ଥଣ୍ଡା,ଖାସ,ଜରକୁ ଚୁଟକୀ ରେ ଗାୟବ୍ କରନ୍ତୁ ଏହି ଗୋଟିଏ ଘରୋଇ ଉପାୟ ମାଧ୍ୟମରେ 100% ଗ୍ୟାରେଣ୍ଟି

0

ତେବେ ଦେଖିବାକୁ ଗଲେ ସମସ୍ତ ଙ୍କୁ ଥଣ୍ଡା, କାଶ ,ଜର ହୋଇ ଥାଏ। ଆଉ ଯାହା ଦ୍ୱାରା ଆମ ର ମୁଣ୍ଡ ବିନ୍ଧେ , ନାକ ରୁ ପାଣି ବାହାରେ , ନାକ ବନ୍ଦ ହୋଇ ଯାଏ , ନିଶ୍ୱାସ ନେବାରେ କଷ୍ଟ ହୋଇ ଥାଏ । ତେବେ ଏହା ସତରେ ଏକ ବିରକ୍ତିଜନକ ରୋଗ ହୋଇ ଥାଏ। ତେବେ ଏହି ଥଣ୍ଡା ରେ ହେଉ ଥିବା ରୋଗ ଗୁଡିକ ବେଳେ ବେଳେ ବହୁତ ଭୟଙ୍କର ମଧ୍ୟ ହୋଇ ଥାଏ ।ଆଉ ଯାହା ଦ୍ୱାରା ଆମ ଶାରୀରିକ ଅଧିକ ଦୁର୍ବଳ ହୋଇ ଯାଏ। ଆଉ କୌଣସି କାମ କରିବାକୁ ଇଚ୍ଛା ହୁଏ ନାହିଁ। ତେବେ ଏହି ଥଣ୍ଡା ଠୁ ମୁକ୍ତି ପାଇବା ପାଇଁ ଆମେ ଅନେକ ଔଷଧ ଖାଇ ଥାଉ , ଡାକ୍ତର ଙ୍କ ପାଖକୁ ଯାଇ ଥାଉ।ତେବେ ବେଳେ ବେଳେ ଏହି ଔଷଧ ଗୁଡିକ ରେ ଆମର କୌଣସି ଉପକାର ହୋଉ ନ ଥାଏ।

ତେବେ ଏହି ଥଣ୍ଡା ରୁ ମୁକ୍ତି ପାଇବା ପାଇଁ ଆମେ ଘରେ ମଧ୍ୟ ଏକ ପ୍ରକାର ଔଷଧ ପ୍ରସ୍ତୁତ କରି ଖାଇ ପରିବା। ତେବେ ଏହା ଆମ ଶରୀର ପାଇଁ ବହୁତ ଉପକାର ହେବ । ଆଉ ଥଣ୍ଡା କାଶ , ଜର ଠୁ ମଧ୍ୟ ମୁକ୍ତି ମିଳିବ । ତେବେ ଘୋରୋଇ ଉପଚର୍ ପ୍ରାକୃତିକ ହୋଇ ଥାଏ। ଯାହା ଆମ ଶରୀର ରେ କୌଣସି କ୍ଷତି କରାଇ ନ ଥାଏ। ତେବେ ଏହି ରୋଗ ପାଇଁ ଏମିତି କିଛି ଉପଚାର୍ ରହିଛି । ଯାହା ଆପଣ ବ୍ୟବହାର କରିବା ଦ୍ୱାରା ଅତି ସହଜ ରେ ଦୂର ହୋଇ ଯିବ। ତେବେ ଆସନ୍ତୁ ଜାଣିବା , ସେହି ଉପଚାର ବିଷୟ ରେ।

ପ୍ରସ୍ତୁତି ପ୍ରଣାଳୀ:-

* ତେବେ ଏହି ଉପଚାର ପାଇଁ ଆମେ ପ୍ରଥମେ ଅଦା ନେବା । ଅଦା ଥଣ୍ଡା ପାଇଁ ଏକ ରାମବାଣ ଭଳି କାମ କରେ। ତେବେ ଏହି ଅଦା କୁ ଆମେ କାଟି ତାର ରସ ବାହାର କରିବା,ଆଉ ଏହା ପରେ ସେହି ଅଦା ରସ ରେ ଟିକେ ମହୁ ମିଶାଇ ଦେବା ଏବଂ ତା ପରେ ଦୁଇଟି ଗୋଲମରିଚ କୁ କୁଟି ଗୁଣ୍ଡ କରିଦେବା।ତେବେ ଗୋଟେ ପାତ୍ର ରେ ଅଦା ରସ ଓ ମହୁ ମିଶାଇ ଛୋଟ ପିଲଙ୍କୁ ଖାଇବାକୁ ଦେବା । ତେବେ ଯଦି ଏହାକୁ ବଡ଼ ଲୋକ ଖାନ୍ତି , ତାହାଲେ ସେଥିରେ ଅଳ୍ପ ଗୋଲମରିଚଗୁଣ୍ଡ ମିଶାଇ ଦେବା । ଆଉ ଖାଇବା ଦେବା । ଛୋଟ ପିଲା ମାନଂକୁ ଗୋଲମରିଚଗୁଣ୍ଡ ମିଶାଇ ଦେଲେ , ତାହା ସେମାନଙ୍କ ବେକ ରେ ଲାଗିବ। ତେବେ ଆପଣ ଏହାକୁ ଅଧା ଚାମଚ ଦିନ କୁ ତିନି ଥର ଖାଇବେ।


* ତେବେ ପୁଣି ଆମେ କିଛି ଅଦା ରସ ନେବା , ସେଥିରେ ଅଳ୍ପ ମହୁ ମିଶାଇ ଦେବା ଆଉ ତା ପରେ ସେଥିରେ ଟିକେ ସନ୍ଧି ଲୁଣ ମିଶାଇ ଦେବ ।ଏହା କୁ ଆପଣ ଦିନ ରେ ତିନି ଥର ଅଧ ଚାମଚ ଲେଖାଏଁ ଖାଇବେ।

* ତେବେ କାଶ କୁ ଦୂର କରିବା ପାଇଁ ଆପଣ କିଛି ଜୁଆଣି କୁ ଆଣି ତାକୁ କଡେଇ ରେ ଭାଜି ଦିଅନ୍ତୁ। ଆଉ ଭଜା ହେଲା ପରେ ଆପଣ ଏହା କୁ ଗୁଣ୍ଡ କରି ସେଥିରେ ଅଳ୍ପ ମହୁ ମିସନ୍ତୁ। ଆଉ ସେବନ କରନ୍ତୁ। ଦେଖିବେ ଏହା ଆପଣ ଙ୍କ କାଶ କୁ ବହୁତ ଶୀଘ୍ର ଦୁର କରି ଦେବ । ତେବେ ଆପଣ ଏହି ସବୁ ଉପଚାର କୁ ଘରେ ନିହାତି ଭାବେ କରନ୍ତୁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।