ଜାଣନ୍ତୁ ଶ୍ରଦ୍ଦା ପାଣିଗ୍ରାହୀ ଙ୍କ ରିଏଲ୍ ଲାଇଫ୍ ସମ୍ପର୍କରେ ସବୁକିଛି ଅଜଣା କଥା ଯାହା କେହି ବି ଜାଣି ନାହାଁନ୍ତି

0

ପ୍ରତେକ ଲୋକ ନିଜ ଜୀବନ ରେ ଖୁସି ରହିବାକୁ ପସନ୍ଦ କରନ୍ତି । ଏଥି ପାଇଁ ସେମାନେ ଖୁସି ର ମାଧ୍ୟମ ଖୋଜି ଥାନ୍ତି। ତେବେ ଅନେକ ଲୋକ ଅଛନ୍ତି ଯେଉଁ ମାନେ ନିଜ ର ଖୁସି ପାଇଁ ଅନେକ କିଛି କରିବାକୁ ଭଲ ପାନ୍ତି । ଯେମିତି କି ଫିଲ୍ମ ଦେଖିବା , ଗୀତ ଗାଇବା , ଡାନ୍ସ କରିବା ଆଦି ଅନେକ କିଛି କରି ଥାନ୍ତି। ତେବେ ଦେଖିବାକୁ ଗଲେ ଆମ ଦେଶ ରେ ଫିଲ୍ମ ର ବହୁତ ଲୋକପ୍ରିୟତା ରହିଛି। ପ୍ରତେକ ଲୋକ ଫିଲ୍ମ ଦେଖି ନିଜର ମନରଞ୍ଜନ କରିଥାନ୍ତି। ତେବେ ଫିଲ୍ମ ଓଡ଼ିଆ ହେଉ କିମ୍ବା ହିନ୍ଦୀ , ପୁରୁଣା ହେଉ ବା ନୂଆ । ସମସ୍ତେ ଫିଲ୍ମ ଦେଖି ଥାନ୍ତି।

ତେବେ ଦେଖିବାକୁ ଗଲେ ଏହି ବ୍ୟସ୍ତ ବହୁଳ ଜୀବନ ରେ ଲୋକ ମାନେ କିଛି ସମୟ ପାଇଁ ନିଜ ପରିବାର , ବନ୍ଧୁବର୍ଗ ଙ୍କ ସହ ଫିଲ୍ମ ଦେଖି ଥାନ୍ତି, ଆଉ ତା ସହ ବହୁତ ଖୁସି ମଧ୍ୟ ହେଇ ଥାନ୍ତି। ତେବେ ଆମ ଦେଶ ରେ ଓଡ଼ିଆ ଚଳଚ୍ଚିତ୍ର ର ମଧ୍ୟ ଅନେକ ଚାହିଦା ରହିଛି।ଓଡ଼ିଆ ଫିଲ୍ମ ଜଗତ ରେ ଏମିତି କିଛି କଳାକାର ଅଛନ୍ତି ଯେଉଁ ମାନେ ଖାଲି ଓଡିଶା ରେ ନୁହଁ , ପୁରା ଦେଶ ରେ ନିଜର ପରିଚୟ ସୃଷ୍ଟି କରିଛନ୍ତି, ଆଉ ତା ସହ ଲୋକଙ୍କ ମନ ମଧ୍ୟ ଜିତି ପରି ଛନ୍ତି। ତେବେ ଆଉ କିଛି ଅଛନ୍ତି ,ଯେଉଁମାନେ ନିଜର ସୁନ୍ଦରତା ,କଳା ଆଦି ରେ ରୁଚି ରହି ଥାଏ ,କିନ୍ତୁ ସେମାନେ ନିଜର କଳା କୁ ଲୋକ ଙ୍କ ଆଗରେ ଦେଖାଇ ପାରନ୍ତି ନାହିଁ। ତେବେ ଏହି କଳା କୁ ବାହାର କୁ ଆଣିବା ପାଇଁ କିଛି ରିଅଲିଟି ସୋ ହୋଇ ଥାଏ ,

ଯାହା ଦ୍ଵାରା ଲୋକ ମାନେ ନିଜର କଳା ଦେଖାଇ ହିରୋ ବା ହିରୋଇନ ହେବାର ସୁଯୋଗ ପାଇଁ ଥାନ୍ତି। ତେବେ ଆପଣ ମାନେ ଦେଖି ଥିବେ କି ଏବେ ଘରେ ଘରେ ସ୍ତ୍ରୀ ଲୋକ ମାନେ ସିରିଏଲ ଦେଖିବାକୁ ପସନ୍ଦ କରୁଛନ୍ତି । ତେବେ ସେଥିରେ ଯେଉଁ ମାନେ ଅଭିନୟ କରି ଥାନ୍ତି , ସେମାନେ ମଧ୍ୟ ନିଜର ଅଭିନୟ , ସୁନ୍ଦରତା ପାଇଁ ଲୋକ ଙ୍କ ପାଖରେ ପ୍ରିୟ ହୋଇ ଥାନ୍ତି। ତେବେ ସେମିତି ଜଣେ କଳାକାର ଅଛନ୍ତି , ଯିଏ କି ଖାଲି ଫିଲ୍ମ ନୁହଁ ସିରିଏଲ ରେ ମଧ୍ୟ ସକ୍ରିୟ ହୋଇଛନ୍ତି।

ତେବେ ଆପଣ ମାନେ ଗ୍ଲାମରସ ହିରୋଇନ୍ ଭାବେ ପରିଚିତ ଶ୍ରଦ୍ଧା ପାଣିଗ୍ରାହୀ ଙ୍କୁ ଜାଣି ଥିବେ ,ଯିଏ କି ଫିଲ୍ମ ଜଗତ ସହ ସିରିଏଲ ରେ ମଧ୍ୟ ଅନେକ ଖ୍ୟାତି ଅର୍ଜନ କରିଛନ୍ତି। ତେବେ ଆଜି ଆମେ ତାଙ୍କ ବିଷୟ ରେ କିଛି ଅଜଣା ତଥ୍ୟ ଜାଣିବା ।
ତେବେ ଶ୍ରଦ୍ଧା ଙ୍କ ଜନ୍ମ ହେଉଛି ୨ ଜାନୁଆରି ୧୯୯୮ । ତେବେ ତାଙ୍କ ଜନ୍ମ ସ୍ଥାନ ହେଉଛି ନବରଙ୍ଗପୁର , ଇନ୍ଦ୍ରାବତୀ । ତେବେ ସେ ଜଣେ ଓଡ଼ିଆ ।ତାଙ୍କର ପରିବାର ରେ ତାଙ୍କ ବାପା ତାଙ୍କ ମା । ତେବେ ସେ କୁହନ୍ତି ତାଙ୍କ ସଫଳତା ପାଇଁ ତାଙ୍କ ଭାଗ୍ୟ ବହୁତ ସାଥ ଦେଇଛି। ଯାହା ପାଇଁ ସେ ଆଜି ସଫଳତା ର ପାହାଚ ଚଢ଼ୀ ପାରିଛନ୍ତି। ତେବେ ତାଙ୍କର ପ୍ରଥମ ଫିଲ୍ମ ମିଠା ମିଠା ରୁ ତାଙ୍କର କେରିୟର୍ ଆରମ୍ଭ ହୋଇ ଥିଲା । ତେବେ ସେ ଏକ ଆଡ଼ିସନ୍ ର ସିଲେକ୍ଟ ହୋଇ ଥିଲେ ,ଆଉ ତା ପରେ ତାଙ୍କୁ ଫିଲ୍ମ ରେ ଅଭିନୟ କରିବା ପାଇଁ ଅଫର୍ ଆସିଥିଲା ।


ତେବେ ଶ୍ରଦ୍ଧା ଅନେକ ଓଡ଼ିଆ ଧରବହିକ୍ ରେ ମଧ୍ୟ ନିଜର ଅଭିନୟ ର କଳା ଦେଖାଇ ଅନେକ କୀର୍ତ୍ତି ଅର୍ଜନ୍ କରିଛନ୍ତି। ତେବେ ସେ ଆମ ଘର ଲକ୍ଷ୍ମୀ ରେ ଅଭିନୟ କରିଥିଲେ,ଆଉ ତା ସହ ଅନେକ ଭିଡିଓ ଗୀତ ରେ ମଧ୍ୟ ଅଭିନୟ କରିଛନ୍ତି। ତେବେ ସେ ଏସ ଆର ବି ମହିଳା ମହାବିଦ୍ୟାଳୟ ବ୍ରହ୍ମପୁର ରେ ପଢୁଥିଲେ,ଆଉ ତା ପର ସେ ମଦୁରାଇ କମରଜା ବିଶ୍ୱ ବିଦ୍ୟାଳୟ ରେ ପଢୁ ଥିଲେ । ତେବେ ସେ ରାଜେଶ ଙ୍କୁ ବିବାହ କରିଛନ୍ତି। ତାଙ୍କର ପ୍ରିୟ ଫୁଲ ଗୋଲପ ଫୁଲ ।ତେବେ ଏହା ଥିଲା ତାଙ୍କ ଜୀବନ ର କିଛି ଅଜଣା ତଥ୍ୟ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।