ପୁଣି ଭାରତୀୟ ପଶୁ ପାଳନ ନିଗମ ପକ୍ଷରୁ ଆସିଲା ବଡ଼ ଧରଣର ନିଯୁକ୍ତି ସୁଯୋଗ । ଜଲଦି କରନ୍ତୁ ଆବେଦନ…..

0

ଯୁଗ ବହୁତ ବଦଳି ଗଲାଣି । ଏବେ ସମୟ ରେ ଆଧୁନିକତା ଅଧିକ ଦେଖିବାକୁ ମିଳୁଛି । ଆଉ ତା ସହ ଆମ ଦେଶ ମଧ୍ୟ ଅନେକ ଆଗକୁ ଗଲାଣି । ଲୋକ ମାନେ ଶିକ୍ଷିତ ହେବା ସହ ନିଜ ଗୋଡ଼ ରେ ଛିଡା ହେବାକୁ ମଧ୍ୟ ଚେଷ୍ଟା କରୁଛନ୍ତି। ତେବେ ଯାହା ଦ୍ୱାରା ସମାଜ ରେ ଏକ ନୂତନତା ଦେଖା ଦେଇଛି। ତେଣେ ଲୋକ ମାନେ ମଧ୍ୟ ଆଉ ଆଗ ଭଳି ଅଶିକ୍ଷିତ ରହିବାକୁ ପସନ୍ଦ କରୁ ନାହାନ୍ତି। ସମସ୍ତେ ଶିକ୍ଷିତ ହେବା କୁ ଚେଷ୍ଟା କରୁଛନ୍ତି। ଆଉ ନିଜର ପରିଚୟ ସୃଷ୍ଟି କରିବାକୁ ମଧ୍ୟ ଚେଷ୍ଟା କରୁଛନ୍ତି।ତେବେ ଆଜି ଯାଏ ବି ଆମ ଦେଶ ରେ ଅନେକ୍ ଗରିବ୍ ଲୋକ ରହିଛନ୍ତି। ଯେଉଁ ମାନେ କି ନିଜ ପିଲା ମାନଂକୁ ପାଠ ପଢ଼ାଇବା ପାଇଁ ପଇସା ଯୋଗାଇ ଦେଇ ପାରୁ ନାହାନ୍ତି। ତେଣୁ ଏଥି ପାଇଁ ସେମାଙ୍କୁ ଅଧାରୁ ପଢ଼ା ଛାଡିବାକୁ ପଡିଥାଏ ।

ବୟସ ସୀମା:-

ତେବେ ଆପଣ ମାନେ ଜାଣି ଥିବେ କି ଏବେ ଅନେକ ପ୍ରକାର ଚାକିରୀ ର ସୁବିଧା ରହିଛି। କିନ୍ତୁ ଉଚ୍ଚ ଶିକ୍ଷିତ ଙ୍କ ପାଇଁ ଚାକିର ର ବ୍ୟବସ୍ଥା ଅଧିକ ରହିଛି।ତେବେ ଯେଉଁ ମାନେ ଅଧିକ ପଢି ଥିବେ।ତେବେ ଭାରତୀୟ ପଶୁ ପାଳନ ନିଗମ ତରଫରୁ ଆସିଲା ଏକ ବଡ଼ ନିଯୁକ୍ତି ର ସୁଯୋଗ। ତେବେ ଯାହା ନିଶ୍ଚିତ ଭାବରେ ଏକ ଖୁସି ଖବର। ତେବେ ଏହା ଦେଶ ର ସବୁ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଆଣିଛି ଖୁସି ଖବର।ଏହାକୁ ଦଶମ ପାସ୍ ପିଲା ଆବେଦନ କରି ପାରିବେ। ତେବେ ଏହି ଚାକିରୀ ପାଇଁ ୩୭୬୪ ଟି ପଦବୀ ଖାଲି ରହିଛି। ତେବେ ଆପଣ ମାନେ ଯଦି ଏହି ଚାକିରୀ ପାଇଁ ଇଛୁକ୍ ତାହାଲେ ଏହି ଚାକିରୀ ପାଇଁ ଶୀଘ୍ର ଆବେଦନ କରୁନ୍ତୁ।

*ଆବେଦନ ପ୍ରଣାଳୀ:-

ତେବେ ଯେଉଁ ମାନେ ଦଶମ ପାସ କରିଛନ୍ତି।ସେମାନେ ଏହି ଚାକିରୀ ପାଇଁ ଅବେଦନ୍ କରି ପାରିବେ।ଆଉ ଏହି ଚାକିରୀ ରେ ଏକ ସରକାରୀ ଚାକିରୀ ହୋଇ ଥିବାରୁ ଆପଣ ଙ୍କୁ ଭଲ ଦରମା ମିଳିବ ।ତେବେ ଆପଣ ଯଦି ଆବେଦନ କରିବାକୁ ଚାଁହୁଚନ୍ତି , ତାହାଲେ ପଶୁପାଳନ ନିଗମର ୱେବସାଇଟ୍ (www.bharatiyapashupalan.com) କୁ ଯାଇ ଏହି ଚାକିରୀ ଉପରେ ସବିସେସ୍ ବିବରଣୀ ପାଇ ପାରିବେ। ତେବେ ଏହି ଚାକିରୀ ପାଇଁ ପଶୁ ପାଳନ ନିଗମରେ ଭିନ୍ନ ଭିନ୍ନ ପଦ ପାଇଁ ନିଯୁକ୍ତି ରହିଛି।

*ପଦବୀ ସଂଖ୍ୟା:-

ତେବେ ଏହି ପଦବୀ ପାଇଁ ୩୭୬୪ ଟି ପଦବୀ ଖାଲି ରହିଛି ।ତେବେ ଆପଣ ଏହି ଚାକିରୀ ପାଇଁ ଅନଲାଇନ ରେ ଆବେଦନ କରି ପାରିବେ ।ତେବେ ଆପଣ ଙ୍କୁ ଏହି ଚାକିରୀ ପାଇଁ ଲିଖିତ ପରୀକ୍ଷା ଏବଂ ସାକ୍ଷାତକାର ମାଧ୍ୟମରେ ଚୟନ କରାଯିବ।

*ଶିକ୍ଷାଗତ ଯୋଗ୍ୟତା:-

ତେବେ ଏହି ଚାକିରୀ ପାଇଁ ଦଶମ ପାସ୍,+୨,+୩ ଓ ପୋଷ୍ଟ ଗ୍ରାଯୁଏଟ ମଧ୍ୟ ହୋଇଥିବା ନିହାତି ଦରକାର। କାରଣ ଭିନ୍ନ ପଦବୀ ପାଇଁ ଭିନ୍ନ ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକ ରହିଛି। ତେବେ ଏହି ଚାକିରୀ ପାଇଁ ଆବେଦନ ର ଶେଷ ତାରିଖ ହେଉଛି ୨୧ ଡ଼ିସେମ୍ୱର ୨୦୨୦ ।

*ଦରମା:-

ଆପଣ ମାନେ ଯଦି ଏହି ଚାକିରୀ ପାଇଁ ଇଛୁକ୍ ତାହାଲେ ଶୀଘ୍ର ଆବେଦନ କରନ୍ତୁ।ତେବେ ଏହି ଚାକିରୀ ପାଇଁ ବୟସ ସୀମା ୧୮ ବର୍ଷ ରୁ ୪୫ ବର୍ଷ ଯାଏ ରହିଛି। ତେବେ ଏହି ଚାକିରୀ ପାଇଁ ଦରମା ରାଶି ୧୨୮୦୦ ଠୁ ୨୧୭୦୦ ଯାଏ ରହିଛି।ତେବେ ଆପଣ ଙ୍କୁ ଆବେଦନ କରିବା କୁ ହେଲେ ପ୍ରଥମେ ପଶୁ ପାଳନ ନିଗମ ୱେବସାଇଟ କୁ ଯାଇ ସମସ୍ତ ଆବଶ୍ୟକ ତଥ୍ୟ ଦେବା କୁ ପଡିବ ।ତେବେ ଏହି ଆବେଦନ ଆପଣ ଡ଼ିସେମ୍ୱର ୨୧ ପୂର୍ବ ରୁ କରି ନିଅନ୍ତୁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।