ଦେଖନ୍ତୁ ଭିଡିଓ – ଘଟଗାଁରେ ଧରାପଡିଲେ ଦୁଇ ଯୁବକ, କଙ୍ଗାରୁ କୋର୍ଟରେ ମିଳିଲା ଦଣ୍ଡ ହେ ଭଗବାନ

0

ଆଜି କାଲି ଏହି ଦୁନିଆରେ ପାପ ର ଭାର ଅନେକ ମାତ୍ରାରେ ବଢି ଚାଲିଛି। ଲୋକ ମାନେ ମଣିଷ ଅବସ୍ଥା ରେ ନାହାଁନ୍ତି, ଲୋକ ମାନେ ନାରୀ ମାନଙ୍କ ର ବଳାତ୍କାର କରିବା, ଚୋରି ଡକାୟତି କରିବା ଏହି ସବୁ କାର୍ଯ୍ୟ ରେ ନିୟୋଜିତ ରହୁଛନ୍ତି। ଆମ ସମାଜ ରେ ତ ବଳାତ୍କାର ର ମାତ୍ରା ଏତେ ବଢିଯାଇଛି ଯେ ପ୍ରତିଦିନ ଆମ ଦେଶରେ ଅନେକ କୋମଳ ଝିଅ ମାନଙ୍କର ଜୀବନ ଯାଉଛି। ଲୋକ ମାନେ ଏତେ ନୃଶଂସ ହୋଇ ଯାଇଛନ୍ତି ଯେ ଝିଅ ମାନଙ୍କ ର ବଳାତ୍କାର କରି ସେମାନଙ୍କ ଜୀବନ ମଧ୍ୟ ନେଇଯାଉଛନ୍ତି, ଏଥିପାଇଁ ଆଉ ଝିଅ ମାନେ ଘରୁ ମଧ୍ୟ ବାହାରିବାକୁ ଡରୁଛନ୍ତି।


ସେହିପରି ଚୋରି ଡକାୟତି ର ମାତ୍ରା ବହୁତ ବଢିଯାଇଛି। ଆଗରୁ ଲୋକ ମାନଙ୍କୁ ଡର ଥିଲା ରାତିରେ ଚୋରି ହୁଏ ବୋଲି କିନ୍ତୁ ଆଜିକାଲି ତ ଦିନ ଦ୍ୱିପହର ରେ ବି ଚୋର ମାନେ ଚୋରି କରୁଛନ୍ତି। ଚୋରି ତ କରୁଛନ୍ତି ଲୋକ ମାନେ ତାହାର କିଛି ପ୍ରମାଣ ନ ଦେଇପାରନ୍ତୁ ବୋଲି ସେମାନଙ୍କ ଜୀବନ ମଧ୍ୟ ନେଇଯାଉଛନ୍ତି। ଏବେ ସେହିପରି ଏକ ଚୋରି ଘଟଣା ଦେଖିବାକୁ ମିଳିଛି, ଏଠାରେ ଚୋର ମାନେ କୌଣସି ସୁନା ଗହଣା କି କିଛି ମୂଲ୍ୟବାନ ଜିନିଷ ଚୋରି କରୁନାହାନ୍ତି ।ଏଠାରେ ଲୋକ ମାନେ ଛୋଳି ଚୋରି କରିଛନ୍ତି। ତେବେ ଆସନ୍ତୁ ଏହା ବିଷୟ ରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା।

କେନ୍ଦୁଝର ଜିଲ୍ଲା ତୁରୁମୁଣ୍ଡା ଗାଁ କେଶିପୁର ଗାଁ ରେ ଏକ ଘଟଣା ଦେଖିବାକୁ ମିଳିଛି। ଯେଉଁଠାରେ ଦୁଇ ଜଣ ଲୋକ ଛେଳି ଚୋରି କରୁଥିବା ବେଳେ ଧରା ପଡିଛନ୍ତି। ଗ୍ରାମ ବାସୀ ଙ୍କ କହିବା ଅନୁଯାୟୀ ଏହି ଲୋକ ମାନେ ବିଳମ୍ବିତ ରାତି ରେ ଛେଳି ଚୋରି କରିବା ପାଇଁ ଆସିଥିଲେ। ସେହି ସମୟରେ ସେମାନଙ୍କ ମଧ୍ୟ ରୁ ଦୁଇଜଣ ଙ୍କୁ ଗ୍ରାମବାସୀ ମାନେ ଧରି ନେଇଥିଲେ,ଫଳରେ ଚୋର ମାନେ ଖସି ଯାଇ ପାରିନଥିଲେ। ଏହାପରେ ଲୋକ ମାନେ ଖୁଣ୍ଟ ରେ ବାନ୍ଧି ସେମାନଙ୍କୁ ନିସ୍ତୁକ ମାଡ ମାରିଥିଲେ, ଏହା ପରେ ଟ୍ରାଫିକ୍ ପୋଲ ରେ ସେମାନଙ୍କୁ ବାନ୍ଧି ଜଣେ ବୃଦ୍ଧା ମଧ୍ୟ ବାଡି ରେ ସେମାନଙ୍କୁ ମାରିଥିଲେ।


ଏହାପରେ ସେମାନଙ୍କ ହାତ ବାନ୍ଧି ସେମାନଙ୍କୁ ରାସ୍ତା ରେ ଚଲେଇଥିଲେ ଏବଂ ଏହାପରେ କଙ୍ଗାରୁ କୋର୍ଟ ରେ ସେମାନଙ୍କୁ ହାଜର କରାଯାଇଥିଲା ଏବଂ ସେମାନଙ୍କୁ ଦଣ୍ଡ ମଧ୍ୟ ଦିଆଯାଇଥିଲା। ଆଜି କାଲି ସମାଜରେ ଏହି ପରି ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି। ଏହି ଘଟଣା କୁ ଣୁଣି ଯେତିକି ହସ ଲାଗୁଛି ସେତିକି ଦୁଃଖ ମଧ୍ୟ ଲାଗୁଛି।ଆଜିକାଲି ତ ଦିନ ଦ୍ୱିପହର ରେ ବି ଚୋର ମାନେ ଚୋରି କରୁଛନ୍ତି। କରନା ମହାମାରୀ ସମୟରେ ଚୋରି ର ମାତ୍ରା ଧୀରେ ଧୀରେ ବଢ଼ିବାରେ ଲାଗିଛି। ଏହି ଚୋରି କୁ ରୋକା ନଗଲେ ଆଗକୁ ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେବେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।