Breking News – ଏବେ ଏବେ ଚଳଚିତ୍ର ଜଗତରୁ ଆସିଲା ବଡ ଦୁଖଦଃ ଖବର । ଏତେ କମ ବୟସରେ ଏହି ପ୍ରସିଦ୍ଧ ଅଭିନେତ୍ରୀ ଙ୍କର କରୋନା ରେ ହେଲା ପରଲୋକ । ସମଗ୍ର ଦେଶରେ ଖେଳିଗଲା ଶୋକର ଛାୟା…..

0

ଏହି ବର୍ଷ 2020 ମସିହା ତ ଆମ ରାଜ୍ୟ, ଦେଶ ତଥା ସାରା ବିଶ୍ଵ ପାଇଁ ବହୁତ ଖରାପ ରେ ଯାଇଛି। ଏହି ବର୍ଷ ତ ଲୋକ ମାନଙ୍କ ଠାରୁ ସେମାନଙ୍କ ର ଅନେକ କିଛି ଛଡାଇ ନେଇଛି। କରୋନା ଏହି ବର୍ଷ ଲୋକ ମାନଙ୍କ ଠାରୁ ହସ ଖୁସି ସବୁକିଛି ଛଡାଇ ନେଇଛି। ବର୍ଷ ଆରମ୍ଭ ହବାର କିଛି ମାସ ପରେ କରୋନା ଆମ ଦେଶରେ ଦେଖା ଦେଇଥିଲା। ଏହାପରେ ଆମ ଦେଶରେ ଲକ୍ଡାଉନ୍ ହୋଇଯାଇଥିଲା, ହେଲେ ଏହା ସତ୍ତ୍ବେ ବି ଆମ ଦେଶରେ କରୋନା ପଜିଟିଭ୍ ଅନେକ ଲୋକ ବାହାରୁ ଥିଲେ।


ସରକାର ଏହି ଲକ୍ଡାଉନ୍ ଭଲ ପାଇଁ କରିଥିଲେ, ଏହା ଦ୍ୱାରା ଲୋକ ମାନେ ଘରୁ କୁଆଡେ ବାହାରି ପାରିବେ ନାହିଁ ଏବଂ କରୋନା ର ସଂକ୍ରମଣ କୁ କିଛି ମାତ୍ରାରେ ରୋକାଯାଇ ପାରିବ। ଏହି ପରି ମଧ୍ୟ ହୋଇଥିଲା, ଲୋକ ମାନେ ଲକ୍ଡାଉନ୍ ସମୟ ରେ ଘରୁ କୁଆଡେ ବାହାରକୁ ଯାଉନଥିଲେ ଏବଂ କରୋନା ର ସଂକ୍ରମଣ କୁ କିଛି ମାତ୍ରାରେ ରୋକାଯାଇ ପାରିଥିଲା। ହେଲେ ବି ଆମ ଦେଶରେ ଅନେକ କରୋନା ପଜିଟିଭ୍ ବାହାରୁ ଥିଲେ ଅନେକ ଲୋକ ଏହା ଯୋଗୁଁ ମୃତ୍ୟୁ ବରଣ ମଧ୍ୟ କରୁଥିଲେ। ଏବେ ମଧ୍ୟ ଆମ ଦେଶରେ କରୋନା ସମ୍ପୂର୍ଣ୍ଣ ଭାବେ ଲୋପ ପାଇ ଯାଇ ନାହିଁ, ଏବେବି ଲୋକ ମାନେ କରୋନା ରେ ପୀଡିତ ଅଛନ୍ତି ଏବଂ ହସ୍ପିଟାଲ୍ ରେ ତାହା ସହ ଲଢେଇ କରୁଛନ୍ତି। ଏହି ଲଢେଇ ରେ କେତେ ଜଣ ଜିତି ଯାଉଛନ୍ତି ଏବଂ ଆଉ କେତେଜଣ ହାରି ଯାଇ ନିଜ ଜୀବନ ମଧ୍ୟ ହରାଉଛନ୍ତି।


ଏହି କରୋନା ବି ଆମ ମାନଙ୍କ ଠାରୁ ଆମ ଦେଶର ଅନେକ ପ୍ରତିଷ୍ଠିତ ବ୍ୟକ୍ତି ମାନଙ୍କୁ ଆମ ମାନଙ୍କ ଠାରୁ ଛଡାଇ ନେଇଛି। ଏହି ବର୍ଷ ଆମେ ମାନେ ଆମ ଦେଶର ଅନେକ କଳାକାର, ସଙ୍ଗୀତକାର, ବିଧାୟକ ମାନଙ୍କୁ ହରାଉଛୁ। କରୋନା ଦ୍ୱାରା ଅନେକ ଲୋକ ମୃତ୍ୟୁ ବରଣ କରୁଛନ୍ତି। ଏହି ବର୍ଷ ର ଆରମ୍ଭ ରୁ ଆମେ ମାନେ ଅନେକ ଦୁଃଖଦ ଖବର ଶୁଣିବାକୁ ପାଉଛୁ। ଏହି ବର୍ଷ ସୁଶାନ୍ତ ସିଂହ, ପ୍ରଣବ ମୁଖାର୍ଜୀ, ଆଦି ଅନେକ ବଡ ବଡ ବ୍ୟକ୍ତି ମୃତ୍ୟୁବରଣ କରୁଛନ୍ତି। ଏବେ ମଧ୍ୟ ସେହି ପରି ଜଣେ ପ୍ରସିଦ୍ଧ କଳାକାର ଙ୍କ ର ମୃତ୍ୟୁ ହୋଇଛି, ଏହା ଦ୍ୱାରା ସମଗ୍ର ସିନେ ଜଗତ ଦେବେ ଶୋକକାଳୁ ହୋଇ ଯାଇଛି। ତେବେ ଆସନ୍ତୁ ଜାଣିବା ସେହି କଳାକାର ଏବଂ ତାଙ୍କ ର ମୃତ୍ୟୁ ସମ୍ପର୍କରେ।

ତେବେ ସେହି କଳାକାର ଜଣଙ୍କ ହେଉଛନ୍ତି ଅଭିନେତ୍ରୀ ସିଏ ଲୋକ ମାନଙ୍କ ର ଅନେକ ପ୍ରିୟ, ତେବେ ତାଙ୍କ ନାମ ହେଉଛି ଦିବ୍ୟା ଭଟ୍ଟନଗର। ସେ ମୁମ୍ବାଇ ର ସେଭେନ୍ ହିଲ୍ସ ହସ୍ପିଟାଲ୍ ରେ କୋଭିଡ୍ – 19 ଯୋଗୁଁ ଦେହାନ୍ତ ହୋଇଛି, ମୃତ୍ୟୁ ବେଳକୁ ତାଙ୍କୁ 34 ବର୍ଷ ହୋଇଥିଲା। ତାଙ୍କ ଅବସ୍ଥା ଅଧିକ ଖରାପ ହୋଇଯିବାରୁ ତାଙ୍କୁ ଭେନ୍ଟିଲେଟର୍ ରଖା ଯାଇଥିଲା। ଏହି ଅଭିନେତ୍ରୀ ଜଣକ ଉଚ୍ଚ ରକ୍ତଚାପୀ ହୋଇଥିବାରୁ ପ୍ରାୟ ଏକ ସପ୍ତାହ ଧରି ସେ ଏହି ରୋଗ ର ମୁକାବିଲା କରୁଥିଲେ। ସେ ନିମୋନିଆ ରେ ପୀଡିତ ଥିଲେ।


ଦେବୋଲିନି ଭଟ୍ଟାଚାର୍ଯ୍ୟ ଯିଏ କି ‘ୟେ ରିସ୍ତା କ୍ୟା କେହେଲାତା ହେ’ରେ ଦିବ୍ୟାଙ୍କ ସହ ଅଭିନୟ କରୁଥିଲେ, ଏବଂ ସୋମବାର ଦିନ ସକାଳୁ ତାଙ୍କ ର ମୃତ୍ୟୁ ହୋଇଛି। ତାଙ୍କ ସହ କିଛି ଥୋବ୍ରାକ୍ ଫଟୋ ପୋଷ୍ଟ କରି ଦେବୋଲିନା ଏକ ଇଲୋଜି ଲେଖିଥିଲେ। ସେ ଲେଖିଛନ୍ତି ମଧ୍ୟ, ମୁଁ ତୁମକୁ ମନେ ପକାଇବି ଡିଭୁ ,ଏବଂ ତୁ ବି ଜାଣିଥିଲୁ। ମୁଁ ତୁମକୁ ଭଲ ପାଉଥିଲି ଏବଂ ଯତ୍ନ ନେଉଥିଲି, ବଡ ତୁ ବି ଥିଲୁ ଛୁଆ ତୁ ବି ଥିଲୁ। ଭଗବାନ ତୁମର ଆତ୍ମା କୁ ସଦଗତି ଦିଅନ୍ତୁ, ଯେଉଁଟି ବି ତୁ ରହ, ଖୁସି ରେ ରହ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।