ଦେଖନ୍ତୁ ଏହି ଚାହା ସମ୍ପର୍କରେ, ଏହି ଚାହା ରେ ଏପରି କଣ ବିଶେଷତ୍ୱ ରହିଛି ଯେଉଁଥି ପାଇଁ ଏହା ସୁନା ଠାରୁ ୩୦ ଗୁଣ ଅଧିକ ଦାମୀ। ଜାଣନ୍ତୁ ଏହି ସମ୍ପର୍କରେ ସବୁକିଛି।

0

ତେବେ ଆପଣ ମାନେ ଜାଣି ଥିବେ କି ଅନେକ ଲୋକ ଅଛନ୍ତି , ଯେଉଁ ମାନେ କି ଚା ପିଇବା କୁ ଅଧିକ ଭଲ ପାନ୍ତି। ତେବେ ଏଥି ପାଇଁ ସବୁ ସ୍ଥାନ ରେ ଚା ର ଚାଷ କରା ଯାଇ ଥାଏ ।ତେବେ ଏହି ଚା ର ଚାଷ ପାଇଁ ଏକ ସ୍ଵତନ୍ତ୍ର ଜଳବୟୁର ଆବଶ୍ୟକ ରହି ଥାଏ। ଜଳବୟୁ ଠିକ ନ ରହିଲେ । ଚା ର ଉତ୍ପାଦନ ଠିକ ଭାବେ ହୋଇ ପରେ ନାହିଁ। ତେବେ ଅନେକ ଦେଶ ରେ ବିଭିନ ପ୍ରକାର ଚା ଦେଖିବାକୁ ମିଳିଥାଏ,ଯାହା ଦେଖିବାକୁ ଓ ପିଇବା କୁ ମଧ୍ୟ ଅତି ସୁନ୍ଦର୍ ଲାଗିଥାଏ। ତେବେ ଚା ପିଇବା ରେ ଅନେକ ଫାଇଦା ରହିଛି ।ତେବେ ଲୋକ ମାନେ କୁହନ୍ତି କି ଚା ପିଇବା ଦ୍ୱାରା ଶରୀର ରେ ଏକ ପ୍ରକାର ଫୁର୍ତି ଆସିଥାଏ,ଆଉ ଏହା ଆମ କୁ କାମ କରିବାରେ ସାହାଯ୍ୟ କରିଥାଏ,ଆଉ ଚା ପିଇବା ଦ୍ୱାରା ଆମ କୁ ଅଧିକ ସମୟ କାର୍ଯ୍ୟ କରିବାକୁ ଶକ୍ତି ଯୋଗାଇ ଥାଏ। ଏହା ଆମ ଅଲସ୍ୟ ଦୂର କରି ଥାଏ।


ତେବେ ଅନେକ ଦେଶ ସହ ଆମ ଦେଶ ରେ ମଧ୍ୟ ଚା ର ଉତ୍ପାଦନ ହୋଇ ଥାଏ। ତେବେ ଏହା ପାଇଁ ଯେଉଁ ସ୍ଥାନ ରେ ଉପଯୋଗୀ ଜଳବାୟୁ ସେହି ସ୍ଥାନ ରେ ଏହା ଉତ୍ପାଦନ କରା ଯାଏ। ତେବେ ଆମ ଦେଶ ରେ ଆସାମ ରେ ପ୍ରଚୁର ପରିମାଣ ରେ ଚା ଚାଷ କରା ଯାଏ। ତେବେ ତା ସହ ଆଉ ଅନେକ ପ୍ରକାର ଚା ମଧ୍ୟ ଚାଷ କରା ଯାଏ। ଆପଣ ମାନେ ଜାଣି ନ ଥିବେ ଅନେକ ସ୍ଥାନ ରେ ଏହି ଚା ର ମୂଲ୍ୟ ବହୁତ ଅଧିକ ରହି ଥାଏ ଆଉ ଦେଶ ତୁଳନା ରେ,ତେବେ ଆମ ଦେଶ ରେ ଚା ର ଚହିଦ ଅଧିକ ଥାଇ ମଧ୍ୟ ଏହାର ମୂଲ୍ୟ କମ ରହିଛି,କିନ୍ତୁ ଆପଣ ଯଦି ବାହାର ରାଜ୍ୟ କୁ ଯିବେ ବା ବାହାର ଦେଶ କୁ ଯିବେ। ତାହାଲେ ଏହାର ଦାମ ଅନେକ ରହିଛି ଆଉ ଏହି ଚା କୁ ପିଇବା ପାଇଁ ଅନେକ ଲୋକ ହଜାର ହଜାର ଟଙ୍କା ଖର୍ଚ୍ଚ କରିଦେଇ ଥାନ୍ତି। ତେବେ ଅନେକ ଲୋକଙ୍କର ଚା ପିଇବା ଏକ ପ୍ରକାର ସଉକ । ତେଣୁ ସେମାନେ ଏହି ସଉକ କୁ ପୁରଣ କରିବା ପାଇଁ ସେମାନେ ଅନେକ ଟଙ୍କା ଖର୍ଚ୍ଚ କରିଦେଇ ଥାନ୍ତି।


ତେବେ ଆପଣ ମାନେ ଜାଣିଛନ୍ତି କି ପୃଥିବି ରେ ସବୁଠୁ ଦାମୀ ଚା କେଉଁଟା ।ତେବେ ଆସନ୍ତୁ ଜାଣିବା ସେହି ଚା ବିଷୟ ରେ । ତେବେ ଏମିତି ଏକ ଚା ରହିଛି ଯାହା ସୁନା ଠାରୁ ଅଧିକ ଦମ ରହିଛି,ଆଉ ଏହା ଗୋଟେ ପେକେଟ ର ମୂଲ୍ୟ ୧୦ଉ ହଜାର ଡଲାର ରହିଛି, ଆଉ ଏହା ବହୁତ ମହଙ୍ଗା ଲାଗେ । ତେବେ ଏହା କଥା ଆପଣ ଙ୍କୁ ଆଶ୍ଚର୍ଯ୍ୟ ଲାଗି ପରେ ,କିନ୍ତୁ ଏହା ସତ୍ୟ ଅଟେ । ତେବେ ଦା ହୁଙ୍ଗ ପାଉଙ୍ଗ ନାମକ ଚା ର ମୂଲ୍ୟ ସବୁଠୁ ଅଧିକ ରହିଛି। ତେବେ ଏହି ଚା କୁ ପିଇବା ପାଇଁ ଲୋକ ମାନେ ସୁନା ଠାରୁ ଅଧିକ ଦମ ଦେବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି।

ତେବେ ଏହି ଚା ର ଗୋଟିଏ କିଲୋ ର ଦାମ ୩୦ କିଲୋ ସୁନା ର ଦାମ ସହ ସମାନ ।ତେବେ ଏହି ଚା ର ଦାମ ଅଧିକ ହେବାର କାରଣ ,ଏହି ଚା ର ଗଛ ବହୁତ୍ ଦୁର୍ଲଭ । ତେବେ ଏହା ଚୀନ ର ଲୋକ ମାନେ ଫସଲ ଭଲ ହେବା ପାଇଁ ପହାଡ କୁ ଯାଉ ଥିଲେ ପୂଜା କରିବା ପାଇଁ। ତେବେ ଏହି ଚା ପତି କୁ ଛେଳି ର ର କ୍ଷୀର ରେ ଧୋଇ ଦିଆ ଯାଏ ଆଉ ଏହାକୁ ସୁଖିବା ପାଇଁ ରଖା ଯାଏ। ତେବେ ଲୋକ୍ ଙ୍କ କହିବା ଅନୁସାରେ ଏହି ଚା କୁ ପିଇଲେ ଅନେକ ରୋଗ ଦୂର ହୋଇ ଯାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।