ଜାଣନ୍ତୁ ଏଭଳି ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବ

0

ଜ୍ଞାନ ର ଅସୀମ ଭଣ୍ଡାର ରହିଛି। ଏହାକୁ ଯେତେ ପଢିଲେ ସରେ ନାହିଁ। ତେବେ ସେହି ଜ୍ଞାନ ଭିତରେ ଏମିତି କେତେକ ପ୍ରଶ୍ନ ର ଉତ୍ତର ଜାଣି ଥିଲେ ମଧ୍ୟ ତାହାର ପ୍ରଶ୍ନ ଆମେ ଜାଣି ନ ଥାଉ । ସେମିତି କିଛି ଆଶ୍ଚର୍ଯ୍ୟ ଜନକ ପ୍ରଶ୍ନ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ହେଲେ ଏହା ଆମର ବହୁତ ଦରକାରୀ ମଧ୍ୟ ହୋଇ ଥାଏ । ତେବେ ଏହି ସାଧାରଣ ପ୍ରଶ୍ନ ଗୁଡିକ ଆମର ଭବିଷ୍ୟତ ରେ ବହୁତ କାମ ରେ ଆସି ଥାଏ।ତେବେ ଏହି ସାଧାରଣ ପ୍ରଶ୍ନ ଗୁଡିକ ଆମ ଆମ ଜୀବନ ସହିତ ମଧ୍ୟ ଜଡିତ ହୋଇ ଥାଏ। ଯାହା ଆମେ କେବେ ଜାଣି ନ୍ ଥିବା। ଆଉ ଏହି ଭଳି ଜାଣିବା ଦ୍ୱାରା ପଢିବା ଦ୍ୱାରା ଆମର ଜ୍ଞାନ ବଢ଼ି ଥାଏ। ତେବେ ଆସନ୍ତୁ ଜାଣିବା ଏମତି କିଛି ପ୍ରଶ୍ନ ଓ ତାର ଉତ୍ତର କଣ ।


୧)ମୁଁ ଜଣେ ମହିଳା କିନ୍ତୁ ଯଦି ଟେରେସା ର ଝିଅ ମୋ ଝିଅର ମାଆ ଅଟେ ତେବେ ମୁଁ ଟେରେସା ର କଣ ହେବି ?
ଉତ୍ତର:-ଝିଅ

୨) କେଉଁ ଜୀବ ତାର ସବୁ କାମ ନାକ ଦ୍ୱାରା କରିଥାଏ?
ଉତ୍ତର :- ହାତୀ

୩)କେଉଁ ଫଳ ଉପରେ ପତ୍ର ଥାଏ?
ଉତ୍ତର :- ସପୁରୀ

୪) ଭାରତର କେଉଁ ସହର ର ନାମରେ ହିନ୍ଦୀ, ଇଂରାଜୀ ଓ ସଂସ୍କୃତ ଭାଷା ର ଶବ୍ଦ ଆସିଥାଏ?
ଉତ୍ତର :- ଅହମ୍ମଦାବାଦ

୫) କଳା କୁକୁଡା ଧଳା କୁକୁଡା ଠାରୁ କେଉଁ ଗୁଣ ରେ ବେଶୀ ଚାଲାକ୍?
ଉତ୍ତର :- କଳା କୁକୁଡା ଧଳା ଅଣ୍ଡା ଦିଏ କିନ୍ତୁ ଧଳା କୁକୁଡା କଳା ଅଣ୍ଡା ଦିଏ ନାହିଁ?

୬) ପଦେ କଥା କହିଲେ ବି ଅଲଗା ହୋଇ ଯାଆନ୍ତି, ସେମାନେ କିଏ?
ଉତ୍ତର :- ଓଠ

୭) ୫ ଅକ୍ଷର ମୋର ନାମ। ଓଲଟା ସିଧା ଏକ ସମାନ। ଏହାର ଉତ୍ତର କଣ?
ଉତ୍ତର :- ନବଜୀବନ

୮) ତାହା କେଉଁ ଶବ୍ଦ ଯେଉଁଥିରେ ଫୁଲ, ଫଳ ଓ ମିଠେଇ ର ନାମ ଆସିଥାଏ?
ଉତ୍ତର :- ଗୋଲାପଜାମୁ

୯) ମୁଁ ଆପଣ ଙ୍କୁ ଗୋଟିଏ ପ୍ରଶ୍ନ ପଚାରୁଛି କୁହନ୍ତୁ ତାର ନାମ କଣ?
ଉତ୍ତର :- ଉତ୍ତର ଏକ ଦିଗ

୧୦) ଜଣେ ବ୍ୟକ୍ତି ଫ୍ରାଇଡେ କୁ ଆସିଲେ ,ତିନି ଦିନ ରହିଲେ ଏବଂ ଫ୍ରାଇଡେ ଦିନ ଚାଲିଗଲେ,ଏହା କେମିତି ସମ୍ଭବ।
ଉତ୍ତର :- ଏକ ହୋଟେଲ ର ନାମ ଫ୍ରାଇଡେ ଥିଲା, ସେହି ବ୍ୟକ୍ତି ଜଣକ ହୋଟେଲ୍ କୁ ଆସି 3 ଦିନ ରହି ଫ୍ରାଇଡେ କୁ ଚାଲିଗଲେ।

୧୧) ଭାରତର ଜାତିୟ ପଶୁ ର ନାମ କ’ଣ ?
ଉତ୍ତର:- ବାଘ

୧୨)ଆଳୁ ସର୍ବ ପ୍ରଥମେ କେଉଁ ଠାରେ ମିଳିଥିଲା ?
ଉତ୍ତର:- ଭୁମି ତଳୁ

୧୩) A ହେଉଛି B ର ବାପା , କିନ୍ତୁ A ର ପୁଅ B ନୁହଁ , ତେବେ ସମ୍ଭବ ହେବ ?
ଉତ୍ତର:- କାରଣ B ଜଣେ ଝିଅ

୧୪) ୮ ଜଣ ଗୋଟିଏ କାନ୍ଥ କୁ ୧୦ ଘଣ୍ଟା ରେ ତିଆରି କଲେ , ଯଦି ୪ ଜଣ କରିବେ କେତେ ସମୟ ଲାଗିବ ?
ଉତ୍ତର:- କିଛି ସମୟ ଲାଗିବନି ,କାରଣ ୮ ଜଣ ସେହି କାନ୍ଥ କୁ ତିଆରି କରି ସାରି ଥିବେ ।

୧୫) ଯଦି ଗୋଟେ ମୟୁର ଦିନ କୁ ଗୋଟିଏ ଅଣ୍ଡା ଦିଏ , ତେବେ ଦୁଇଟି ମୟୁର ପାଞ୍ଚ ଦିନ ରେ କେତୋଟି ଅଣ୍ଡା ଦବ ?
ଉତ୍ତର:- ମୟୁର ଅଣ୍ଡା ଦେଇ ନ ଥାଏ,କାରଣ ମୟୂରୀ ଅଣ୍ଡା ଦେଇ ଥାଏ

୧୬)ପୋଷା ମାନେ କିନ୍ତୁ ନୁହେଁ ସେ ପ୍ରାଣୀ, ଶୁଖିଲା ଖାଏ ସେ ପିଏନି ପାଣି, ପେଚା ନୁହେଁ କିନ୍ତୁ ଅନ୍ଧାରେ ଦେଖେ, ସାହାର୍ଯ୍ୟ କରେ ସେ ରଖିଲେ ପାଖେ?
ଉତ୍ତର :- ଟର୍ଚ୍ଚ

୧୭)ରାମ ଏବଂ ରଘୁ ଦୁଇ ଭାଇ ଜନ୍ମ ହୋଇଥିଲେ ‘ ମେ ‘ ରେ କିନ୍ତୁ ସେମାନଙ୍କ ର ଜନ୍ମଦିନ ଜୁନ୍ ରେ ଏହା କିପରି ସମ୍ଭବ?
ଉତ୍ତର :- ଏହା ସମ୍ଭବ କାରଣ ମେ ଏକ ସ୍ଥାନ ର ନାମ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।