କିଏ ସେ ବିଜେଡ଼ି ର ମହିଳା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, ଯାହାଙ୍କ କଥା କହିଲେ ବିଜେଡ଼ି ରୁ ବହିଷ୍କୃତ ନେତା ପ୍ରଦୀପ ପାଣିଗ୍ରାହୀ, ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ……

0

ଆମ ରାଜ୍ୟରେ ତ ରାଜନୀତି ସବୁବେଳେ ଚର୍ଚ୍ଚା ରେ ଥାଏ, ସବୁବେଳେ ରାଜନୀତି କୌଣସି ନା କୌଣସି କଥା କୁ ନେଇ ରାଜ୍ୟ ବାସୀ ଙ୍କ ମୁହଁ ରେ ଚର୍ଚ୍ଚା ବିଷୟ ପାଲଟିଥାଏ। ରାଜ୍ୟ ରେ ସବୁବେଳେ ବିପରୀତ ପାର୍ଟି ର ଲୋକ ମାନେ ଏକ ସୁଯୋଗ ଅପେକ୍ଷା ରେ ଥାଆନ୍ତି, କିପରି ଅଲଗା ର ପାର୍ଟି ର ଲୋକ ମାନେ ଏକ ଭୁଲ୍ କରିବେ ଏବଂ ଏମାନେ ସବୁ ସେମାନଙ୍କ ସେହି ଭୁଲ୍ ଟି କୁ ନେଇ ରାଜନୀତି ଆରମ୍ଭ କରିଦେବେ। ଏବେ ତ ଆମ ରାଜ୍ୟ ରେ ପରୀର ଦୁଷ୍କର୍ମ ମାମଲା କୁ ନେଇ ବିଜେଡି ର ଜଣେ ଟାଣୁଆ ନେତା ଅଡୁଆ ରେ ପଡିଛନ୍ତି ଏବଂ ଆଉ ଜଣେ ଆକାଶ ପାଠକ ଙ୍କ ଭାବୀ ଶ୍ୱଶୁର ହୋଇଥିବା ରୁ ଅଡୁଆ ଘେର ରେ ପଡି ଯାଇଛନ୍ତି।

ଏବେ ଏମାନଙ୍କ ପଦବୀ ଯିବା ଉପରକୁ କଥା ଆସି ଗଲାଣି। ଆକାଶ ପାଠକ ଙ୍କ କଥା କୁ ନେଇ ସାମ୍ନା କୁ ଆସିଥିଲା ପ୍ରଦୀପ ପାଣିଗ୍ରାହୀ ଙ୍କ ର ସବୁ ଠକେଇ ଟଙ୍କା ର କଥା। ତେବେ ସେ ସେହି କଥା ରୁ ବହିଷ୍କୃତ ମଧ୍ୟ ହୋଇ ଯାଇଛନ୍ତି। ତେବେ ବର୍ତ୍ତମାନ ର ସବୁଠାରୁ ବଡ ଖବର ଏହା ହେଉଛି କି, କିଏ ସେ ବିଜେଡି ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, ଯାହାଙ୍କ କଥା କହି ଅଡୁଆ ରେ ଏବେ ବିଜେଡି ର ବହିଷ୍କୃତ ବିଧାୟକ।

ତେବେ ବିଜେଡି ରୁ ଏବେ ବହିଷ୍କୃତ ହୋଇ ଯାଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନ ର ଗୋପାଳପୁର ର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ସେ ବହିଷ୍କୃତ ହେବା ପରେ ଏବେ ବିଜେଡି ସହ ଲାଗିରହିଥିବା ଦ୍ୱନ୍ଦ ଏବଂ ଗୋଷ୍ଠୀ କନ୍ଦଳ ସହ ଲାଗି ରହିଥିବା ଅନେକ ଭିତିରି କଥା ବି ସର୍ବ ସମ୍ମୁଖରେ କହିଛନ୍ତି। ଅବଶ୍ୟ ବିଜେଡି ରୁ ବହିଷ୍କୃତ ହେବା ପରେପଛେ ସେ ଗୁଡିକ ସବୁ ତାଙ୍କ ର ମନ ଗଢା ତଥା ନିଜସ୍ୱ ମନ୍ତବ୍ୟ ହୋଇପାରେ। ହେଲେ ତାଙ୍କ ର ସବୁ ମନ୍ତବ୍ୟ ମଧ୍ୟରୁ କିଛି ମନ୍ତବ୍ୟ ରାଜ୍ୟ ରାଜନୀତି ରେ ବେଶ୍ କିଛି ଗୁରୁତ୍ବ ରଖୁଛି। ସେହି ମନ୍ତବ୍ୟ ଗୁଡିକୁ ନେଇ ପରେ ଚର୍ଚ୍ଚା ଜୋର୍ ଧରୁଛି ଏବଂ ରାଜନୀତି ମହଲ ରେ ସେହି କଥା ସବୁ ବେଶ୍ ସରଗରମ ମଧ୍ୟ ହେଉଛି।


ତେବେ ପ୍ରଦୀପ ପାଣିଗ୍ରାହୀ ଆମ ରାଜ୍ୟ ର ଜଣେ ବହୁତ ବଡ ପ୍ରଖତ ଟାଣୁଆ ନେତା ଥିଲେ, ସେ ଏବଂ ଗିରଫ ହୋଇ ପୋଲିସ୍ ର ହେପାଜତ ରେ ଅଛନ୍ତି ଏହା ସହ ତାଙ୍କୁ ବିଜେଡି ଦଳରୁ ମଧ୍ୟ ବହିଲା କରି ଦିଆଯାଇଛି। ତେବେ ତାଙ୍କ ଝିଅ ଙ୍କ ବାହାଘର ଆକାଶ ପାଠକ ଙ୍କ ସହ ହବାର ଥିଲା ,ଯେତେବେଳେ ଆକାଶ ପାଠକ ଏବଂ ତାଙ୍କ ବାପା ଙ୍କ ର ସବୁ ବେ ଆଇନ୍ କାରବାର ଏବଂ ଠକେଇ ଟଙ୍କା ର କୋଟି କୋଟି ସମ୍ପତ୍ତି କଥା ସାମ୍ନା କୁ ଆସିଲା ସେତେବେଳେ ପ୍ରଦୀପ ପାଣିଗ୍ରାହୀ ଙ୍କ ର ମଧ୍ୟ ଅନେକ କୋଟି କୋଟି ଟଙ୍କା ର ସମ୍ପତ୍ତି କଥା ସାମ୍ନା କୁ ଆସିଲା, ସେ ଗୁଡିକ ସବୁ ବେ ଆଇନ୍ ଥିଲା।

ଏବେ ସେ ଦଳ ରୁ ବହିଷ୍କୃତ ହେବା ପରେ ଅନେକ ମନ୍ତବ୍ୟ ସବୁ ଦେଉଛନ୍ତି ବିଜେଡି ଦଳ କୁ ନେଇ। ସେ କହିଛନ୍ତି, ଦଳ ରେ ଆଉ କେହି ସେହିପରି ପୁରୁଖା ନେତା ନାହାଁନ୍ତି ,ଯେଉଁ ମାନଙ୍କ ର କି ବିଜେଡି ଦଳ ଗଠନ ରେ ପ୍ରମୁଖ ଭୂମିକା ରହିଥିଲା। ଆଉ କହିଛନ୍ତି କି ଯେଉଁ ମାନେ ଜଣେ ମହିଳା ବା ନାରୀ ଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛନ୍ତି ସେମାନେ ପ୍ରାୟତଃ ଆଉ ନାହାଁନ୍ତି। ପ୍ରଦୀପ ପାଣିଗ୍ରାହୀ ଙ୍କ କହିବା ଅନୁସାରେ ଭବିଷ୍ୟତରେ ଜଣେ ଜଣେ ମହିଳା ଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଯେଉଁ ଏଷ୍ଟାବ୍ଲିସ୍ ଲୋକ ମାନେ ବିଜୁ ଜନତା ଦଳରେ କରୁଛନ୍ତି ବା କରୁଥିଲେ ସେମାନଙ୍କୁ ଦଳ ରୁ ବିଦା କରା ଯାଇଛି। ତେବେ ଏବେ ତାଙ୍କର ଏହି ମନ୍ତବ୍ୟ କୁ ନେଇ ଚର୍ଚ୍ଚା ଜୋର୍ ଧରିଛି କି ସେହି ମହିଳା ଜଣକ କିଏ ଯାହାଙ୍କୁ କି ବିଜେଡି ଦଳ ମୁଖ୍ୟମନ୍ତ୍ରୀ କରିବା ପାଇଁ ଭବିଷ୍ୟତ ରେ ଦଳ ଯୋଜନା କରୁଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।