ଭୟଙ୍କର ରୋଗ – ଗଛ ପରି ଗଛରେ ତିଆରି ଜଣେ ମହିଳା ଙ୍କ ରୋଗ ଏହି ରୋଗ ର ଲକ୍ଷଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ

0

ଆଜିର ଏହି ଅତ୍ୟାଧୁନିକ ଜଗତରେ ବିଜ୍ଞାନ ଓ ଡାକ୍ତରୀବିଜ୍ଞାନ ଏତେ ଆଗକୁ ଆସିଲାଣି ଯେ ଆମେ ଏହାର କଳ୍ପନା ମଧ୍ୟ କରିପାରିବା ନାହିଁ । ବର୍ତ୍ତମାନ ର ଏହି ଅତ୍ୟାଧୁନିକ ଜ୍ଞାନ ବିଜ୍ଞାନ ର କୌଶଳ ରେ ଆମ ସମାଜରେ କିଛି ବି ଅସମ୍ଭବ ନୁହେଁ । କାରଣ ଏହି ଅତ୍ୟାଧୁନିକ ଯୁଗର ବିଜ୍ଞାନ ଓ ଟେକ୍ନୋଲୋଜି ଦ୍ୱାରା ସମସ୍ତ ପ୍ରକାରର ଅସମ୍ଭବ କାର୍ଯ୍ୟ ବି ଏବେ ସମ୍ଭବ ହେବାରେ ଲାଗିଛି।କିନ୍ତୁ ଯେପରି ଆମ ସମାଜ ରେ ଡାକ୍ତରୀ ବିଜ୍ଞାନ ଆଡ଼ଭାନ୍ସ ହେବରେ ଲାଗିଛି ସେହିପରି ନୂଆ ନୂଆ ରୋଗ ମଧ୍ୟ ସୃଷ୍ଟି ହେବରେ ଲାଗିଛି ମଣିଷ ଶରୀରରେ ।ତେବେ ଆମେ ଆଜି ଆପଣ ଙ୍କୁ ଏମିତି ଏକ ରୋଗ ବିଷୟରେ ଜଣେଇବାକୁ ଯାଉଛୁ ଯାହା ଆପଣ ଆଗରୁ କେବେ ଜାଣିନଥିବେ ।


ଉଲେଖଯୋଗ୍ୟ ଯେ , ଭାରତର ପୋଡ଼ଶୀ ରାଷ୍ଟ୍ର ବାଂଲାଦେଶ ର ଏକ ଛୋଟ ଗ୍ରାମ ରେ ଜଣେ ମହିଳା ଏକ ଅଜଣା ରୋଗ ରେ ପୀଡିତ ହୋଇଛନ୍ତି ।ତେବେ ସେହି ରୋଗ ର ଲକ୍ଷଣ ଜାଣିଲେ ଆପଣ ଚକିତ ହୋଇ ରହିଯିବେ ।ଏହି ଅଜଣା ରୋଗର ପ୍ରଭାବ ରେ ଜଣେ ମହିଳା ଏକ ବୃକ୍ଷ ବା ଗଛ ରେ ପରିବର୍ତ୍ତନ ହେବରେ ଲାଗିଛନ୍ତି ।ଏହି ରୋଗ ଟି ଝିଅ ଟିକୁ ଏକ ଟ୍ରି ମ୍ୟାନ ଭାବରେ ପରିଚୟ କରାଇଛି ସାରା ଦେଶରେ।ସୂଚନା ଅନୁସାରେ ବାଂଲାଦେଶ ରେ ଗୋଟିଏ ଗ୍ରାମ ରେ ଜଣେ ଦିନ ମଜୁରିଆ ମହମ୍ମଦ ସାହଜାନ ଙ୍କର କନ୍ୟା ସୁହାନା ଖାତୁନ ହୋଇଛନ୍ତି ଏହି ରୋଗ ର ଶିକାର ହୋଇଛନ୍ତି ଯାହା ଫଳରେ ତାଙ୍କର ଶରୀର କେତେକ ସ୍ଥାନରେ ଗଛ ଓ ଶାଖା ପ୍ରଶାଖା ସବୁ ବାହାରି ଆରମ୍ଭ ହୋଇଥିଲା।


ତେବେ ସୁହାନା ଙ୍କର ମା ନାହାନ୍ତି ଆଉ ସେ ଏକ ଘରେ ରୁହନ୍ତି ତେଣୁ ତାଙ୍କର କେୟାର ନେବା ପାଇଁ ପାଖରେ କେହି ନଥିଲେ ।ତେଣୁ ସେ ଏହି ରୋଗର ଶିକାର ହୋଇଥିଲେ ।ତେବେ ପ୍ରାୟ ୪ ମାସ ତଳେ ସୁହାନା ଙ୍କର ଶରୀର ଓ ମୁହଁର କେତେକ ସ୍ଥାନରେ ରେ ଗଛ ଓ ତାର ଶାଖା ପ୍ରଶାଖା ବାହାରିବା ଆରମ୍ଭ ହୋଇଥିଲା ।ତେବେ ଏହା ଜାଣିବା ପରେ ମହମ୍ମଦ ସାହାଜାନ ତାଙ୍କୁ ଗ୍ରାମ ରେ ଏକ ଡାକ୍ତର ଙ୍କୁ ଦେଖେଇ ଥିଲେ ।କିନ୍ତୁ ତାଙ୍କର ଏହି ରୋଗ ଭଲ ହେବା ବଦଳ ରେ ଧୀରେ ଧୀରେ ବଢ଼ିବାରେ ଲାଗିଥିଲା ।ତେଣୁ ତାଙ୍କୁ ବଡ଼ ଡାକ୍ତର ଙ୍କୁ ଦେଖିବାକୁ ମାନସ୍ତ କରିଥିଲେ ।


କିନ୍ତୁ ଏକ ରିସର୍ଚ୍ଚ ଅନୁସାରେ ଜଣାପଡିଛି ଯେ ଏହି ରୋଗ ରେ ପୀଡିତ ପ୍ରଥମ ମହିଳା ନୁହଁନ୍ତି ବରଂ ପୂର୍ବ ରୁ ପ୍ରାୟ ୬ ରୁ ୭ ଜଣ ଙ୍କୁ ଏହି ରୋଗରେ ପୀଡିତ ଥିବା ର ସୂଚନା ମିଳିଛି ।କିନ୍ତୁ ବାଂଲାଦେଶ ରେ ସୁହାନା ହେଉଛନ୍ତି ପ୍ରଥମ ବ୍ୟକ୍ତି ବା ମହିଳା ଅଟନ୍ତି ।ତେବେ ତାଙ୍କର ଚିକିତ୍ସା ଏବେ ଏକ ବଡ଼ ହସ୍ପିଟାଲରେ ହେଉଥିବାର ସୂଚନା ରହିଛି ।

 

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।