ଦେଖନ୍ତୁ ଭିଡ଼ିଓ : ଜଙ୍ଗଲ ଭିତରେ ୬୦ ବର୍ଷ ବୁଢା ସହ ରୋମାନ୍ସ କରୁଥିଲେ ଦେଖ ଏହି ଭାଇରଲ LIVE ଭିଡ଼ିଓ…..

0

ଉଲେଖଯୋଗ୍ୟ ଯେ , ବର୍ତ୍ତମାନର ପ୍ରେମ ଆଉ ଆଗ ଯୁଗର ରାଧା-କୃଷ୍ଣ ଙ୍କ ପ୍ରେମ ପରି ପବିତ୍ର ନୁହେଁ । ବର୍ତ୍ତମାନର ଏହି ଅତ୍ୟାଧୁନିକ ଯୁଗରେ ପ୍ରେମର ଅର୍ଥ କହିଲେ କେବଳ କାମନା ଏବଂ ବାସନାର ସମାହାର । ଏବେ ଏହି ଯୁବ ପିଢୀ ମାନେ ମଧ୍ୟ ନିଜର ତଥା ନିଜ ପରିବାରର ମାନସଂମାନ କୁ ଭୁଲିଯାଇ ଏହି କୌଳିସିତ କାର୍ଯ୍ୟରେ ଲିପ୍ତ ରହୁଛନ୍ତି ଯାହାକି ଉଭୟ ନିଜର , ପରିବାରର ଏବଂ ସମାଜ ର ଆଗାମୀ ପିଢୀ ଙ୍କ ପାଇଁ ମଧ୍ୟ ଏହାର ଖରାପ ପ୍ରଭାବ ପକେଇବ ।

ତେବେ ଏହି କିଛି ଦିନ ତଳେ ସୋସିଆଲ ମିଡ଼ିଆ ରେ ଏକ ଅତ୍ୟାଧୁନିକ ପ୍ରେମୀ ଯୁଗଳ ଙ୍କ ରାହାସଲୀଳା ଭାଇରଲ ହେବାରେ ଲାଗିଛି । ସୂଚନା ଅନୁସାରେ ଜଣାଯାଇଛି ଯେ , ଏକ ନିଛାଟିଆ ଜଙ୍ଗଲ ର ଏକ ପାର୍ଶ୍ୱ ରେ ଜଣେ ଯୁବତୀ ଜଣେ ୬୦ ବର୍ଷ ର ବୃଦ୍ଧ ଙ୍କ ସହ ପ୍ରେମ ଲୀଳା ରେ ଲିପ୍ତ ଥିବାର । କିନ୍ତୁ ସେମାନେ ଭୁଲି ଯାଇଥିଲେ କି ସେ ଜଙ୍ଗଲ ଟି ଏକ ସର୍ବସାଧାରଣ ସ୍ଥାନ ଅଟେ ଆଉ ନିଜର ପ୍ରେମାନନ୍ଦ ରେ ଭରି ରହିଥିଲେ ଉଭୟ ବୃଦ୍ଧ ଏବଂ ଯୁବତୀ ଦୁହେଁ । ତେବେ ତାଙ୍କର ଏହି କାରନାମା କୁ ଦେଖି ସେଠାକାର କିଛି ବ୍ୟକ୍ତି ସେହି ପ୍ରେମୀ ଯୁଗଳ ଙ୍କୁ ଠାବ କରିଥିଲେ ଏବଂ ସେମାନ ଙ୍କର ଭିଡ଼ିଓ ବନେଇଥିଲେ ଯାହା କି ଏବେ ମୋବାଇଲ ରୁ ମୋବାଇଲ କୁ ଘୁରିବୁଲୁଛି ।

ସେହି ଭାଇରଲ ଭିଡ଼ିଓ ରେ ଜଣାଯାଇଛି ଯେ , ସେହି ପ୍ରେମୀ ଯୁଗଳ ଙ୍କର ଭିଡ଼ିଓ କରିଥିବା ବ୍ୟକ୍ତି ମାନେ ସେମାନଙ୍କୁ ନିଜର ଘର ର ଠିକଣା ମାଗିବା ସହ ଉଭୟଙ୍କ ଫୋଟ ଉଠେଇ ତାହାକୁ ଉଭୟଙ୍କ ର ବାପା – ମା ଙ୍କ ପାଖକୁ ପଠେଇବାର ଧମକ ଦେଇଛନ୍ତି । ଖାଲି ଏତିକି ନୁହେଁ ବରଂ ତାଙ୍କୁ ବିଭିନ୍ନ ପ୍ରକାର ର ଅଶୀଳ ଭାଷାରେ ମଧ୍ୟ ଗାଳି ଦେଉଛନ୍ତି । ଏହି ଭିଡ଼ିଓ ଟିରେ ଜଣାଯାଇଛି ଯେ ସେହି ପ୍ରେମୀ ଯୁଗଳ ଙ୍କର ଭିଡ଼ିଓ କରୁଥିବା ବ୍ୟକ୍ତି ମାନେ ସେମାନ ଙ୍କର ଏପରି ବ୍ୟବହାର ପାଇଁ ସେମାନଙ୍କୁ ଏକ ସଜା ଦେବାକୁ ଯୋଜନା କରିଛନ୍ତି ଏବଂ ବାରମ୍ବାର ଉଭୟ ଙ୍କର ପରିବାର ଲୋକଙ୍କୁ ଡାକିବାକୁ କହିଛନ୍ତି ।

ତେବେ ଏହା ଦେଖି ସେଥିରେ ସମ୍ପୁର୍କ୍ତ ଥିବା ଯୁବତୀ ଜଣଙ୍କ ବହୁତ ଭାଙ୍ଗି ଯାଇ ସେମାନଂକୁ କାନ୍ଦି କାନ୍ଦି କ୍ଷମା ପ୍ରାର୍ଥନା କରୁଛନ୍ତି ।ତେବେ ଶେଷରେ ଲୋକମାନେ ସେହି ଯୁବକ କୁ ସେହି ଝିଅ ଟୀକୁ ସିନ୍ଦୁର ଦେବାକୁ କହିଛନ୍ତି ଏବଂ ତାକୁ କେବେହେଲେ ନଠକେଇବାକୁ କହିଛନ୍ତି  । ତେବେ ସେମାନଙ୍କ କହିବା ଅନୁସାରେ ଏପରି ଭାବରେ କରିବା ଦ୍ବାରା ଆଗାମୀ ପିଢୀ ର ଯୁବ ଯୁବତୀ ମାନେ ଆଉ ଏହି ପରି କାର୍ଯ୍ୟ କରିବା ପୂର୍ବରୁ ଶହେ ଥର ଚିନ୍ତା କରିବେ ଆଉ ଏପରି ଭୁଲ କାମ କରିବାକୁ କେବେ ହେଲେ ସାହସ କରିବେ ନାହିଁ । ତେବେ ସେହି ବ୍ୟକ୍ତି ମାନେ ମଧ୍ୟ କହିଛନ୍ତି ଯେ ଅନେକ ଥର ସେମାନେ ସେହି ଜଙ୍ଗଲ ରେ ବହୁ ପ୍ରେମି ଯୁଗଳ ଙ୍କୁ ଅଶୀଳ ଭାବରେ ଆଗରୁ ମଧ୍ୟ ଦେଖିଛନ୍ତି ଏବଂ ସେମାନଙ୍କୁ ମଧ୍ୟ ପାନେ ଦେଇଛନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।