ଦୀର୍ଘ ୧୫ ବର୍ଷ ହେଲାଣି ଏହି ମନ୍ଦିରରେ ପୁଜା କରୁଛି ଗୋଟିଏ ନାଗ ସାପ ଜାଣନ୍ତୁ ମନ୍ଦିର ପଛର ଆଉ ଏକ ଅଦ୍ଭୁତ କଥା ସମ୍ପର୍କରେ

0

ଭାରତ ଦେଶ ତ ମନ୍ଦିର ରେ ଭର୍ତ୍ତି, ଭାରତର ପ୍ରତ୍ୟେକ ସ୍ଥାନ ରେ ଭଗବାନ ମାନଙ୍କର ମନ୍ଦିର ଏବଂ ସେମାନଙ୍କ ର ବିଭିନ୍ନ ରୂପ ସବୁ ଦେଖିବାକୁ ମିଳେ। ତେବେ ଆମ ହିନ୍ଦୁ ଧର୍ମ ରେ ଭଗବାନ ଏବଂ ସେମାନଙ୍କ ର ବାହାନ ମାନଙ୍କୁ ମଧ୍ୟ ପୂଜା କରାଯାଏ। ଲୋକ ମାନେ ଅନେକ ବିଶ୍ୱାସ ଏବଂ ଭକ୍ତି କରିଥାଆନ୍ତି ଠାକୁର ମାନଙ୍କୁ। ହିନ୍ଦୁ ଧର୍ମ ରେ ୩୩ କୋଟି ଦେବା ଦେବୀ ଅଛନ୍ତି ବୋଲି ବିଶ୍ୱାସ କରାଯାଏ। ତେବେ ସେମାନଙ୍କୁ ଅନେକ ରୂପ ରେ ଆମ ଦେଶର ବିଭିନ୍ନ ସ୍ଥାନରେ ପୂଜା କରାଯାଏ। ଭଗବାନ ମାନଙ୍କର ଭିନ୍ନ ଭିନ୍ନ ରୂପ ସହ ଅନେକ ପ୍ରକାର ର ଆଶ୍ଚର୍ଯ୍ୟକର ଚମତ୍କାରିତା ମଧ୍ୟ ରହିଛି।


ଆମ ଦେଶରେ ଯେଉଁ ସବୁ ମନ୍ଦିର ଦେଖିବାକୁ ମିଳେ ସେହି ସବୁ ମନ୍ଦିର ରେ ଏକ ଏକ ଆଶ୍ଚର୍ଯ୍ୟକର କଥା ମଧ୍ୟ ଦେଖିବାକୁ ମିଳେ। ଅନେକ ମନ୍ଦିର ମାନଙ୍କ ରେ ତ ଏପରି କିଛି ଆଶ୍ଚର୍ଯ୍ୟ ର କଥା ଦେଖିବାକୁ ମିଳେ ଯାହାକୁ ଲୋକ ମାନେ ଶୁଣି ଆଶ୍ଚର୍ଯ୍ୟ ହୋଇଥାଆନ୍ତି ଏବଂ କହିଥାନ୍ତି ଭଗବାନ ଙ୍କ ର ଲୀଳା କେହି ଜାଣି ପାରିବେ ନାହିଁ। ଆମେ ଆମ ରାଜ୍ୟ ର ବଡଦେଉଳ ଜଗନ୍ନାଥ ଙ୍କ ମନ୍ଦିର ଦେଖିବା ଯଦି ସେହି ମନ୍ଦିର କୁ ନେଇ ଅନେକ ଇତିହାସ, ରହସ୍ୟମୟୀ କଥା ଏବଂ ଆଶ୍ଚର୍ଯ୍ୟକର କଥାକଳା ରହିଛି।

ସେହି ପରି ଆମେ ଆପଣ ମାନଙ୍କୁ ଏହି କିଛୀ ଦିନ ତଳେ ଏକ ମନ୍ଦିର ସମ୍ପର୍କରେ କହିଥିଲୁ ଯେଉଁ ଠାରେ ବର୍ଷ ବର୍ଷ ଧରି ମନ୍ଦିର ରେ ତେଲ ରେ ଦୀପ ଜଳିବା ବଦଳରେ ପାଣି ରେ ଜଳିଥାଏ। ଏବଂ ତାହା ପଛରେ ମଧ୍ୟ ରହସ୍ୟ ଥିଲା ଏବଂ ଆଶ୍ଚର୍ଯ୍ୟ କର କଥା ଏହା ଥିଲା କି ଦୀପ ଟି ପାଣି ରେ ଜଳେ ହେଲେ କେବଳ ସେହି ମନ୍ଦିର ପାଖରେ ଥିବା ନଦୀ ର ପାଣି ରେ ଜଳେ ଆଉ କେଉଁଠାରୁ ପାଣି ଆଣି ଦେଲେ ତାହା ଜଳି ନଥାଏ।


ଆଜି ବି ଆମେ ଆପଣ ମାନଙ୍କୁ ସେହି ପରି ଏକ ମନ୍ଦିର ସମ୍ପର୍କରେ ଏବଂ ଏହି ମନ୍ଦିର ର ଆଶ୍ଚର୍ଯ୍ୟକର କର କଥା ସମ୍ପର୍କରେ କହିବୁ। ତେବେ ଏହି ମନ୍ଦିର ର ଏହି କଥା ସମ୍ପର୍କରେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ କହିବେ ଆମ ଦେଶରେ ଏବେ ବି ଏପରି ସବୁ ଚମତ୍କାରିତା ଦେଖିବାକୁ ମିଳୁଛି ନା। ତେବେ ଆସନ୍ତୁ ଜାଣିବା ସେହି ସମ୍ପର୍କରେ।

ଅନେକ ମନ୍ଦିର ମାନଙ୍କରେ ଅନେକ ଅଦ୍ଭୁତ କାହାଣୀ ଶୁଣା ଯାଇଥାଏ, ଏବଂ ଅନେକ ଅଦ୍ଭୁତ ଘଟଣା ମଧ୍ୟ ଘଟି ଯାଇଥାଏ। ଏହାର ଅର୍ଥ ହେଉଛି ସେହି ମନ୍ଦିର ଗୁଡିକ ର ରହସ୍ୟ କିଛି ଏପରି ହୋଇଥାଏ ଯାହାକୁ ଶୁଣି ଆମେ ମାନେ ବି ସହଜ ରେ ବିଶ୍ୱାସ କରି ପାରି ନଥାଉ। ଆମେ ଆଜି ଆପଣଙ୍କୁ ଏପରି ଏକ ଶିବ ଲିଙ୍ଗ ସମ୍ପର୍କରେ କହିବୁ ଯେଉଁ ଠାରେ କେହି ପୂଜାରି ନୁହେଁ ବରଂ ଶିବ ଙ୍କ ର ବାହାନ ଏକ ନାଗ ସାପ ପ୍ରତିଦିନ ପୂଜା କରିବା ପାଇଁ ଆସିଥାଏ। ଏହାକୁ ଦେଖିବା ପାଇଁ ବହୁ ଦୂର ଦୂରାନ୍ତରୁ ଲୋକ ମାନେ ଆସି ଥାଆନ୍ତି।


ଉତ୍ତରପ୍ରଦେଶ ର ଆଗ୍ରା ପାଖରେ ରହିଥିବା ସଲେମାବାଦ ର ଏକ ପ୍ରାଚୀନ ଶିବ ମନ୍ଦିର ରେ ବିଗତ 15 ବର୍ଷ ହେଲାଣି ପ୍ରତିଦିନ ଏକ ନାଗ ସାପ ପୂଜା କରିବା ପାଇଁ ମନ୍ଦିର କୁ ଆସିଥାଏ। ଏହି ସାପ ପ୍ରତ୍ୟେକ ଦିନ ଆସି 5 ଘଣ୍ଟା ପର୍ଯ୍ୟନ୍ତ ଠାକୁର ଙ୍କ ର ପୂଜା କରିଥାଏ। ଏହି ସାପ କଣ ପାଇଁ ଏଠାକୁ ଆସିଥାଏ ସେହି ପଛର କାରଣ ଆଜି ପର୍ଯ୍ୟନ୍ତ କେହି ବି ଛାଣି ପାରି ନାହାଁନ୍ତି। ଏହି ସାପ ଦିନ 10 ଟା ବେଳେ ଆସେ ଓ ଦିନ 3 ଟା ବେଳେ ପଳାଇ ଯାଇଥାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।