ଦେଖନ୍ତୁ ଏହି ଭିଡ଼ିଓ – କ୍ୟାମେରା ରେ ରେକର୍ଡ ହୋଇନଥିଲେ କେହି ବିଶ୍ୱାସ କରିନଥାନ୍ତେ ନିଶ୍ଚୟ ଦେଖନ୍ତୁ ଏହି ଭିଡ଼ିଓ ଆପଣଙ୍କ ର ହୋସ ଉଡିଯିବ

0

ଆପଣ ଭୁତ ପ୍ରେତ ଉପରେ ବିଶ୍ୱାସ କରନ୍ତି କି? ଯଦି ହଁ ତାହାଲେ ଆପଣ ଠିକ ଅଟନ୍ତି। ପ୍ରକୃତ ରେ ବହୁତ ପ୍ରେତ ଅଛନ୍ତି ଆଉ ଏହି କଥା କୁ ଅନେକ ଲୋକ ସ୍ୱୀକାର କରିଛନ୍ତି।ବହୁତ କୁ ନେଇ ଆମେ ପିଲା ବେଳୁ ଆଜି ଯାଏ ଅନେକ କଥା ଶୁଣି ଆସିଛୁ ଓ ବହୁତ ଲୋକ ସେହି ଅଦୃଶ୍ୟ ଶକ୍ତି କୁ ଅନୁଭବ କରିଥିବାର ମଧ୍ୟ ପ୍ରମାଣ ଦେଇ ଛନ୍ତି। କିନ୍ତୁ ଏ ପର୍ଯ୍ୟନ୍ତ ଏହି ବାବଦ ରେ ବୈଜ୍ଞାନିକ ମାନେ କୌଣସି ସଠିକ ପ୍ରମାଣ ଦେଇ ପାରି ନାହାନ୍ତି।

ପୁରାଣ ଅନୁସାରେ ଯେଉଁ ସମୟରେ ମଣିଷ ର ଅକାଳ ମୃତ୍ୟୁ ଘଟିଲେ ଅର୍ଥାତ ତାର ସମୟ ପୂର୍ତ୍ତି ପୂର୍ବରୁ ଯଦି ତାର ମୃତ୍ୟୁ ହୋଇ ଥାଏ ତାହାଲେ ତାର ଆତ୍ମା କୁ ଶାନ୍ତି ମିଳି ନଥାଏ। ଯାହା ଫଳରେ ସେ ଅତୃପ୍ତ ହୋଇ ଏଣେ ତେଣେ ଘୁରି ବୁଲି ଥାଏ। ଯାହା ଦ୍ୱାରା ବେଳେ ବେଳେ ଆମ ମାନଙ୍କ ର ସେହି ଅତୃପ୍ତ ଅଦୃଶ୍ୟ ଶକ୍ତି ଗୁଡିକ ସହ ସମ୍ନା ହୋଇ ଯାଇଥାଏ ଓ ଆମେ ତାହାକୁ ଭୁତ ବୋଲି କହି ଥାଉ।

କେବଳ ହିନ୍ଦୁ ଧର୍ମ ନୁହେଁ ବରଂ ସବୁ ଧର୍ମର ଏହି ବହୁତ ପ୍ରେତ ମାନଙ୍କ ବିଷୟରେ ସମାନ ଧାରଣା ରହିଛି। ଯଦିଓ ବିଜ୍ଞାନ ଏ ଓଅର୍ଯ୍ୟନ୍ତ ଏହାକୁ ଓରମାନିଟ କରି ନାହିଁ କିନ୍ତୁ ଏଗୁଡିକ ର ଓରମାନ ଅନେକ ଥର ଲୋକ ମାନଙ୍କୁ ମିଳି ସାରିଛି। ତେବେ ଆଜି ଆମେ ଆପଣଂକୁ ଏକ ଏମିତି ଭଡ଼ିଓ ଦେଖାଇବୁ ଯାହାକୁ ଦେଖିବା ପରେ ଆପଣଂକୁ ପ୍ରକୃତ ରେ ବିଶ୍ୱାସ ହୋଇ ଯିବ କି ଦୁନିଆ ରେ ସତରେ ବହୁତ ପ୍ରେତ ଅଛନ୍ତି।

ଏହି ଭିଡ଼ିଓ ଟିରେ ଜଣେ ମହିଳା ବାଥ ରୁମ ରୁ ବାହାରି ନିଜର ହାତ କୁ ଧୋଉଥିବାର ଦେଖିବାକୁ ମିଲୁଛି। କିନ୍ତୁ ଯେମିତି ସେହି ମହିଳା ଜଣଙ୍କ ହାତ ଧୋଇ ସାରି ପାଳିଆସିବା ପାଇଁ ବାହାରିଛନ୍ତି ଆସିବା ସମୟ ରେ ହଠାତ ତାଙ୍କୁ କେହି ପଛ ପଟୁ ଧୋକା ଦେଲା ପରି ଅନୁଭବ ହୋଇଛି ଓ ମହିଳା ଜଣଙ୍କ ଆଗକୁ ଠେଲି ହୋଇଯିବାର ମଧ୍ୟ ଦେଖିବାକୁ ମିଳୁଛି। କିନ୍ତୁ ଆଶ୍ଚର୍ଯ୍ୟ ର କଥା ଯେତେବେଳେ ମହିଳା ଜଣଙ୍କ ପଛକୁ ବୁଲି ଦେଖିଛନ୍ତି ସେଠାରେ କେହି ବି ନଥିବା ଦେଖିବାକୁ ମିଳିଛି।

ଏହି ସବୁ ଦୃଶ୍ୟ ଯଦି କେମେରା ରେ କଏଦ ହୋଇ ନଥାନ୍ତା ହୁଏତ ଏ କଥା କୁ କେହି ବି ବିଶ୍ୱାସ କରି ନଥାନ୍ତେ। କିନ୍ତୁ ଏହି କେମେରା ର କଏଦ ହୋଇଥିବା ଭଡ଼ିଓ କୁ ଯେତେବେଳେ ଭକ ଭାବରେ ଦେଖା ଗଲା ଜଣା ପଡିଲା କି ସେହି ମହିଳା ଜଣଙ୍କ ର ପଛ ପଟେ ଏକ ଛାଇ ଆସୁଥିବାର ଦେଖା ଯାଉଛି। ଯାହାକୁ କି ଆପଣ ମାନେ ନିଜେ ମଧ୍ୟ ଏହି ଭଡ଼ିଓ ରେ ଦେଖି ପାରିବେ। ତେଣୁ ଅଧିକାଂଶ ଲୋକଙ୍କ ର ବିଶ୍ୱାସ ଦୁନିଆ ରେ ଭୁତ ପ୍ରେତ ଅଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।