ହେ ପ୍ରଭୁ!ଏ କି ଚମତ୍କାର! ମାଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ଼। ଏହି ଶିଶୁ କନ୍ୟାର ଫଟୋଟିକୁ ବହୁତ ମାତ୍ରାରେ ସେୟାର କରନ୍ତୁ…ସବୁ ମନସ୍କାମନା ପୁର୍ଣ ହେବ

0

ଆମ ଦେଶରେ ପ୍ରତିଦିନ ହଜାର ହଜାର ଶିଶୁ ଜନ୍ମ ନେଉଛନ୍ତି। ଅନେକ ପିଲା ସାଧାରଣ ପିଲା ଙ୍କ ପରି ହୋଇଥାଆନ୍ତି ଆଉ ଅନେକ ପିଲା ଏପରି ବି ହୋଇଥାଆନ୍ତି କି ଯେଉଁଥି ପାଇଁ ସେମାନେ ଲୋକ ମାନଙ୍କ ପାଖରେ ଚର୍ଚ୍ଚା ର ବିଷୟ ପାଲଟି ଥାଆନ୍ତି। ଆମେ ଦେଖିଥିବା ଅନେକ ପିଲା ଜନ୍ମ ନିଅନ୍ତି ଯେଉଁ ମାନଙ୍କ ଶରୀର ରେ କିଛି ଅଙ୍ଗ ରେ ତ୍ରୁଟି ଦେଖାଯାଏ ଅର୍ଥାତ୍ ସେହି ଅଙ୍ଗ ର ସଠିକ୍ ଭାବେ ବିକାଶ ହୋଇନଥାଏ ଯାହାକୁ ଆମେ ଆବନରମାଲ୍ ପିଲା ବୋଲି କହିଥାଏ,

ଆଉ ପିଲା ଥାଆନ୍ତି ଯେଉଁମାନେ କି ସାଧାରଣ ପିଲା ଙ୍କ ଠାରୁ ସମ୍ପୂର୍ଣ୍ଣ ଭାବେ ଅଲଗା, କାହାର ମୁଣ୍ଡ ତାହାର ଶରୀର ତୁଳନା ରେ ବହୁତ ବଡ ହୋଇଥାଏ, କାହାର ପାଞ୍ଚୋଟି ଆଙ୍ଗୁଳି ବଦଳ ରେ ଛଅ ଟି ଆଙ୍ଗୁଳି ଦେଖାଯାଇଥାଏ। ଲୋକ ମାନେ ଯାହାକୁ ଦେଖି ଅନେକ ଆର୍ଶ୍ଚଯ୍ୟ ହୋଇଥାନ୍ତି। ଏହି କିଛି ଦିନ ତଳେ ଆମ ଓଡିଶା ରେ ଦୁଇଟି ଶିଶୁ ପୁତ୍ର ଜନ୍ମ ନେଇଥିଲେ ଯେଉଁ ମାନଙ୍କ ର ଶରୀର ଅଲଗା ହୋଇଥିଲା କିନ୍ତୁ ଦୁହିଁଙ୍କ ର ମୁଣ୍ଡ ଗୋଟିଏ ଥିଲା।


ସୋସିଆଲ୍ ମିଡିଆରେ ପ୍ରାୟ ପ୍ରତିଦିନ ଏପରି ଅନେକ ପିଲା ଙ୍କ ଫଟୋ ସବୁ ଭାଇରାଲ୍ ହେଉଛି। ଯେଉଁ ପିଲା ମାନେ କି ସାଧାରଣ ପିଲା ମାନଙ୍କ ଠାରୁ ସମ୍ପୂର୍ଣ୍ଣ ଭାବେ ଅଲଗା। ଏବେ ମଧ୍ୟ ସେହି ପରି ଏକ ଅଦ୍ଭୁତ ଛୁଆ କୁ ଦେଖିବାକୁ ମିଳିଛି। ଜଣେ ଦମ୍ପତି ଏହି ଅଦ୍ଭୁତ ପିଲା ଟିକୁ ଜନ୍ମ ଦେଇଛନ୍ତି, ଯେଉଁ ପିଲା ଟି ଦେଖିବା ପାଇଁ ସମ୍ପୂର୍ଣ୍ଣ ଭାବେ ମାଆ କାଳୀ ଙ୍କ ପରି ହୋଇଛନ୍ତି। ଯାହାଙ୍କୁ ଲୋକ ମାନେ ମାଆ କାଳୀ ଙ୍କ ର ଅବତାର ବୋଲି ମଧ୍ୟ କହୁଛନ୍ତି। ଲୋକ ମାନେ ଏହି ଶିଶୁ କନ୍ୟା ଟି ର ପୂଜାର୍ଚ୍ଚନା ମଧ୍ୟ କରୁଛନ୍ତି, ଶିଶୁ କନ୍ୟା ଟି ଲୋକ ମାନଙ୍କୁ ଆଶୀର୍ବାଦ ମଧ୍ୟ ଦେଉଛି। ଏହି ପିଲା ଟି ର ଫଟୋ ଏବଂ ଭିଡିଓ ଏବେ ସୋସିଆଲ୍ ରେ ଖୁବ୍ ଜୋରରେ ଭାଇରାଲ୍ ହେବାରେ ଲାଗିଛି,ଲୋକ ମାନେ ଏହାକୁ ବହୁ ମାତ୍ରାରେ ସେୟାର୍ ମଧ୍ୟ କରୁଛନ୍ତି।

ଏହି ଘଟଣା ଟି ମଧ୍ୟପ୍ରଦେଶ ରେ ଭବାନୀପୁର ଗ୍ରାମ ରେ ଦେଖିବାକୁ ମିଳିଛି। ଲୋକ ମାନେ ଏହାକୁ ଚମତ୍କାର ବୋଲି ମଧ୍ୟ ମାନୁଛନ୍ତି। ଦୀପାବଳୀ ର ଏହି ପାବନ ଅବସର ରେ ଜନ୍ମ ନେଇଛନ୍ତି ଏହି ଅଜବ ଶିଶୁ ଜଣକ। ଏହି ପିଲା ଟି ର ଫଟୋ ଏବେ ସୋସିଆଲ୍ ମିଡିଆ ରେ ଖୁବ୍ ଜୋରରେ ଭାଇରାଲ୍ ହେଉଛି। ଏହି ପିଲା ଟି କୁ ଦେଖିବା ପାଇଁ କାହିଁ କେତେ ଦୂରରୁ ଲୋକ ମାନେ ଆସୁଛନ୍ତି , ଦର୍ଶନ ମଧ୍ୟ କରୁଛନ୍ତି। ଟଙ୍କା, ପଇସା ଦାନ ପକାଇବା ସହିତ କଦଳୀ, ନଡିଆ, ସେଓ, ଫଳ ମୂଳ ଆଦି ଭୋଗ ମଧ୍ୟ ଲଗାଉଛନ୍ତି। କହିବାକୁ ଗଲେ ଭବାନୀପୁର ଗ୍ରାମ ଏବେ କୌଣସି ତୀର୍ଥକ୍ଷେତ୍ର ଠାରୁ କମ୍ ହୋଇ ନାହିଁ।


ଲୋକ ମାନେ ଏହାକୁ ଚମତ୍କାର ବୋଲି କହୁଥିବା ବେଳେ ଡାକ୍ତର ମାନେ ବିଜ୍ଞାନ ସମ୍ମତ ମତ ମଧ୍ୟ ବାଢିଛନ୍ତି। ବାସ୍ତବରେ ଏହି ଶିଶୁ କନ୍ୟା ଟି ଏକ ମୃତ ଶିଶୁ ଅଟେ। ଏହା ଅପରି ପକ୍ୱ ଭ୍ରୁଣ ଅଟେ ଯାହାକି 6 ମାସ ରେ ଜନ୍ମ ନେଇଛି। ଗର୍ଭରେ ସମ୍ପୂର୍ଣ୍ଣ ବିକାଶ ନ ଘଟି ଫୋଲିକ୍ ଏସିଡ୍ ଅଭାବ କାରଣ ରୁ ଭ୍ରୁଣ ଏଭଳି ନଷ୍ଟ ହୋଇଯାଇଥାଏ।ପୁଣି ଜନ୍ମ ନେଲା ଆଉ ଏକ ଅଦ୍ଭୁତ ଶିଶୁ କନ୍ୟା। କଳୀପୂଜା ଦିନ ଜନ୍ମ ହୋଇଥିବାରୁ, ଲୋକେ ମାଆ କାଳୀ ବୋଲି କହୁଛନ୍ତି। ଗାଁ ରେ ଘଟୁଛି ଚମତ୍କାର, ଚାଲିଛି ପୂଜାର୍ଚ୍ଚନା।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।