ଭିଡିଓ କଲ ମାଧ୍ୟମରେ ଯୁବତୀଙ୍କୁ ଉଲଗ୍ନ ହେବାକୁ ବାଧ୍ୟ କଲେ ବାହୁବଳୀ ବିଧାୟକ ! ତା ପରେ ଯୁବତୀ ଜଣଙ୍କ ଏମିତି କିଛି କରି ଦେଖାଇଲେ ଜାଣିଲେ ଆପଣ ଙ୍କ ହୋସ ରହିବନି…..

0

ଆଜି କାଲି ଦୁନିଆ ରେ ମଣିଷ ମାନେ ବହୁତ ହିଂସ୍ର ହେଇ ଯାଉଛନ୍ତି, ମଣିଷ ମାନଙ୍କ ଭିତରେ ଥିବା ପ୍ରେମ ସମ୍ପର୍କକୁ ବୁଝି ପାରୁ ନାହାନ୍ତି। ତେବେ ଏହି ସମାଜ ରେ ଝିଅ ବହୁ ମାନେ ଆଉ ସୁରକ୍ଷିତ ନାହାନ୍ତି, ସେମାନେ ନିଜ କୁ ସୁରକ୍ଷିତ ମନେ କରୁ ନାହାନ୍ତି, ମହିଳା ମାନଂକର ଇଯତ ଏବେ ପୁରୁଷ ମାନଙ୍କ ପାଇଁ ଖେଳ ପାଲଟି ଗଲାନି। ଏହି ପୁରୁଷ ମାନଙ୍କ ପାଇଁ ପ୍ରତିଦିନ ହଜାର ହଜାର ନାରୀ ମାନଙ୍କ ସହ ଦୁଷ୍କର୍ମ ହେଉଛି, ଯାହା ପରେ ତାଙ୍କୁ ହତ୍ୟା କରା ଯାଉଛି। ତେବେ ସବୁେବେଳ ଏହି ନାରୀ ମାନଙ୍କ ପ୍ରତି ଏଭଳି ଅତ୍ୟାଚାର ହେଇ ଚାଲିଛି। ତେବେ ଏହି ପୁରୁଷ ମାନଙ୍କ ପାଇଁ ଆଜିର ନାରୀ ମାନେ କୁଆଡେ ମଧ୍ୟ ନିର୍ଭୟରେ ଯାଇ ପାରୁ ନାହାନ୍ତି।


କଥାରେ କୁହା ଯାଏ ସବୁବେଳେ ଏ ସମାଜ ରେ ଦୁର୍ବଳ ଉପରେ ସବଳ ର ଅତ୍ୟାଚାର ଦେଖିବାକୁ ମିଳେ। ତେବେ ଏହି ପୁରୁଷ ସମାଜ ନାରୀ ଜାତି କୁ ଦୁର୍ବଳ ଭାବି ତା ଉପରେ ଅତ୍ୟାଚାର କରି ଚାଲିଛି।ତେବେ ଏହି ଧୁସ୍କର୍ମ୍ , ନିର୍ଯାତନା , ହତ୍ୟା ଭଳି ଘଟଣା କୁ ରୋକିବା ପାଇଁ ଆମ ଦେଶ ରେ କୌଣସି ଶକ୍ତ ଆଇନ ବା ଦଣ୍ଡ ତିଆରି ହୋଇନି, ଯାହା ପାଇଁ ଆଜି ର ସମାଜ ରେ ଏଭଲ୍ ଘଟଣା ଅଧିକ ଦେଖିବାକୁ ମିଳୁଛି। ଆମ ଦେଶ ରେ ନାରୀ ମାନଂକୁ ସୁରକ୍ଷା ଦେବା ପାଇଁ କୌଣସି ଆଇନ ପ୍ରସ୍ତୁତ ହୋଇ ନାହିଁ। ତେବେ ସେଭଲି ଏକ ଘଟଣା ଦେଖିବାକୁ ମିଲିଛି , ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ।ତେବେ ଆସନ୍ତୁ ଜାଣିବା ଘଟଣା ଟି କଣ।

ତେବେ ଏହି ଘଟଣା ଟି ଘଟିଛି ବାରାଣସୀ ରେ। ତେବେ ବାହୁବଳୀ ର ବିଧାୟକ ବିଜୟ ମିଶ୍ର ଏକ ୨୫ ବର୍ଷିୟ ସିଙ୍ଗର କୁ ୨୦୧୪ ମସିହା ରେ ଦୁସ୍କର୍ମ କରି ଥିଲେ। ତେବେ ଏହା ପରେ ସେ ସେହୁ ଝିଅ ଟି କୁ ବାରମ୍ବାର ଭିଡିଓ କଲ ରେ ଉଲଗ୍ନ ହେବାକୁ ବାଧ୍ୟ କରୁ ଥିଲେ। ତେବେ ସେ ତାଙ୍କୁ ଉଲଗ୍ନ ହେବାକୁ କହିବା ପରେ ସେ ନିଜେ ମଧ୍ୟ ଉଲଗ୍ନ ହେଇ ପଡ଼ୁ ଥିଲେ। ତେବେ ସେହି ଝିଅ ଟି ଯଦି ଏମିତି ନ କରେ ତେବେ ସେ ତାଙ୍କୁ ଜୀବନ ରୁ ମାରିଦେବା କୁ ଧମକ ଦେଉଥିଲେ।


ତେବେ ବିଧାୟକ ବିଜୟ ମିଶ୍ର ଏମିତି ଆହୁରି ଝିଅ କୁ ନିଜର ଶିକାର ବନାଇ ଛନ୍ତି, ତେବେ ସେହି ଝିଅ ଟି ଏବେ ବିଧାୟକ ଙ୍କ ନାମ ରେ ଦୁସ୍କର୍ମ ର ଅଭିଯୋଗ ଆଣିଛି। ତେବେ ଏହା ପରେ ପୋଲିସ ତାଙ୍କୁ ଗିରଫ କରି ଏବେ ଜେଲ ର ଚାରି କାନ୍ଥ ଭିତରେ ରହିଛନ୍ତି। ତେବେ ଏହି ଘଟଣା ଏବେ ସବୁ ଆଡେ ପ୍ରଚାର ହେବାରେ ଲାଗିଛି, ଏହି ଘଟଣା ଜାଣିବା ପରେ ଲୋକ ମାନେ ତାଙ୍କୁ ନିନ୍ଦା କରିଛନ୍ତି।  ତେବେ ଏଭଳି ଘଟଣା କରି ଏ ସମାଜ ରେ କୁ ଖରାପ ରାସ୍ତା ରେ ନେଇ ଯାଉଛନ୍ତି,ଯାହା ପାଇଁ ଏ ସମାଜ କଳୁଷିତ ହେଉଛି। ଏଭଳି ଘଟଣା ଏ ସମାଜ ପାଇଁ ଆଗାମୀ ପିଢ଼ି ପାଇଁ ବହୁତ କ୍ଷତିଜନକ ହୋଇ ଯାଉଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।