କେବଳ ୭ ଦିନ ଲଗାନ୍ତୁ ଏହି ଜିନିଷ, ଚେହେରା ହୋଇଯିବ ଚାନ୍ଦ ପରି ଗୋରା ଏବଂ ଚମକଦାର 100 % ଗ୍ୟାରେଣ୍ଚି

0

ଝିଅ ମାନେ ସବୁବେଳେ ନିଜର ସୁନ୍ଦରତା ଉପରେ ଟିକେ ଧ୍ୟାନ ରଖିଥାଆନ୍ତି ବଶୀ। ଝିଅ ମାନଙ୍କ ର ବି ନେଚର୍ ଥାଏ କି ସବୁବେଳେ ଟିକେ ସଜବାଜ ହେବେ ଏବଂ କିପରି ସବୁବେଳେ ଟିକେ ସୁନ୍ଦର ଦେଖାଯିବେ। ଏଥିପାଇଁ ଝିଅ ମାନେ ସବୁବେଳେ ନିଜ ଚେହେରା ର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ଲାଗିପଡିଥାଆନ୍ତି, ଅନେକ ପ୍ରକାର ର ମହଙ୍ଗା ମହଙ୍ଗା କ୍ରିମ୍ ସବୁ ୟୁଜ୍ କରିଥାଆନ୍ତି, ବହୁତ ବିୟୁଟି ପ୍ରଡ୍କଟ୍ ବି ୟୁଜ୍ କରିଥାଆନ୍ତି। ଯାହା ଦ୍ୱାରା ସେମାନଙ୍କ ମୁହଁ ର କଳା ପଣ ଦୂରେଇ ଯିବ ଏବଂ ଗୋରା ପଣ ଦେଖାଯିବ,

ଯାହା ଦ୍ୱାରା ସେମାନେ ଅଧିକ ସୁନ୍ଦର ଲାଗିବେ। କେବଳ ଝିଅ କାହିଁକି ଦୁନିଆରେ ପ୍ରତ୍ୟେକ ଲୋକ ଇଚ୍ଛା କରନ୍ତି ନିଜ ଚେହେରା କୁ ଗୋରା ଏବଂ ଚମକଦାର କରିବା ପାଇଁ। କାରଣ ଗୋରା ଚେହେରା ପ୍ରତି ଲୋକ ମାନଙ୍କ ର ଆଟ୍ରାକ୍ସନ୍ ଥାଏ ସବୁବେଳେ। ଏଥିପାଇଁ ସାଧାରଣତଃ ଝିଅ ମାନେ ସବୁବେଳେ ପାର୍ଲର୍ ଯାଆନ୍ତି ବହୁତ ବିୟୁଟି ପ୍ରଡ୍କଟ୍ ସବୁ ୟୁଜ୍ କରୁଛନ୍ତି, ଫେସିଆଲ୍ ମସାଜ୍ ଆଦି ସବୁ ହେଉଛନ୍ତି। ଏହା ଦ୍ୱାରା ସେମାନଙ୍କ ଅନେକ ଟଙ୍କା ମଧ୍ୟ ଖର୍ଚ୍ଚ ହେଉଛି।

ଆଉ ଆଜି କାଲି ର ଦୁନିଆ ତ କେମିକାଲ୍ ର ଯୋଗ, ସବୁକିଛି କେମିକାଲ ଦ୍ୱାରା ତିଆରି ହେଉଛି। ଆମେ ଖାଉଥିବା ଖାଦ୍ୟ ଠାରୁ ଆରମ୍ଭ କରି ବ୍ୟବହାର ଟୁ୍ଥ୍ ପେଷ୍ ପର୍ଯ୍ୟନ୍ତ ସବୁକିଛି କେମିକାଲ୍ ଦ୍ୱାରା ତିଆରି ହେଉଛି।ଆମେ ଆଜି ଆପଣଙ୍କୁ ଏକ ଘରେଲୁ ନୁଷ୍କା ବିଷୟ ରେ କହିବୁ, ଯାହାକୁ ବ୍ୟବହାର କରିବା ଦ୍ୱାରା ଆପଣ ମାନଙ୍କ ର ଚେହେରା ବହୁତ ଗୋରା ଏବଂ ବହୁତ ସୁନ୍ଦର ମଧ୍ୟ ହୋଇଯିବ। ତେବେ ଆସନ୍ତୁ ଜାଣିବା ଏହା ପାଇଁ କଣ ସବୁ ଜିନିଷ ର ଆବଶ୍ୟକତା ରହିଛି ଏବଂ କିପରି ଏହାକୁ ବ୍ୟବହାର କରିବେ।

*ପ୍ରସ୍ତୁତି ପ୍ରଣାଳୀ:-

ଏହା ପାଇଁ ଆପଣଙ୍କୁ ନେବାକୁ ପଡିବ ଅଧା ଚାମଚ ହଳଦୀ, ଏକ ଚାମଚ୍ ବେସନ, ଏକ ଚାମଚ ମୁଲତାନି ମାଟି ଓ ଦୁଇ ଚାମଚ୍ ଏଲୋବେରା ଜେଲ୍। ପ୍ରଥମେ ଏକ ଛୋଟ ପାତ୍ର ନେବେ ସେଥିରେ ହଳଦୀ, ମୁଲତାନି ମାଟି, ବେସନ ଏବଂ ଏଲୋବେରା ଜେଲ୍ କୁ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ ଏହା ପରେ ସାମାନ୍ୟ ଉଷୁମ ପାଣିରେ ଆପଣ ଆପଣଙ୍କ ମୁହଁ କୁ ଧୋଇ ଦିଅନ୍ତୁ ଏହାଦ୍ୱାରା ଆପଣଙ୍କ ଚେହେରା ରେ ଥିବା ବନ୍ଦ ଛିଦ୍ର ଖୋଲିଯିବ।

*ବ୍ୟବହାର:-

ଏହା ପରେ ଏହି ପେଷ୍ଟ ଟି କୁ ମୁହଁ ରେ ଲଗାନ୍ତୁ ଏବଂ ଏହାକୁ ଭଲ ଭାବରେ ମସାଜ୍ କରନ୍ତୁ, ଏହାପରେ ଏହାକୁ 20 ମିନିଟ୍ ପାଇଁ ଛାଡି ଦିଅନ୍ତୁ। ଏହାପରେ ଏହାକୁ ଥଣ୍ଡା ଏବଂ ସଫା ପାଣିରେ ଭଲ ଭାବରେ ଧୋଇ ନିଅନ୍ତୁ। ଏହିପରି ସପ୍ତାହରେ 3 ଥର କରନ୍ତୁ, ଏହାକୁ 7 ରୁ 8 ଥର ବ୍ୟବହାର କରିଲେ ଆପଣ ଙ୍କ ମୁହଁ ଗୋଲାପି, ଗୋରା ଏବଂ ଆପଣଙ୍କ ମୁହଁ ରେ ଏକ ଚମକ ଦେଖିବାକୁ ମିଳିବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।