ଦେଖନ୍ତୁ ଭିଡିଓ – ପ୍ରଥମ ଥର LIVE ଆସିଲେ ଅଭିନେତ୍ରୀ ରଚନା ବାନାର୍ଜୀ ! ଦେଲେ ଏହି ଖୁସି ଖବର ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ…..

0

ପ୍ରତେକ ଲୋକ ନିଜ ଜୀବନ ରେ ଖୁସି ରହିବାକୁ ପସନ୍ଦ କରନ୍ତି,ଏଥି ପାଇଁ ସେମାନେ ଖୁସି ର ମାଧ୍ୟମ ଖୋଜି ଥାନ୍ତି। ତେବେ ଅନେକ ଲୋକ ଅଛନ୍ତି ଯେଉଁ ମାନେ ନିଜ ର ଖୁସି ପାଇଁ ଅନେକ କିଛି କରିବାକୁ ଭଲ ପାନ୍ତି ଯେମିତି କି ଫିଲ୍ମ ଦେଖିବା , ଗୀତ ଗାଇବା , ଡାନ୍ସ କରିବା ଆଦି ଅନେକ କିଛି କରି ଥାନ୍ତି। ତେବେ ଦେଖିବାକୁ ଗଲେ ଆମ ଦେଶ ରେ ଫିଲ୍ମ ର ବହୁତ ଲୋକପ୍ରିୟତା ରହିଛି। ପ୍ରତେକ ଲୋକ ଫିଲ୍ମ ଦେଖି ନିଜର ମନରଞ୍ଜନ କରିଥାନ୍ତି। ତେବେ ଫିଲ୍ମ ଓଡ଼ିଆ ହେଉ କିମ୍ବା ହିନ୍ଦୀ , ପୁରୁଣା ହେଉ ବା ନୂଆ । ସମସ୍ତେ ଫିଲ୍ମ ଦେଖି ଥାନ୍ତି। ତେବେ ଦେଖିବାକୁ ଗଲେ ଏହି ବ୍ୟସ୍ତ ବହୁଳ ଜୀବନ ରେ ଲୋକ ମାନେ କିଛି ସମୟ ପାଇଁ ନିଜ ପରିବାର , ବନ୍ଧୁବର୍ଗ ଙ୍କ ସହ ଫିଲ୍ମ ଦେଖି ଥାନ୍ତି,ଆଉ ତା ସହ ବହୁତ ଖୁସି ମଧ୍ୟ ହେଇ ଥାନ୍ତି।


ତେବେ ଆମ ଦେଶ ରେ ଓଡ଼ିଆ ଚଳଚ୍ଚିତ୍ର ର ମଧ୍ୟ ଅନେକ ଚାହିଦା ରହିଛି।ଓଡ଼ିଆ ଫିଲ୍ମ ଜଗତ ରେ ଏମିତି କିଛି କଳାକାର ଅଛନ୍ତି ଯେଉଁ ମାନେ ଖାଲି ଓଡିଶା ରେ ନୁହଁ , ପୁରା ଦେଶ ରେ ନିଜର ପରିଚୟ ସୃଷ୍ଟି କରିଛନ୍ତି,ଆଉ ତା ସହ ଲୋକଙ୍କ ମନ ମଧ୍ୟ ଜିତି ପାରିଛନ୍ତି।ତେବେ ଆପଣ ମାନେ ଦେଖି ଥିବେ କି ଏବେ ଘରେ ଘରେ ସ୍ତ୍ରୀ ଲୋକ ମାନେ ସିରିଏଲ ଦେଖିବାକୁ ପସନ୍ଦ କରୁଛନ୍ତି । ତେବେ ସେଥିରେ ଯେଉଁ ମାନେ ଅଭିନୟ କରି ଥାନ୍ତି , ସେମାନେ ମଧ୍ୟ ନିଜର ଅଭିନୟ , ସୁନ୍ଦରତା ପାଇଁ ଲୋକ ଙ୍କ ପାଖରେ ପ୍ରିୟ ହୋଇ ଥାନ୍ତି। ତେବେ ଏମିତି ଜଣେ କଳାକାର ଅଛନ୍ତି , ଯିଏ କି ଖାଲି ଫିଲ୍ମ ନୁହଁ ବରଂ ସିରିଏଲ ରେ ମଧ୍ୟ ବହୁତ ସକ୍ରିୟ ଆଉ ତା ସହ ସେ ଅନେକ ଭାଷା ରେ ମଧ୍ୟ ଫିଲ୍ମ ଓ ସିରିଏଲ କରି ଦର୍ଶକ ଙ୍କର ମନ ଜିତି ପରିଛନ୍ତି ଓ ଜଣେ ଶ୍ରେଷ୍ଠ କଳାକାର ଭାବେ ନିଜ କୁ ଗଢି ପାରିଛନ୍ତି।

ତେବେ ଆପଣ ମାନେ ରଚନା ବନାର୍ଜି ଙ୍କୁ ଜାଣି ଥିବେ। ତେବେ ସେ ଜଣେ ସକ୍ରିୟ ଅଭିନେତ୍ରୀ।ତେବେ ସେ ଅନେକ ହିନ୍ଦୀ , ଓଡ଼ିଆ ,ବଙ୍ଗଳା ଆଦି ଭାଷା ରେ ଫିଲ୍ମ କରିଛନ୍ତି , ଆଉ ତା ସହ ସିରିଏଲ ମଧ୍ୟ କରିଛନ୍ତି। ତେବେ ସେ ଏବେ ବିବାହ କରି ତାଙ୍କ ପରିବାର୍ ସହ ଖୁସି ରେ ରହୁଛନ୍ତି ।ସେ ଏହି କିଛି ଦିନ ତଳେ ତାଙ୍କ ପ୍ରଶଂସକ ମାନଙ୍କ ପାଇଁ ଫେସବୁକ ରେ ଲାଇଭ୍ ଆସିଥିଲେ।ତେବେ ସେ ତାଙ୍କ ପ୍ରଶଂସକ ମାନଙ୍କ ସହ ବଙ୍ଗଳା ରେ କଥା ହେଉ ଥିଲେ,ଆଉ ସେ କହୁଛନ୍ତି କି ଅନେକ ଦିନ ହେଲା ତାଙ୍କ ଫେନ ମାନଙ୍କ ସହ କଥା ହୋଇ ନାହାନ୍ତି , ଦେଖା କରି ନାହାନ୍ତି ।

ତେବେ ସେ କହୁଛନ୍ତି , କି ତାଙ୍କ ଦେହ ଭଲ ନାହିଁ , ତେଣୁ ସେ ଭଲ ଭାବରେ କଥା ହୋଇ ପାରୁ ନାହାନ୍ତି। ତେବେ ସମସ୍ତ କେମିତି ଅଛନ୍ତି , ସେ ପଚାରୁଛନ୍ତି, ସେ କହୁଛନ୍ତି କି ସେ ଦିଦି ନମ୍ବର ୧ ର ସୁଟିଂ ରେ ଅଛନ୍ତି ଆଉ ସେ ତାଙ୍କ ମେକପ ରୁମ ରେ ବସିଛନ୍ତି ,ଆଉ ଏହାକୁ ସେ ସେହି ଭିଡିଓ ମାଧ୍ୟମରେ ମଧ୍ୟ ଦେଖାଉଛନ୍ତି।ସେ ବହୁତ ଭଲ ଅଛନ୍ତି , ଖୁସି ଅଛନ୍ତି ବୋଲି ତାଙ୍କ ପ୍ରଶଂସକ ମାନଂକୁ ଜଣାଇଛନ୍ତି,ଆଉ ସେ ଏବେ ସୁଟିଂ ରେ ବ୍ୟସ୍ତ ଥିବାରୁ ସେ ତାଙ୍କ ଫେନ ମାନଙ୍କ ସହ ବେଶୀ ସମୟ କଥା ହେଇ ପାରିଲେ ନାହିଁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।