ଦେଖନ୍ତୁ ଭିଡିଓ ,କଲେଜ ପଛ ଭଙ୍ଗା ଘରେ ପ୍ରେମୀ ଯୁଗଳ କରୁଥିଲେ ଲୀଳା , ଧରି ନେଲେ କିଛି ପିଳା , ଆଉ ତା ପରେ

0

ଭଗବାନ ଏ ମଣିଷ ଭିତରେ ସମ୍ପର୍କ କୁ ଦୃଢ କରି ରଖିବା ପାଇଁ ମଣିଷ ମାନଙ୍କ ଭିତରେ ଭଲ ପାଇବା , ପ୍ରେମ ଭାବ ଦେଇଛନ୍ତି। କାରଣ ଏହା ଦ୍ୱାରା ମଣିଷ ମଣିଷ ଭିତରେ ଏକ ସୁନ୍ଦର ସମ୍ପର୍କ ଯୋଡି ହୋଇ ରହିବ। ମଣିଷ କୁ ଭଗବାନ ଶ୍ରେଷ୍ଠ ପ୍ରାଣୀ ଭାବେ ଗଢି ଛନ୍ତି ।ଏବେ ଲୋକ ଙ୍କ ମଧ୍ୟ ରେ ଖାଲି ଘୃଣା , କ୍ରୋଧ , ଲୋଭ ଆଦି ଭାରି ରହିଛି। ଯାହା ଦ୍ୱାରା ଏ ସମାଜ ରେ ଅନ୍ୟାୟ ଅତ୍ୟାଚାର ବଢ଼ି ଯାଉଛି,ଅନେକ ପ୍ରକାର ଖରାପ କାମ ଦେଖିବାକୁ ମିଳୁଛି।

ତେବେ ପ୍ରେମ ଏମିତି ଏକ ସମ୍ପର୍କ ଯାହା ମଣିଷ ମାନଙ୍କ ଭିତରେ ଏକ୍ ସୁନ୍ଦର ଭାବ ଯୋଡି ଥାଏ। ପୃଥିବୀ ରେ ସବୁଠୁ ବଡ଼ ଶକ୍ତି ହେଉଛି ପ୍ରେମ । ତେବେ ଏବେ ଯୁବକ ଯୁବତୀ ମାନେ ପ୍ରେମ ନାମ ରେ ଶାରୀରିକ ସମ୍ପର୍କ ରଖିବାକୁ ବେଶୀ ପସନ୍ଦ କରୁଛନ୍ତି। ଏହି ଶାରୀରିକ ସମ୍ପର୍କ ରେ ଲିପ୍ତ ରହି, ସେମାନେ ସବୁ କିଛି ଭୁଲି ଯାଉଛନ୍ତି। ତେବେ ଏହି କମ ବୟସ ର ପିଲା ମାନେ ଏହି ପ୍ରେମ ର ମୂଲ୍ୟ କୁ ଠିକ ଭାବେ ବୁଝି ପରି ନାହାନ୍ତି। ତେବେ ସେମାନେ ପାଠ ପଢା ଛାଡି ଯୌନ ସମ୍ପର୍କ ରେ ଲିପ୍ତ ରହୁଛନ୍ତି। ତେବେ ଏପରି ଏକ ଘଟଣା ଦେଖିବାକୁ ମିଳିଛି କି ଯାହା କୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ। ତେବେ ଆସନ୍ତୁ ଜାଣିବା ଘଟଣା ଟି କଣ।

ତେବେ ଏହି ଘଟଣା ଟି ମଧ୍ୟପ୍ରଦେଶର ଅଶୋକ ନଗର । ତେବେ ଅଶୋକ ନଗର ରେ ଗେଟ ଆଗ ରେ ଏକ କଲେଜ ରେ ପଢୁ ଥିବା ଦୁଇ ଜଣ ଯୁବକ ଯୁବତୀ ପରସ୍ପର କୁ ପ୍ରେମ କରୁ ଥିଲେ। ତେବେ ସେମାନେ ପାଠ ପଢା ଛାଡି ପ୍ରେମ କରିବା କୁ ଆରମ୍ଭ କରିଛନ୍ତି। ତେବେ ସେମାନେ ଏହି ପ୍ରେମ ସଂପର୍କରେ ବୁଡି ଯାଇ ଯୌନ ସମ୍ପର୍କ ରଖିବାକୁ ଚାଁହୁଚନ୍ତି। ତେବେ କଲେଜ ପଛ ରେ ଥିବା ଭଙ୍ଗା ଘରେ ସେମାନେ ଏହି ସମ୍ପର୍କ କୁ ରଖିବାକୁ ଚାହିଁଛନ୍ତି, ତେବେ ଏହା କରିଲା ବେଳେ କିଛି ପିଲା ତାଙ୍କୁ ଧରି ଦେଇଛନ୍ତି।

ତେବେ ଏଭଳି ଅସାମାଜିକ ଘଟଣା କୁ ଦେଖି ସେହି ପିଲା ମାନେ ସେହିଁ ଯୁବକ ଙ୍କୁ ବହୁତ ମାଡ ମାରି ଥିଲେ,ତା ପରେ ସେହି ଯୁବକ ଜଣକ ସବୁ ସତ କଥା କହି ଥିଲା। ତେବେ କଲେଜ ବନ୍ଦ ଥିବା ସମୟ ରେ ଏଭଳି କାର୍ଯ୍ୟ କୁ ଲୋକ ମାନେ ବିରୋଧ କରି ତାଙ୍କୁ ମାଡ଼ ମାରିଛନ୍ତି,ତେବେ ସେମାନେ ଏମପିସି କଲେଜ ରେ ପଢୁ ଥିବାର ଜଣା ପଡିଛି।ତେବେ ଏହି ଘଟଣା ଜାଣିବା ପରେ ସେହି କଲେଜରେ ପ୍ରିନସିପାଲ ତାଙ୍କ ଦୁଇ ଜଣକୁ ସସପେଣ୍ଡ କରି ଦେଇଛନ୍ତି। ତେବେ ଏହି ଘଟଣା ଟି ଏବେ ସୋସିଆଲ ମିଡିଆରେ ବହୁତ ଭାଇରଲ ହେବାରେ ଲାଗିଛି।

ତେବେ ଏଭଳି ଘଟଣା ସମାଜ କୁ ତଳକୁ ନେଇ ଯାଉଛି। ଯାହା ପାଇଁ ଆମ ଶିକ୍ଷିତ ସମାଜ କୁ ତଳ କୁ ଖସେଉ ଦଉଚି। ଏହା ଆଗାମୀ ପିଢ଼ି ପାଇଁ ମଧ୍ୟ ବହୁତ ଖରାପ ହେବ।ତେବେ ଏଭଳି କାର୍ଯ୍ୟ କରିବା କୁ ବନ୍ଦ କରା ଯାଉ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।