ଦେଖନ୍ତୁ ଭିଡିଓ – ବାଥରୁମ ରେ Mms ବନେଇ ନିଜ ଭିଡିଓ ନିଜେ ଭାଇରାଲ କରିଲେ ଏହି ଯୁବତୀ ପରେ ହେଲା ଏଭଳି ସ୍ୱପ୍ନରେ ବି ଭାବି ନଥିବେ

0

ଆପଣମାନେ ଜାଣିଥିବେ କି ଆମ ସମାଜରେ ଆମେ ନାରୀ ମାନଙ୍କର ଏକ ଅଲଗା ସମ୍ମାନ ରହିଥାଏ । ଜଣେ ନାରୀ ଙ୍କୁ ଗୋଟିଏ ଘରର ଲକ୍ଷ୍ମୀ ବୋଲି ମଧ୍ୟ କୁହାଯାଏ । ମାତ୍ର ଆମ ସମାଜରେ କିଛି ଏମିତି ସ୍ଵଭାଵ ର ବ୍ୟକ୍ତି ବସବାସ କରନ୍ତି କି ସେମାନେ ନାରୀ ମାନଙ୍କର ମାନ ସମ୍ମାନ ତଥା ତାଙ୍କର ଇଜ୍ଜତ କୁ ନେଇ ଖେଳ ଖେଳିଥାନ୍ତି।

ବର୍ତ୍ତମାନର ଏହି ଅତ୍ୟାଧୁନିକ ଟେକ୍ନୋଲୋଜି ର ଭୁଲ ବ୍ୟବହାର କରି କିଛି ଲୋକମାନେ ନିଜର ବ୍ୟବସାୟ ବଢେଇବାର ଲାଗିଛନ୍ତି । ଏହି ଖୋଳ ସ୍ୱଭାବ ର ଲୋକମାନେ ଝିଅ ମାନଙ୍କର କିଛି MMS ଗୁପ୍ତ ରେ କରି ସୋସିଆଲ ମିଡ଼ିଆ ରେ ଭାଇରଲ କରି ଝିଅ ଟୀକୁ ବଦନାମ କରିବା ସହ କେବେକେବେ ତାଙ୍କୁ ବ୍ଲାକମେଲ ମଧ୍ୟ କରିଥାନ୍ତି । ତେବେ ଆମେ ଆଜି ଆପଣଙ୍କୁ ଏମିତି ଏକ ଘଟଣା ଉପରେ ଜଣେଇବାକୁ ଯାଉଛୁ ।

ଉଲେକ୍ଷ୍ୟଯୋଗ୍ୟ ଯେ , ବର୍ତ୍ତମାନର ଅତ୍ୟାଧୁନିକ ଯନ୍ତ୍ରପାତି ର ନିର୍ମାଣ ଦ୍ୱାରା ଲୋକମାନଙ୍କର ଉନ୍ନତି ହେବା ସହ ଅବନତି ମଧ୍ୟ ହେଉଛି । ତେବେ ସାଧାରଣତ୍ୱ ଝିଅ ମାନେ ବାର୍ଥ-ରୁମ ରେ କିମ୍ବା କୌଣସି ମଲ ର ଚେଞ୍ଜ ରୁମ କୁ ନିଜକୁ ଭଲ ଭାବେ ପ୍ରସ୍ତୁତ କରିଥାନ୍ତି ଓ ତାଙ୍କର ବ୍ୟକ୍ତିଗତ କାର୍ଯ୍ୟ ମଧ୍ୟ କରିଥାନ୍ତି । ମାତ୍ର ବର୍ତ୍ତମାନ ର କିଛି ମାନସିକ ସ୍ତରରେ ଖରାପ ଲୋକ ଏହାର ଭୁଲ ଫାଇଦା ଉଠାଇବାରେ ଲାଗିଥାନ୍ତି । ତେବେ ସେମାନେ ପବ୍ଲିକ ବାର୍ଥରୁମ ଓ ମଲ ର ଚେଞ୍ଜ ରୁମ ରେ ଛୋଟ କ୍ୟାମେରା କୁ ଲୁଚେଇ ରଖିଥାନ୍ତି ଏବଂ ଝିଅ ମାନଙ୍କ ର ଏମଏମଏସ କରି ତାକୁ ଇଣ୍ଟରନେଟରେ ଭାଇରଲ କରିଥାନ୍ତି।

ତେବେ ଏମିତି ଏକ ଘଟଣା ର ଶିକାର ହୋଇଛନ୍ତି ଜଣେ ଯୁବତୀ । ସୂଚନାଯୋଗ୍ୟ ଯେ , ରୁନି (ଛଦ୍ମ ନାମ ) ନାମକ ଜଣେ ମହିଳା ଙ୍କର ଏମଏମଏସ ଟି ଏବେ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି । ତେବେ ଏନେଇ ରୁନି ଙ୍କୁ ତାଙ୍କ ସମାଜରେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ବୋଲି ତାଙ୍କର ପରିବାର ଲୋକ କହିଛନ୍ତି । ସୂଚନା ଅନୁସାରେ , ଗତ ୨୧ ଜୁଲାଇ ରେ ରୁନି କୌଣସି କାର୍ଯ୍ୟ ବଶତଃ ନିଜ ଗ୍ରାମଠାରୁ ଦୂରକୁ ଥିବା ଏକ ପବ୍ଲିକ ବାର୍ଥରୁମ ବ୍ୟବହାର କରିଥିଲେ ।

ତେବେ ସେହି ଭିଡ଼ିଓ ଟି ଏବେ ଇଣ୍ଟରନେଟରେ ଭାଇରଲ ହୋଇଛି ବୋଲି ସେ କହିଛନ୍ତି । ଏହାର ତଦନ୍ତ ପରେ ଜଣା ପଡ଼ିଛି ଯେ , ରୁନି ବ୍ୟବହାର କରିଥିବା ବାର୍ଥରୁମ ରେ ଥିବା ଆଇନା ରେ ଏକ ଛୋଟ କ୍ୟାମେରା ଲୁଚି ରହିଥିଲା । ତେବେ ରୁନି ସେହି ବାର୍ଥରୁମ ରେ ନିଜର ଡ୍ରେସ ଚେଞ୍ଜ କରିଥିଲେ ଯାହାକି ସେହି ଅସମାଜିକ ବ୍ୟକ୍ତି ଜଣକ ରେକର୍ଡ କରି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହାକୁ ଭାଇରଲ କରିବାରେ ଲାଗିଛି । ଏହା କେବଳ ଗୋଟିଏ ଝିଅ କିମ୍ବା ଗୋଟିଏ ପବ୍ଲିକ ବାର୍ଥରୁମ ର ଘଟଣା ନୁହେଁ ବରଂ ଏମିତି ବହୁତ ଝିଅ ଏହିପରି ସମସ୍ୟା ର ସମୁଖୀନ ହୋଇ କେହି କେହି ଲଜ୍ୟା ରେ ଆତ୍ମହତ୍ୟା କରିବା ସହ କେହି କେହି ସମାଜରେ ମୁଣ୍ଡ ତଳକୁ କରି ବଞ୍ଚୁଛନ୍ତି ଯାହାକି ଏକ ଅତ୍ୟନ୍ତ ନିନ୍ଦନିୟ ଘଟଣା ଅଟେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।