Dr – Manoj Kumar sahu ଗୋଟିଏ ଥରକରେ ଲିଭର୍ ର ସବୁ ମଇଳା ସଫା କରିଦେବ ଏହି ଚମତ୍କାରୀ ଔଷଧୀୟ ଜୁସ୍, ଦେଖନ୍ତୁ କେମିତି ବନେଇବେ ଓ ପିଇବେ

0

ଶରୀର ଅଛି ତ ରୋଗ ବି ଅଛି। ଆପଣ ପ୍ରତିଦିନ ବହୁତ ପ୍ରକାର ର ଅସୁବିଧା ର ସମ୍ମୁଖୀନ ହେଉଥିବେ। କାହିଁକି ନା ଆମ ସାରିର୍ବରେ ରୋଗ ରହିବା ଏକ ସାଧାରଣ କଥା। କିନ୍ତୁ ଏମିତି କିଛି କଥା ରହିଛି ଯେଉଁ ଗୁଡିକ କୁ ଆପଣ ନିଶ୍ଚିତ ଭାବରେ ଅଧିକ ଧ୍ୟାନ ଦେବା ନିହାତି ଆବଶ୍ୟକ ଅଟେ। ଆମର ଶରୀର ବାହ୍ୟ ଅଙ୍ଗ ର କୌଣସି ଅସୁବିଧା ହେଲେ ଆମେ ତାହା ଦେଖି ପାରିଥାଉ। କିନ୍ତୁ ଅନ୍ତରଙ୍ଗ ଅଙ୍ଗ ର ଯଦି କୌଣସି ଅସୁବିଧା ହୁଏ ତେବେ ଆମେ ତାହାକୁ ଜାଣି ପାରି ନଥାଉ।

ତେଣୁ ଆମକୁ ସେହି ଅଙ୍ଗ ଗୁଡ଼ିକ ର ବିଶେଷ ଧ୍ୟାନ ଦେବା ଆବଶ୍ୟକ। କାହିଁକି ନା ସେ ଗୁଡିକ ଧୀରେ ନଷ୍ଟ ହେବାରେ ଲାଗି ଥାଏ ଓ ଏହା କାହାକୁ ମଧ୍ୟ ଜଣା ପଡି ନଥାଏ ଶେଷରେ ଏହା ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇ ଯାଇଥାଏ ଓ ଆମର ମୃତ୍ୟୁ ର କାରଣ ମଧ୍ୟ ହୋଇ ଥାଏ। ଏମିତି ଆମ ଶରୀର ର ଏକ ଗୁରୁତ୍ୱ ପୂର୍ଣ ଅଙ୍ଗ ହେଉଛି ଲିଭର ବା ଯକୃତ। ଏହି ଲିଭର ଆମ ଶରୀର ପାଇଁ ନିହାତି ଆବଶ୍ୟକ ଅଟେ। ଯାହା ଓହଳରେ ଲିଭର କୁ ସୁସ୍ଥ ରଖିବା ଆମର ଦାୟିତ୍ୱ ଅଟେ।

\
ଅନେକ ଲୋକ ମାନଙ୍କ ର ଲିଭର ଜନିତ ସମସ୍ୟା ରହିଛି ଯୋଉଥି ପାଇଁ କି ସେମାନେ ଅନେକ ଅସୁବିଧା ର ସମ୍ମୁଖୀନ ହୋଇ ଥାନ୍ତି। ତେବେ ଅନେକ ପ୍ରକାର ର ଔଷଧ ଖାଇବା ପରେ ମଧ୍ୟ ସେ ଏହି ସବୁରୁ ମୁକ୍ତି ପାଇ ପାରି ନଥାନ୍ତି। ଆଜି ଆମେ ଆପଣଙ୍କ ପାଇଁ କହିବାକୁ ଯାଉଛୁ ଏପରି କଁ ଘରୋଇ ଉପଚାର ବିଷୟରେ ଯାହାକୁ କି ଆପଣ ଜାଣିବା ପରେ ସହଜରେ ଆପଣ ଙ୍କ ଲିଭର ସମସ୍ୟା କୁ ଦୁରେଇ ପାରିବେ  ଏହା ପାଇଁ ଆପଣ ଙ୍କୁ ଏକ ପ୍ରକାର ର ଜୁସ ପ୍ରସ୍ତୁତ କରିବା ପାଇଁ ପଡିବ। ଏହି ଜୁସ କୁ ଯଦି ଆପଣ ନିୟମିତ ସେବନ କରବେ ତାହାଲେ ନିଶ୍ଚିତ ଭାବରେ ଆପଣ ଏହି ଲିଭର ସମସ୍ୟା ରୁ ସମ୍ପୂର୍ଣ ରୂପରେ ମୁକ୍ତି ପାଇ ପାରିବେ। ଏହି ଜୁସ ପାଇଁ ଆପଣଂକୁ ଆବଶ୍ୟକ ରହିଛି ଅଁଳା ର ଅଁଳା କୁ ଛୋଟ ଛୋଟ କରି କାଟି ଏକ ପାତ୍ର ରେ ରଖି ଦିଅନ୍ତୁ। ଏହା ପରେ ଆପଣ ସେହି ପାତ୍ର ରେ କିଛି ଧନିଆ ପତ୍ର ଛିଣ୍ଡାଇ ରଖି ଦିଅନ୍ତୁ।


ତା ପରେ ସେଥିରେ କିଛି ମାତ୍ର ରେ ଆଲୋବେରା ମିଶାନ୍ତୁ। ମନେ ରଖନ୍ତୁ ଆଲୋ ବେରା ର ଚୋପା କୁ ଭଲ ଭାବେ ଛଡ଼ାଇବା ଉଚିତ। ଏହା ପରେ ଆପଣ ଏ ସବୁ କୁ ଭଲ ଭାବରେ ଗ୍ରାଇଣ୍ଡ କରି ଦିଅନ୍ତୁ। ଏହି ଜୁସ ପ୍ରସ୍ତୁତ ହେବା ପରେ ଆପଣ ଏହାକୁ ପିଅନ୍ତୁ। ଆପଣ ଏହି ଜୁସ କୁ ଦିନକୁ 2 ଥର ପିବା ଦ୍ୱାରା ଆପଣଙ୍କ ର ଲିଭର ଜନିତ ସମସ୍ୟା ସବୁ ଦୁର ହୋଇ ଯିବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।