Jyotisha shastra – ମଙ୍ଗଳବାର ସକାଳୁ ଉଠି କହିଦିଅନ୍ତୁ ଏହି ହନୁମାନ ମନ୍ତ୍ର ,ଅତିଶୀଗ୍ର ମିଳିବ ଖୁସି ଖବର

0

ଆମ ଦେଶ ରେ ପ୍ରତେକ ଲୋକ ଈଶ୍ୱର ଙ୍କୁ ପୂଜା କରନ୍ତି , ତାଙ୍କୁ ଭକ୍ତି କରନ୍ତି । ତେବେ ସମସ୍ତଙ୍କର ଈଶ୍ୱର ଙ୍କର ଉପରେ ମଧ୍ୟ ପୂର୍ଣ୍ଣ ବିଶ୍ୱାସ ରହିଛି। ଆଉ ସମସ୍ତେ ଭାବନ୍ତି ଈଶ୍ୱର ଜାହା କରିବେ ସମସ୍ତ ଙ୍କ ମଙ୍ଗଳ ପାଇଁ । ତେବେ ବେଳେ ବେଳେ ଆପଣ ଭଗବାନ ଙ୍କର ଅନେକ ଲୀଳା ମଧ୍ୟ ଦେଖିବାକୁ ମିଳି ଥାଏ । ଯାହା ଅତି ଆଶ୍ଚର୍ଯ୍ୟ ଲାଗେ । ତେବେ ଆମ ହିନ୍ଦୁ ଧରମ ରେ ଅନେକ ଦେବା ଦେବି ରହିଛନ୍ତି , ତେବେ ସେମାନେ ତାଙ୍କର ଭିନ୍ ଭିନ୍ ରୂପ ରେ ଲୀଳା ଦେଖାଇ ଆଜି ଜଗତ ରେ ପୂଜା ପାଉଛନ୍ତି।

ତେବେ ପୁରାଣ କୁହେ କି ପ୍ରତେକ ଦେବା ଦେବି ଙ୍କର ଅନେକ ନାମ ରହିଛି । ତେବେ ଏହି ନାମ ରହିବାର କାରଣ ସେମାନେ ଶତ୍ରୁ କୁ ବିନାଶ କରିବା ସମୟ ରେ ଭିନ୍ ରୂପ ଧାରଣ କରି ଥିଲେ , ଆଉ ତା ପାଇଁ ସେହି ଅନୁସାରେ ସେମାଙ୍କର ନାମ ହୋଇଛି। ତେବେ ପ୍ରତେକ ନାମ ର କିଛି ନା କିଛି ରହସ୍ୟ ନିହତି ରହି ଥାଏ। ତେବେ ଆମ ହିନ୍ଦୁ ଧର୍ମ ରେ ହନୁମାନ ଙ୍କୁ ସଙ୍କୋଟମୋଚନ ବୋଲି କୁହା ଯାଏ ,କାରଣ ତାଙ୍କ ନାମ ଜପ କରିଲେ ସମସ୍ତ ସଙ୍କଟ ଦୂର ହୁଏ ଆଉ ସେ ହେଉଛନ୍ତି ପ୍ରଭୁ ରାମଚନ୍ଦ୍ର ଙ୍କର ପରମ ଭକ୍ତ। ତେବେ ତାଙ୍କୁ ପ୍ରତିଦିନ ଜପ କରିଲେ ବା ତାଙ୍କର ମନ୍ତ୍ର ଜପ କରିଲେ ସମସ୍ତ ସମସ୍ୟା ଦୂର ହୋଇ ଥାଏ।

ତେବେ ଅନେକ ପୁରାଣ ଶାସ୍ତ୍ର ରେ ଲେଖା ହେଇଚି କି ମଙ୍ଗଳବାର ଦିନ ଟି ଅତି ଶୁଭ ମୟ ହୋଇ ଥାଏ,ଆଉ ତା ସହ ଏହାକୁ ହନୁମାନ ଙ୍କ ବାର ବୋଲି କୁହା ଯାଏ ।ଏହି ଦିନ ହନୁମାନ ନିଜେ ତାଙ୍କ ଭକ୍ତ ଙ୍କର କଥା ବୁଝି ଥାନ୍ତି, ଆଉ ତାଙ୍କର ସମସ୍ତ ସମସ୍ୟା କୁ ଦୂର କରି ଥାନ୍ତି । ତେବେ କୁହା ଯାଏ କି ଯଦି କୌଣସି ବ୍ୟକ୍ତି ସେହି ଦିନ ହନୁମାନ ଙ୍କର ଵିଧି ଓ ବିଧାନ ସହ ଅତି ଭକ୍ତି ର ସହ ପୂଜା କରିଥାଏ ।ତାହାଲେ ହନୁମାନ ତାଙ୍କର ସମସ୍ତ କଷ୍ଟ , ସମସ୍ୟା , ଦୁଃଖ ଆଦି କୁ ନାଶ କରି ଥାନ୍ତି। ତେବେ ଯେଉଁ ମାନେ ପ୍ରତିଦିନ ହନୁମାନ ଚାଳିଶା କୁ ପାଠ କରନ୍ତି ।ହନୁମାନ ନିଜେ ତାଙ୍କର ସମସ୍ୟା ଦୂର କରିଥାନ୍ତି।


ତେବେ ଏହି ହନୁମାନ ଚାଳିଶା ରେ ରହିଛି କିଛି ଗୁପ୍ତ କଥା ଯାହାକୁ କେହି ଜାଣି ନହାନ୍ତି , ଆଉ ଆପଣ ଯଦି ଏହି ମନ୍ତ୍ର କୁ ପ୍ରତି ମଙ୍ଗଳ ବାର ଦିନ ଜପ କରନ୍ତି , ତେବେ ହନୁମାନ ଙ୍କର କୃପା ଲାଗି ରହିବ।ଟେବେ ସେହି ମନ୍ତ୍ର ଟି ହେଉଛି “ଅଷ୍ଟ ସିଦ୍ଧି ନୌ ନିଧି କେ ଦାତା । ଆସ ବର ଦିନ ଜାନକୀ ମାତା , ଜୟ ସିୟା ରାମ ଜୟ ସିୟା ରାମ ଜୟ ସିୟା ରାମ” । ତେବେ ହନୁମାନ ଙ୍କୁ ଅଷ୍ଟ ସିଦ୍ଧ ପାଇଁ ମାତା ସୀତା ତାଙ୍କୁ ବର ଦେଇ ଥିଲେ।ତେବେ ପ୍ରତିଦିନ ଏହି ମନ୍ତ୍ର କୁ ଅଧ ଘଣ୍ଟା ଯାଏ ଜପ କରିଲେ ସେହି ବ୍ୟକ୍ତି ର ସମସ୍ତ ସମସ୍ୟା ଦୂର ହୋଇ ଯିବ ,ଆଉ ସେହି ବ୍ୟକ୍ତି ର ସୁଖ ଲଗି ରହିବ୍। ଆଉ ତା ସହ ସମସ୍ତ୍ ଇଚ୍ଛା ମଧ୍ୟ ଧୀରେ ଧୀରେ ପୂରଣ ହୋଇ ଥାଏ।ଆଉ ଯଦି ପାରୁଛନ୍ତି ପ୍ରତି ମଙ୍ଗଳବାର ଦିନ ହନୁମାନ ଙ୍କ ନିକଟ ରେ ତେଲ୍ ଦୀପ ଜଲାଇବାକୁ ଭୁଲନ୍ତୁ ନାହିଁ। କାରଣ ଯଦି ହନୁମାନ ଙ୍କୁ ପ୍ରଶନ୍ନ କରି ପାରିଲେ । ତାହାଲେ ଆପଣ ଙ୍କର ଦୁଃଖ ଦୁର ହୋଇ ଯିବ ବୋଲି ଜାଣି ରଖନ୍ତୁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।