ବାସି ଖାଦ୍ୟ ଖାଇବା ଦ୍ବାରା ହୋଇଥାଏ ଏହିସବୁ ସମସ୍ୟା କ’ଣ କଣ କ୍ଷତି ହୋଇଥାଏ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ….

0

ଆମ ଦେଶ ରେ ଦେଖିବାକୁ ଗଲେ ବିଭିନ୍ନ ସ୍ଥାନ ରେ ଲୋକ୍ ଙ୍କ ଖାଦ୍ୟ ଅଲଗା ଅଲଗା ରହି ଥାଏ। ତେବେ ଦେଖିବାକୁ ଗଲେ ଆମ ଦେଶ ରେ ଅଧିକାଂଶ ଲୋକ ଭାତ ସହ ରୁଟି ଖାନ୍ତି।ତେବେ ଅନେକ ଲୋକ ଅଛନ୍ତି ରାତିରେ ବ୍ ରୁଟି ଖାନ୍ତି।ତେବେ ଅନେକ ରାଜ୍ୟ ରେ ହିଁ କେବଳ ରୁଟି କୁ ପ୍ରଧାନ ଖାଦ୍ୟ ବୋଲି କୁହା ଯାଏ । ତେଣୁ ଅନେକ ଲୋକ ରୁଟି କୁ ଅଧିକ ପସନ୍ଦ କରନ୍ତି ।ପ୍ରାୟତଃ ଲୋକଙ୍କ ଘରେ ଯେବେ ବି ଖାଦ୍ୟ ପ୍ରସ୍ତୁତ ହୋଇଥାଏ ରାତ୍ରି ସମୟରେ ଯଦି ରୁଟି ବଳିପଡିଥାଏ ତହଲେ ଆମେ ତାକୁ ସକାଳେ ଫୋପାଡି ଦେଇଥାଉ କିନ୍ତୁ ଏହି ବାସି ରୁଟି ର ଉପକରିତା ଅନେକ ରହୁଛି, ଯାହା ଅନେକ ଲୋକ ଜାଣି ନାହାନ୍ତି।


ତେବେ ଅନେକ ଲୋକ କହନ୍ତି କି ବାସି ଖାଦ୍ୟ ଖାଇଲେ ଦେହ ଖରାପ ହୋଇ ଥାଏ । ଶରୀର ରେ ଅନେକ ରୋଗ ସୃଷ୍ଟି ହୋଇ ଥାଏ। ତେବେ ଏହା ଭୁଲ ଧାରଣା ସମସ୍ତ ବାସି ଖାଦ୍ୟ ଶରୀର ପ୍ରତି ହାନିକାରକ ନୁହଁ ବରଂ ବାସି ହେଲା ପରେ ଏହାର ଗୁଣବତା ବଢ଼ି ଯାଏ ,ଆଉ ତା ସହ ଆମ ଶରୀର ରେ ଅନେକ ପ୍ରୋଟିନ ଯୋଗାଇ ଥାଏ। ଜାହ ଆମ କୁ ଶକ୍ତି ଯୋଗାଇ ଥାଏ । ତେବେ ଆପଣ ପ୍ରତିଦିନ ବାସି ରୁଟି କୁ ସକାଳେ ଖାଲି ପେଟ ରେ ଖାନ୍ତୁ,ଏହା ଆପଣ ଙ୍କୁ ସୁସ୍ଥ ରଖିବ।ତେବେ ସକାଳେ ଖାଇବା ସମୟ ରେ ଆପଣ ଏହି ବାସି ରୁଟି କୁ କ୍ଷୀର ରେ ଭିଜାଇ ରଖନ୍ତୁ ଆଉ ସେହି କ୍ଷୀର ରେ ଚିନି ଦିଅନ୍ତୁ ନାହିଁ। ତେବେ ତେବେ ୧୦ ମିନିଟ ପର୍ଯ୍ୟନ୍ତ ଏହାକୁ ଭିଜାଇ ରଖନ୍ତୁ।


ତେବେ ଏମିତି କରି ଖାଇବା ଦ୍ୱାରା ଆପଣ ଙ୍କୁ ଅନେକ ଲାଭ ମିଳିବ। ତେବେ ଯେଉଁ ମାନଂକୁ ଡାଇବେଟିସ ହୋଇଛି , ସେମାନଙ୍କ ପାଇଁ ଏହା ବହୁତ ଉପଯୋଗୀ । ତେବେ ଆପଣ ଡାଇବେଟିସ ରେ ଯେଉଁ ମେଡ଼ିସିନ ଖାଉଛନ୍ତି,ତେଣୁ ଏହା ଦ୍ୱାରା ଆପଣ ଙ୍କ ସୁଗାର ଲେଭଲ୍ ଠିକ ରୁହେ। ତେବେ ଯଦି ଆପଣ ଏହି ଔଷଧ ଗୁଡିକ ଖାଇବାକୁ ଚାଁହୁ ନାହାନ୍ତି ,ତାହାଲେ ଆପଣ ପ୍ରତିଦିନ୍ ସକାଳେ ଏହି ବାସି ରୁଟି କୁ ସକାଳେ କ୍ଷୀର ସହ ଖାନ୍ତୁ। ଏହା ଦ୍ୱାରା ଆପଣ ଙ୍କର ଡାଇବେଟିସ କୁ ଠିକ ରଖି ଥାଏ। ତେବେ ଆପଣ ଜାଣି ରଖନ୍ତୁ ଯେ ଆପଣ ମାନେ ଯେଉଁ ଔଷଧ ସବୁ ଖାଉଛନ୍ତି ।

ଏହା ଆପଣ ଙ୍କ ଲିଭର୍ , ପାନକ୍ରିଆଜ ଉପରେ ବିଶେଷ ପ୍ରଭାବ ପକାଇ ଥାଏ ।ତେବେ ଏହା ଆଗକୁ ଅଧିକ କ୍ଷତି କରାଇ ପରେ।ତେବେ ଏହି ବାସି ରୁଟି ଅଧିକ ରକ୍ତ ଚାପ ଥିବା ବ୍ୟକ୍ତି ଙ୍କ ମଧ୍ୟ ବହୁତ ଉପଯୋଗୀ ହୋଉ ଥାଏ। ଏହା ଖାଇବା ଦ୍ୱାରା ଆପଣ ଙ୍କ ରକ୍ତଚପ୍ ଠିକ ରହିଥାଏ। ତେବେ ଏହି ବାସି ରୁଟି ଖାଇବା ଦ୍ୱାରା ପେଟ ସମ୍ବନ୍ଧୀଯ ସବୁ ସମସ୍ୟା ଦୂର ହୋଇ ଥାଏ ,ଆଉ ଆମ ଶରୀର ସୁସ୍ଥ ରହି ଥାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।