ଯେଉଁ ସ୍ତ୍ରୀ ର ଏହି ଅଙ୍ଗରେ ରହିଥାଏ (ବାଳ) ତାଙ୍କ ସ୍ୱାମୀ ଅଟନ୍ତି କୋଟିଏରେ ଗୋଟିଏ ଜାଣନ୍ତୁ କେଉଁ କେଉଁ ସ୍ଥାନରେ

0

କଥା ରେ ଅଛି “ନରୀ କୁ ସୁନ୍ଦର କେଶ ଏବଂ ପୁରୁଷ କୁ ସୁନ୍ଦର ନିଶ”। ଏହା ସତ ଅଟେ କାରଣ ଗଟେ ନାରୀ ର ସୌନ୍ଦର୍ଯ୍ୟ କୁ ତାର ସୁନ୍ଦର ,ଘନ ଓ ଲମ୍ବା କେଶ ହିଁ ସାହଯ୍ୟ କରିଥାଏ ।କିନ୍ତୁ ଆମେ ଆପଣଙ୍କୁ କହିରଖୁଚୁ ଯେ ଜଣେ ନାରୀ ର ସୁନ୍ଦର କେଶ କେବଳ ତାର ସୁନ୍ଦରତା କୁ ବୃଦ୍ଧି କରେ ନାହିଁ ବରଂ ଏହା ଏକ ପରିବାର ର ଭାଗ୍ୟ ମଧ୍ୟ ନିର୍ଦ୍ଧାରିତ କରିଥାଏ ।ଯେପରି କି ଯେଉଁ ଝିଅ ମାନଙ୍କର ସୁନ୍ଦର ,ଲମ୍ବା ଏବଂ ଘନ କେଶ ରହିଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ଏବଂ ଏମାନେ ନିଜର କର୍ମ ଦ୍ବାରା ନିଜର ପରିବାରର ସୁଖ ଆଣିଦେଇଥାଏ ସେହିପରି ଯେଉଁ ଝିଅ ର ଛୋଟ ଓ କୁଞ୍ଚିକୁଞ୍ଚି ବାଳ ହୋଇଥାଏ ସେମାନେ ମଧ୍ୟ ଭାଗ୍ୟବାନ ହୋଇଥାନ୍ତି ।


ତେବେ ଆମେ ଆପଣଙ୍କୁ ଆଜି ଜଣେଇବାକୁ ଯାଉଛୁ ମହିଳା ମାନଙ୍କ ଶରୀରର କେଉଁ ଅଙ୍ଗ ରେ ବାଳ ବା କେଶ ରହିବା ଦ୍ବାରା ଅଶୁଭ ହୋଇଥାଏ । ଆସାନ୍ତୁ ଜାଣିବା ସେ ବିଷୟରେ :-
୧.ଆପଣ ମାଣେ ଦେଖିଥିବେ କି ବହୁତ ମହିଳା ମାନଙ୍କ ର ପୁରୁଷ ଙ୍କ ପରି ହାତ ର କାଖ ପାଖରେ ବଡ଼ ବଡ଼ ବାଳ ରହୁଥାଏ । ତେବେ ଚାଣକ୍ୟ ଙ୍କର କହିବା ଅନୁସାରେ ଯେଉଁ ମହିଳା ମାନଙ୍କ ର ଏହି ସ୍ଥାନରେ ବାଳ ରହିଥାଏ ସେମାନେ ବହୁତ ଅଶୁଭ ହୋଇଥାନ୍ତି ଏବଂ ଏମାନେ ଉଗ୍ର ମଧ୍ୟ ହୋଇଥାନ୍ତି ।ଏମାନେ ଛୋଟ ଛୋଟ କଥାରେ ଝଗଡା କରିଥାନ୍ତି ଏବଂ ଅନ୍ୟମାନଙ୍କର ସହ ବହୁତ କମ ମିଳିମିଶି ରହିଥାନ୍ତି ।

୨.ଯଦି ମହିଳା ମାନଙ୍କ ର ସ୍ତନ ଦୁଇ ମଧ୍ୟରେ ବାଳ ରହିଥାଏ ଯେପରି ପୁରୁଷ ମାନଙ୍କ ର ରହିଥାଏ ସେହି ମହିଳା ମାନଙ୍କୁ ସାଧାରଣ ଭାବରେ ଅଶୁଭ ବୋଲି ଗଣନା କରାଯାଏ । ଏହା ସହ ଯଦି ମହିଳା ଙ୍କ ର ସ୍ତନ ର ଅଗ୍ର ଭାଗରେ ବାଳ ରହୁଛି ତ ସେମାନେ ମଧ୍ୟ ଗୋଟିଏ ପରିବାର ପାଇଁ ଅଶୁଭ ହୋଇଥାନ୍ତି ।


୩.ସେହି ପରି ଯେଉଁ ମହିଳା ମାନଙ୍କ ର ଓଠ ର ଉପର ଭାଗରେ ଛୋଟ ଛୋଟ ବାଳ ରହିଥାଏ ସେମାନେ ବହୁତ ଅଶୁଭ ହୋଇଥାନ୍ତି ।ଖାସ କରି ବୈବାହିକ ଜୀବନ ପାଇଁ । ଏହି ସ୍ଥାନରେ ବାଳ ରହୁଥିବା ମହିଳା ମାନେ ତାଙ୍କର ଜୀବନ ସାଥି ସହ କେବେହେଲେ ଖୁସିରେ ରହିପାରନ୍ତି ନାହିଁ । ସେମାନେ ବହୁତ ଝଗଡା ପ୍ରକୃତିର ହୋଇଥାନ୍ତି ।

୪.କିନ୍ତୁ ଯଦି ସେହି ସ୍ଥାନରେ ପୁରୁଷ ମାନଙ୍କ ର ବାଳ ରହିଥାଏ ସେମାନ ଙ୍କୁ ବହୁତ ଶୁଭ ବୋଲି ଗଣନା କରାଯାଏ ।ଏପରି ମଧ୍ୟ କୁହାଯାଏ କି ସେହି ପୁରୁଷ ମାନେ ବହୁତ ଭଗବାନ ହୋଇଥାନ୍ତି ।

୫.ସେହିପରି ଭାବରେ ଯଦି ପୁରୁଷ ମାନଙ୍କ ର ହାତରେ ଏବଂ ଦେହ ରେ ଅଧିକ ବାଳ ରହୁଛି ତ ସେମାନେ ଅତ୍ୟନ୍ତ ସୁଭ ହୋଇଥାନ୍ତି । ସେମାନେ ବହୁତ ଚତୁର ଏବଂ ବୁଦ୍ଧିମାନ ମଧ୍ୟ ହୋଇଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।