ଜାଣନ୍ତୁ ଆମେ ପଢୁଥିବା ବର୍ଣ୍ଣବୋଧ ର ଲେଖକ କିଏ ? ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବ

0

ଆମେ ବର୍ତ୍ତମାନ ଏକ ଅତ୍ୟାଧୁନିକ ତଥା ଟେକ୍ନୋଲୋଜି ର ଦୁନିଆଁ ରେ ବସବାସ କରୁଚୁ ।ଏବଂ ଆମକୁ ଏହି ସମାଜ ରେ ସଂମାନର ସହ ବଞ୍ଚିବାକୁ ହେଲେ ପ୍ରଥମେ ଆମକୁ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ହୋଇଥାଏ ।ଏବଂ ଆମକୁ ନିଜର ଏକ ପରିଚୟ କରିବାକୁ ହେଲେ ପ୍ରଥମେ ଭଲ ପାଠ ପଢିବା କୁ ହୋଇଥାଏ। କିନ୍ତୁ କେବେ କେବେ ଆମେ ଆମର ବହି ରୁ ଯେତେ ପଢିଲେ ମଧ୍ୟ କୌଣସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାରେ ଅସଫଳ ହୋଇଥାଉ ।କାରଣ ଆମର ଭବିଷ୍ୟତ ରେ ଦେବାକୁ ଯାଉଥିବା ବା ଦେଉଥିବା ପରୀକ୍ଷା ରେ ସମସ୍ତ ପ୍ରଶ୍ନ ସବୁବେଳେ ଆମେ ପଡିଥିବା ପାଠ ମଧ୍ୟରୁ ଆସିନଥାଏ ।  କେବେ ପ୍ରଶ୍ନ ଗୁଡିକ ଆମର ନିତିଦିନିଆ ବ୍ୟବହୃତ ଜିନିଷ କୁ ନେଇ ଆସିଥାଏ । ତେଣୁ ଆମେ ଆଜି ଆପଣ ମାନଙ୍କୁ ଏମିତି କିଛି ମଜାଦାର ପ୍ରଶ୍ନ ଏବଂ ଏହାର ଉତ୍ତର ବିଷୟରେ ଜଣେଇବୁ ଯାହାକି ଆପଣଙ୍କୁ ଆଗକୁ ଦେବାକୁ ଯାଉଥିବା ପରୀକ୍ଷା ରେ ଉତ୍ତୀର୍ଣ୍ଣ ହେବାରେ ସାହାଯ୍ୟ କରିବ ।

୧. ପ୍ରଥମ ପ୍ରଶ୍ନ ଟି ହେଉଛି ଯେ ସେ କିଏ ଯାହା ପାଖରେ ରିଙ୍ଗ ଅଛି ମାତ୍ର ପିନ୍ଧି ବା ପାଇଁ ଆଙ୍ଗୁଠି ନାହିଁ ?
ଉତ୍ତର- ଏହାର ଉତ୍ତର ଟି ହେଉଛି ମୋବାଇଲ ଫୋନ ।

୨.ଦ୍ୱିତୀୟ ପ୍ରଶ୍ନ ଟି ହେଉଛି ଯେ ଏମିତି କେଉଁ ଜିନିଷ ଅଛି ଯାହାକୁ ଆମେ ନିଜ ହାତରେ ତିଆରି କରି ଆକାଶ ରେ ଉଡ଼ିଥାଉ ?
ଉତ୍ତର- ଏହାର ଉତ୍ତର ଟି ହେଉଛି ଗୁଡି ।ଯାହାକି ଆମେ ପିଲା ଦିନେ ସବୁବେଳେ ଆକାଶରେ ଉଡ଼ିଥାଉ ।

୩. ତୃତୀୟ ପ୍ରଶ୍ନ ଟି ହେଉଛି ଯେ, ଗାୟତ୍ରୀ ମନ୍ତ୍ର ର ଅନ୍ୟ ନାମ କଣ ଅଟେ ?
ଉତ୍ତର- ଏହାର ଉତ୍ତର ଟି ହେଉଛି ସାବିତ୍ରୀ ମନ୍ତ୍ର । ଆଜ୍ଞା ମନେ ରଖନ୍ତୁ ଯେ ଗାୟତ୍ରୀ ମନ୍ତ୍ର କୁ ସାବିତ୍ରୀ ମନ୍ତ୍ର ବୋଲି ମଧ୍ୟ ସମ୍ଵଧନ କରାଯାଇଥାଏ ।

୪.ଚତୁର୍ଥ ପ୍ରଶ୍ନ ଟି ହେଉଛି ଯେ , ଗୋଟିଏ ମାଙ୍କଡ , ଗୁଣ୍ଡୁଚି ମୂଷା ଏବଂ ଗୋଟିଏ ପକ୍ଷୀ ନଡ଼ିଆ ଗଛ କୁ ଚଢୁଥିଲେ ତେବେ ଗଛ ରେ ଥିବା କଦଳୀ କୁ କିଏ ଖାଇଦେଲା ?
ଉତ୍ତର- ଏହାର ଉତ୍ତର ଟି ହେଉଛି ଏମାନ ଙ୍କ ମଧ୍ୟ ରୁ କେହି ବି ନୁହେଁ ।ଆଉ ଏହାର କାରଣ ହେଉଛି ଯେ କଙ୍କଡ଼ା , ଗୁଣ୍ଡୁଚି ମୂଷା ଏବଂ ପକ୍ଷୀ ତ ନଡ଼ିଆ ଗଛ ଚଢୁଥିଲେ ତେଣୁ ସେମାନେ ଏହାକୁ ଖାଇ ନାହାନ୍ତି।

5 – ଆମେ ପଢୁଥିବା ବର୍ଣ୍ଣବୋଧ ର ଲେଖକ କିଏ ?

ଉତ୍ତର – ମଧୁସୂଦନ ରାଓ

୫.ପଞ୍ଚମ ପ୍ରଶ୍ନ ଟି ହେଉଛି ଏହା କି ଯେ ,ଝିଅ ମାନେ ଏମିତି ଯେଉଁ କାର୍ଯ୍ୟ କଲେ ବା କଣ କାମ ପ୍ରଥମ ଥର ପାଇଁ କଲେ ତାଙ୍କୁ ବହୁତ କଷ୍ଟ ଅନୁଭବ ହୋଇଥାଏ କିନ୍ତୁ ପରେ ଆନନ୍ଦ ଦେଇଥାଏ ??
ଉତ୍ତର-ଏହାର ଉତ୍ତର ଟି ହେଉଛି ଝିଅ ମାନେ କାନ ଫୁଡିଲେ ।ଆପଣ ମାନେ ଦେଖିଥିବେ କି ଝିଅ ମାନେ ଯେତେବେଳେ ପ୍ରଥମ ଥର କାନ ଫୁଡ଼ନ୍ତି ତାଙ୍କୁ ବହୁତ କଷ୍ଟ ହୋଇଥାଏ କିନ୍ତୁ ପରେ କାନଫୁଲ ପିନ୍ଧିବାରୁ ତାଙ୍କୁ ଖୁସି ଲାଗିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।