Jyoti shastra – ସକାଳୁ ଉଠି କାଗଜରେ ଏହି ୧ ଶଦ୍ଦ ଲେଖି ରଖିଦିଅନ୍ତୁ ହନମାନଙ୍କ ଚରଣରେ ତାପରେ ନିଜେ ମଧ୍ୟ ଜାଣିବେ ଚମତ୍କାର

0

ପ୍ରତେକ ବ୍ୟକ୍ତି ନିଜ ଜୀବନ ରେ ସବୁବେଳେ ଟଙ୍କା ଏବଂ ସଫଳତା ପାଇବାକୁ ଚେଷ୍ଟା କରିଥାଏ। ସେଥିପାଇଁ ଅନେକ ଲୋକ କିଛି ନା କିଛି କାର୍ଯ୍ୟ ବୃତ୍ତି କରି ଜୀବନ ଯାପନ କରନ୍ତି। କିନ୍ତୁ ଭାଗ୍ୟ ଅନେକ ସମୟରେ ତାଙ୍କ ସପକ୍ଷରେ ଯାଏ ନାହିଁ। ବ୍ୟକ୍ତି ସର୍ବଦା ଚାହେଁ କି ସେ ଚାହୁଁଥିବା ପ୍ରତେକ ଜିନିଷ ତାକୁ ସହଜରେ ମିଲିଯାଉ। କିନ୍ତୁ ସେମିତି ହୋଇ ନଥାଏ। ସେହି ବ୍ୟକ୍ତି ହେଉ ବା ଆମେ ନିଜେ ଅନେକ ସମୟରେ ଦୁଃଖ କଷ୍ଟ ପାଇଥାଉ। ଯେତେ ଧନ ଉପାର୍ଜନ କଲେ ମଧ୍ୟ ତାହା ଆମ ପାଇଁ ନିଅଣ୍ଟିଆ ହୁଏ ନାହିଁ। ଅନେକ ରୋଗ ବ୍ୟାଧି ପରିବାର ଲୋକଙ୍କୁ ମାଡ଼ି ବସେ। ଚାକିରୀ ସମ୍ପର୍କିତ ମାମଲା ରେ ନିରାଶ ହେବାକୁ ପଡ଼େ। ଠିକ୍ ସମୟରେ ବିବାହ ମଧ୍ୟ ଯୋଗ ଆସେ ନାହିଁ।


ତେବେ ଏହି ସବୁ ସମସ୍ୟା ରୁ ରକ୍ଷା ପାଇବାକୁ ହେଲେ ଅର୍ଥାତ୍ ଯଦି ଆପଣ ଧନ ପ୍ରାପ୍ତି କରିବାକୁ ଚାହାଁନ୍ତି କିମ୍ୱା ଚାକିରୀ ଏବଂ ସବୁ କ୍ଷେତ୍ର ରେ ସଫଳ ହେବାକୁ ଚାହାନ୍ତି ତେବେ ଏହି ଉପାୟ ନିହାତି ଥରେ କରନ୍ତୁ। ଦେଖିବେ ଏହି ଉପାୟ କରିବାର ମାତ୍ରା ଏକ ଦିନରୁ ଦୁଇ ଦିନ ଭିତରେ ସବୁ କାର୍ଯ୍ୟ ସଫଳ ହେବାରେ ଲାଗିବ। ଏହି ଉପାୟ କଲେ ହନୁମାନ ଙ୍କ କୃପା ଦୃଷ୍ଟି ପଡିବା ସହିତ ସବୁ କାର୍ଯ୍ୟ ରେ ଆପେ ଆପେ ସୁଫଳ ମିଳିବାକୁ ଆରମ୍ଭ ହୋଇଯିବ।

ଆପଣଙ୍କୁ ଏହି ଉପାୟ କରିବକୁ ହେଲେ ଏକ ଧଳା ସଫା କାଗଜ ଗୋଟିଏ ଆବଶ୍ୟକ ପଡ଼ିବ। ଏହା ସହିତ ଆଉ କିଛି ଲାଲ ରଙ୍ଗର କେଶର ଆଣିବାକୁ ପଡ଼ିବ। ଯଦି କେଶର ମିଳୁନାହିଁ ତେବେ ଆପଣ ଚାହିଁଲେ ଏହାର ବିକଳ୍ପ ଭାବରେ ଚନ୍ଦନ ଆଣି ମଧ୍ୟ ବ୍ୟବହାର କରି ପାରିବେ। ଏହା ସହିତ ଆପଣ ଯେଉଁ ମାନସିକ କିମ୍ୱା ମନସ୍କାମନା ମନରେ ରଖିଛନ୍ତି ତାହାକୁ ଏହି ସଫା କାଗଜ ଉପରେ ଲେଖି ଦିଅନ୍ତୁ। ଏହାକୁ ଆପଣ ଗୁପ୍ତ ଭାବରେ ନିଜ ପାଖରେ ହିଁ ରଖିବେ। ଅନ୍ୟ ମାନେ ଜେପରି ଏହାକୁ ପଢ଼ି ପାରନ୍ତି।

\

ଆପଣଙ୍କୁ ଏହି ଉପାୟ କରିବାକୁ ହେଲେ ଶନିବାର ଦିନ ସନ୍ଧ୍ୟା ରେ ଏକ ଶାନ୍ତ ପରିବେଶ ରେ ଧୂଆ ଲୁଗା ପିନ୍ଧି ଆସି ଧ୍ୟାନ ମୁଦ୍ରା ରେ ବସିବାକୁ ପଡ଼ିବ। ଆପଣ ଏହି ଲେଖା ହୋଇଥିବା କାଗଜ କୁ ଆଣି ନିଜ ଡାହାଣ ହାତରେ ରଖିବେ। ଏହି କାଗଜ କୁ ନିଜ ଡାହାଣ ହାତରେ ଜାବୁଡ଼ି ଧରି ଏହି ମନ୍ତ୍ର କୁ ଏଗାର ଥର ଜପ କରିବେ। ଏହି ମନ୍ତ୍ର ଟି ହେଲା :-

ହିଲଙ୍ ହନୁମଂତେ ରଦ୍ର୍ତ୍ମକାୟ ହିଁ ଫଟ।

ଏହାକୁ ଜପିବା ପରେ ଏହି କାଗଜ କୁ ନେଇ ଆପଣ ଶନିବାର ଦିନ ପାଖରେ ଥିବା ଏକ ହନୁମାନ ମନ୍ଦିରରେ ହନୁମାନ ଙ୍କ ବିଗ୍ରହ ତଳେ ସମର୍ପଣ କରିଦେବାକୁ ପଡ଼ିବ। ଆଉ ଦେଖିବେ ଗୋଟିଏ ଦିନରେ ଏହାର ଶୁଭ ଫଳ ଆପଣଙ୍କୁ ମିଳିବା ଆରମ୍ଭ ହୋଇଯିବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।