ଯଦି ଘରେ କ୍ଷୀର ଉତୁରି ତଳେ ପଡେ ତେବେ ଘଟିବ ଏହି ବଡ ଘଟଣା କେବେବି କରନ୍ତୁ ନାହିଁ ଏହି କାର୍ଯ୍ୟ ନଚେତ ….

0

ଭଗବାନ ଏହି ସଂସାର କି ସୃଷ୍ଟି କରିବା ସମୟରେ ମଣିଷ କୁ ଭିନ୍ନ ଓ ନିଆଁର ରୂପରେ ଗଢିଛନ୍ତି । ଆଉ ଯଦି ଆପଣ ସମାଜର ନୀତିନିୟମ କୁ ଦେଖିବେ ତ ମଣିଷ ହେଉଛି ଏକ ମାତ୍ର ପ୍ରାଣୀ ଯିଏକି ସମସ୍ତ ନୀତିନିୟମ ଦ୍ବାରା ବନ୍ଧା ହୋଇଥାଏ। ଆମର ସଂସ୍କୃତି ଓ ପରମ୍ପରା ଅନୁସାରେ ଆମକୁ ଏକ ସମାଜରେ ବସବାସ କରିବା ପାଇଁ କେତକ ନିତି ଦିନିଆ ପ୍ରଥା କି ମାନିବାକୁ ହୋଇଥାଏ ଏବଂ ଏହାକୁ ନମାନିବା କାରଣ ରୁ ଆମକୁ ବହୁତ ଅସୁବିଧା ର ସମ୍ମୁଖିନ ମଧ୍ୟ ହେବାକୁ ପଡିଥାଏ । ତେବେ ଆମେ ଆଜି ଆପଣଙ୍କୁ ଏହି ପରି ଏକ ନିୟମ ବିଷୟରେ ଜଣେଇବୁ ଯାହାକି ଆପଣଙ୍କୁ ଏକ ସୁଖ ଶାନ୍ତି ର ଜୀବନ ଦେବାରେ ସାହାଯ୍ୟ କରିବ ।


ସାଧାରଣ ଭାବରେ କହିବାକୁ ଗଲେ ଆମେ ଆମର ନିତିଦିନିଆ କାର୍ଯ୍ୟ ରେ କ୍ଷୀର ର ବ୍ୟବହାର କରିଥାଉ କ୍ଷୀର ଟି ଏକ ସ୍ୱଚ୍ଛ ଧଳା ରଙ୍ଗର ହୋଇଥାଏ ।ଏଥିରେ ୭୫ ପ୍ରତିଶତ ପାଣି ରହିବା ସହ ଆଉ ୩୦ ପ୍ରତିଶତ ରାସାୟନିକ ପଦାର୍ଥ ରହିଥାଏ ।ଏହାକୁ ବହୁତ ପବିତ୍ର ବୋଲି ମନେ କରାଯାଇଥାଏ ।ଯେକୌଣସି ଜୀବ ବା ମଣିଷ ଟିଏ ଜନ୍ମ ହେବା ମାତ୍ରେ ତାର ମା କ୍ଷୀର କୁ ପ୍ରଥମେ ଗ୍ରହଣ କରିଥାଏ।ସାଧାରଣତଃ ଆମେ ଆମର ଖାଦ୍ୟ ପାଇଁ ଗାଈ ଓ ମଇଁଷି ର କ୍ଷୀର କୁ ଗ୍ରହଣ କରିଥାଉ ।ତେବେ ଆଜି ଆମେ ଆପଣଙ୍କୁ ଜଣେଇବାକୁ ଯାଉଛୁ ଯେ କ୍ଷୀର ଗରମ କରିବା ସମୟରେ ଏହା ଉତୁରି ଯିବାର କଣ ଲକ୍ଷଣ ରହିଛି। ଏହା ଶୁଭ କି ଅଶୁଭ ଅଟେ ।

ଆପଣ ମାନେ ବହୁତ ଥର ଦେଖିଥିବେ କି କ୍ଷୀର ଗରମ କରିବା ସମୟରେ ଏହା ଉତୁରି ହାଣ୍ଡି ରୁ ତଳକୁ ପଡିଯାଇଥାଏ ।କେହି କେହି ଏହାକୁ ଅଶୁଭ ବୋଲି ମଧ୍ୟ ମନେ କରିଥାନ୍ତି ।କିନ୍ତୁ ଆମର ଶାସ୍ତ୍ର ଅନୁସାରେ କ୍ଷୀର ଉତୁରି ବାର ୪ ଟି ଅର୍ଟ ରହିଛି ।ସେଗୁଡିକ ହେଉଛି

୧.ଆମର ଶାସ୍ତ୍ର ଅନୁସାରେ କ୍ଷୀର ଉତୁରିବା ଆମ ପାଇଁ ଅଶୁଭ ହୋଇଥାଏ। ଏହା ଆମକୁ ସୂଚନା ଦେଇଥାଏ କି ଆଗାମୀ ଦିନରେ ଆମର ଧନାହାନୀ ଓ ମାନହାନୀ ର ସଂକଟ ଆସୁଅଛି ବୋଲି ।

୨.ଦ୍ୱିତୀୟ ରେ ଯଦି ଆପଣଙ୍କର କ୍ଷୀର ଉତୁରି ଯାଉଛି ତ ଏହା ଆପଣଙ୍କ ଘରେ ଅଶାନ୍ତି ତଥା ଯୁକ୍ତିତର୍କ ହେବାର ସୂଚନା ଦେଉଛି । ଖାସ କରି ପତି-ପତ୍ନୀ ଙ୍କ ମଧ୍ୟରେ ଝଗଡା ସୃଷ୍ଟି ହୋଇଥାଏ ଯଦି ଘରେ କ୍ଷୀର ଉତୁରି ଯାଏ ।ଏବଂ ଏହାର ପ୍ରଭାବ ଦୁହିଁଙ୍କ ସମ୍ପର୍କରେ ପଡିଥାଏ ।


୩.ଯଦି ଆପଣଙ୍କ ଘରେ କ୍ଷୀର ବାରମ୍ବାର ଉତୁରି ଯାଏ ତ ଏହା ସଂକେତ ଦେଇଥାଏ କି ଆପଣଙ୍କ ଘର ଉପରେ କିଛି ବଡ଼ ସମସ୍ୟା ଆସିବାକୁ ଯାଉଛି ବୋଲି ।

୪.ଏପରି ହେବାର ଅର୍ଥ ହେଉଛି ଯେ , ଆପଣ ଙ୍କର ଘର ଉପରେ ଆର୍ଥିକ ସମସ୍ୟା ଆସୁଅଛି ଏବଂ ଘରେ ଥିବା ବୟସ୍କ ଲୋକମାନ ଙ୍କ ପାଇଁ ଏହା ଅଶୁଭ ହୋଇଥାଏ । ତେବେ ମୋଟାମୋଟି ଭାବରେ କହିବାକୁ ଗଲେ କ୍ଷୀର ହାଣ୍ଡି ରୁ ଉତୁରିବା ଅଶୁଭ ହୋଇଥାଏ ।ତେଣୁ ଯଦି ଆପଣ କ୍ଷୀର ବସିଛନ୍ତି ତାକୁ ଧ୍ୟାନ ଦେବା ଉଚିତ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।