ସତ ହେବ ମାଳିକା ବଚନ ଦେଖନ୍ତୁ ମଳିକାର ଭଗବାନ ଅନୁକୂଳ ଚନ୍ଦ୍ର ଙ୍କର ଉପରେ କ’ଣ ଭବିଷ୍ୟତବାଣୀ ରହିଛି

0

କେବେକେବେ ଆମେ ଆମ ସମାଜରେ ଘଟୁଥିବା ଘଟଣା ଗୁଡିକୁ ପୂର୍ବ କାଳରେ ହୋଇଥିଲା ଘଟଣା ସହ ତୁଳନା କରିଥାଉ । ଏବଂ ଯେଉଁ ସବୁ ଘଟଣା ଏବେ ଘଟୁଛି ବା ଭବିଷ୍ୟତ ରେ ହେବାକୁ ଯାଉଛି ତାହା ପୂର୍ବରୁ କେହି ନା କେହି ଜ୍ଞାନି ଲୋକ କହିଥିବାର ଆମେ ବିଶ୍ୱାସ କରିଥାଉ । ଯେମିତି କି , ଏହି କରନା ଭୁତାଣୁ ସାରା ଦେଶରେ ଆସିବା ପରେ ଆମେ ଜାଣିପାରିଲୁ ଯେ ଏହା ଆମ ମାଳିକା ରେ ପୂର୍ବରୁ ଲିଖିତ ଥିଲା ମାତ୍ର ଏହା ଉପରେ କାହାର ଧ୍ୟାନ ନଥିଲା ।ସେହି ପରି ଆମେ ଆଜି ଆପଣଙ୍କୁ ଜଣେଇବୁ କି ବିଗତ ୫୦ ବର୍ଷ ଧରି ପଞ୍ଚଶଖା କଣ ସବୁ କହିଥିଲେ ଆମ ରାଜ୍ୟ ମାନଙ୍କ ଉପରେ ।


ପ୍ରାୟ ୫୦ ବର୍ଷ ପୂର୍ବରୁ , ପଞ୍ଚସଖା ମାନେ ଆମର କେତେକ ରାଜ୍ୟ ମାନଙ୍କ ଉପରେ କିଛି ଭବିଷ୍ୟବାଣୀ କରିଥିଲେ ଯାହାକି ଏବେ ସତ୍ୟ ହେଉଛି ବୋଲି କହିଲେ କିଛି ଅତୃପ୍ତ ହେବ ନାହିଁ। ପାଞ୍ଚସଖା ଙ୍କ ର ଏହି ଭବିଷ୍ୟବାଣୀ କେବଳ ଓଡ଼ିଶାର ନୁହଁ ବରଂ ସାରା ପୃଥିବୀ ବୋଲି କୁହାଯାଏ । ଲୋକମାନେ ବିଶ୍ୱାସ କରନ୍ତି ଯେ ଏହି ମାଳିକା ବଚନ ଟି ଆମ ମାନଙ୍କ ପାଇଁ ଏକ ସତର୍କ ସୂଚନା ଅଟେ ଯାହାକି ଆମ ପୂର୍ବ ପୁରୁଷ ମାନେ ଆମକୁ ସୁଚନା ଦେଇଛନ୍ତି ।

ଏହି ମାଳିକା ବଚନରେ ପଞ୍ଚସଖା ମାନେ କଳି ଯୁଗରେ ଭଗବାନ ତଥା ଆମ ପୂର୍ବ ପୁରୁଷ ଙ୍କ ର ଜନ୍ମ କୁ ନେଇ କେତେକ ରହସ୍ୟମୟ ତଥ୍ୟ ପ୍ରଦାନ କରିଛନ୍ତି । ଏହି ପଞ୍ଚସଖା ଙ୍କ ଭବିଷ୍ୟବାଣୀ ଅନୁସାରେ ପଞ୍ଚୁପାଣ୍ଡବ ଗଞ୍ଜାମ ରେ ଜନ୍ମ ଗ୍ରହଣ କରିବେ । ଏହି ମାଳିକା ବଚନ ଅନୁସାରେ ଯେତେ ସବୁ ଗୁରୁ ଯୁଦ୍ଧା ମନେ ଜନ୍ମ ହେବେ କାଶ୍ମୀର ଉପତ୍ୟକା ରେ ଏବଂ ପ୍ରଭାବଶାଳୀ ଏବଂ ଯୁଦ୍ଧ କ୍ଷେତ୍ରର ଆଗଧାଡିର ଯୁଦ୍ଧା ଅଭିମନ୍ୟୁ ଜନ୍ମ ନେବେ ଆମେରିକା ରେ । ଏବଂ ଲଣ୍ଡନରେ ଜନ୍ମ ଗ୍ରହଣ କରିବେ ମହାଭାରତ ଦୁଃଶାସନ ।


ଏହି ମାଳିକାରେ ଲେଖା ଅଛି ଯେ ,ଭୀମ ଙ୍କର ପ୍ରରାକର୍ମୀ ପୁତ୍ର ଘଟତକଚ ଜନ୍ମ ହେବେ ସହ ଆଶ୍ୱସ୍ଥମା ମଧ୍ୟ ଜାପାନ ରେ ଜନ୍ମ ଗ୍ରହଣ କରିବେ ।ପିତାମହ ଭୀଷ୍ମ ଏବଂ ଗୁରୁ ଦୃଣାଚର୍ଯ୍ୟ ଜନ୍ମ ହେବେ ଗୁଜୁରାଟ ରେ । ଦୁର୍ଯ୍ୟୋଧନ ଜର୍ମାନୀରେ ଜନ୍ମ ଗ୍ରହଣ କରିବା ଏବଂ ସକୁନି ଜନ୍ମ ହେବେ ରୁଷିଆ ରେ ।ଏବଂ ଅନ୍ୟାନ୍ୟ ମହାପୁରୁଷ ମାନେ କେତେ କେତେ ସ୍ଥାନ ରେ ଜନ୍ମ ଗ୍ରହଣ କରିବେ ।

ଏହି ଭବିଷ୍ୟବାଣୀ ରେ ପଞ୍ଚସଖା ଉଲେଖ କରିଛନ୍ତି ଯେ , ଢେଙ୍କାନାଳ ରେ ବହିବ ରକ୍ତ ର ନଦୀ ଅର୍ଥାତ ଘର ଘର ମଧ୍ୟରେ , ଭାଇ ଭାଇ ମଧ୍ୟରେ ସଂଘର୍ଷ ହୋଇବ ଆଡ ରକ୍ତ ର ନଦୀ ବହିବ ।ଏହା ହେଉଛି ଭବିଷ୍ୟବାଣୀ ଆମ ପୂର୍ବପୁରୁଷଙ୍କ ର ଯାହା ମାଧ୍ୟମରେ ସେମାନେ ଆମକୁ ସତର୍କ ସୂଚନା ଦେଇଛନ୍ତି । ଆହୁରି ମଧ୍ୟ କହିଛନ୍ତି ଯେ ,ଏହି ସମୟରେ ରୁଷିଆ ସାର ବିଶ୍ଵ ଉପରେ ରାଜ କରିବ ଏବଂ ପ୍ରଭୁ ଜଗନ୍ନାଥଙ୍କୁ ନିଜ ଦେଶକୁ ନେବାକୁ ଚେଷ୍ଟା କରିବ ମାତ୍ର ଭଗବାନ ଶେଷରେ ଛତିଆ ମଠ ରେ ରହିବେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।