଇ ଙ୍କୁ ସେଠାରେ ବଳି ଦେଇଥିଲେ ।ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା ।


ଏ ସବୁ ଘଟଣା ବିଷୟରେ ଜାଣିବା ପରେ ତାଙ୍କର ପରିବାର ଲୋକ ତାଙ୍କ ନାମର ଓ ସେହି ଘଟଣା ରେ ସମ୍ପୁର୍କ୍ତ ଥିବା ତାନ୍ତ୍ରିକ ନାମରେ ପୋଲିସ ରେ ଅଭିଯୋଗ କରିଥିଲେ । ପୋଲିସ ରେ ଅଭିଯୋଗ କରିବା ପରେ ପୋଲିସ୍ ତାଙ୍କୁ ଓ ସେ ତାନ୍ତ୍ରିକ କୁ ଗିରଫ କରି ଜେଲ ରେ ଭର୍ତ୍ତି କରିଛି ।ଏବଂ ସେମାନେ ତାଙ୍କର ତଦନ୍ତ ଜାରି ରଖିଛନ୍ତି । ତେବେ ବର୍ତ୍ତମାନ ଆମ ସମାଜ ଏତେ ଆଗେଇଲାଣି ଯେ ଆମେ ପୃଥିବୀ କୁ ଛାଡି ଚନ୍ଦ୍ର ରେ ରହିବାର ଯୋଜନା କରୁଛନ୍ତି କିନ୍ତୁ ଅନ୍ୟ ପଟରେ ଅନ୍ଧ ବିଶ୍ୱାସ ଓ କୁସଂସ୍କାର ଆମର ଜୀଵନ ନେବାକୁ ଲାଗିଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।